ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, Sameer ଙ୍କୁ ଜାତିଗତ ଆରୋପରେ ଫସେଇ Aryan କୁ ଖସେଇବା ପଛରେ Salman ନୱାବ ଆଉ ଅଣ୍ଡରୱାଲ୍ଡ ଲିଙ୍କ୍, କିପରି ଜାଣିବାକୁ ହେଲେ ଦେଖନ୍ତୁ ଏହି Video

ବଲିଉଡ ଓ ବଲିଉଡର ଭାଇଜାନ ବୋଲାଉଥିବା ସଲମାନ ଖାନଙ୍କର ଅ-ଣ୍ଡ-ର-ୱା-ର୍ଲ୍ଡ ସହ ଲି-ଙ୍କ ଥିବା ସମସ୍ତଙ୍କୁ ଜଣା । ଡ୍ର-ଗ୍ସ ମା-ମ-ଲା-ରେ ଆର୍ୟନଙ୍କୁ ବ-ଞ୍ଚା-ଇ-ବା ପାଇଁ ସଲମାନ ଖାନ, ଶାହରୁଖ ଖାନ ଓ ନବାବ ମଲିକ ଯେଉଁ ବ୍ୟୁ-ହ ରଚନା କରିଛନ୍ତି ଓ ସେଥିରେ ସଫଳ ମଧ୍ୟ ହୋଇଛନ୍ତି ଏହିସବର ଏବେ ପ-ର୍ଦ୍ଦା-ଫା-ଶ ହେବ । ଏହିସବୁ ପଛରେ ଅ-ଣ୍ଡ-ର-ୱା-ର୍ଲ୍ଡ-ର ଲିଙ୍କ ରହିଛି ବୋଲି କୁହାଯାଉଛି । କିନ୍ତୁ ଏସବୁକୁ ନେଇ ଯିଏ ମୁହଁ ଖୋଲୁଛି ତାକୁ ସମସ୍ଯାରେ ଛ-ନ୍ଦି ଦିଆଯାଉଛି ।

ଦେବେନ୍ଦ୍ର ଫଡନାଭିଜ ଏନେଇ ସୋ-ସି-ଆ-ଲ ମି-ଡି-ଆ-ରେ ପୋଷ୍ଟ କରି କହିଛନ୍ତି କି ସେ ନବାବ ମଲିକଙ୍କ ଅ-ଣ୍ଡ-ର-ୱା-ର୍ଲ୍ଡ ଲିଙ୍କ ବିଷୟରେ ଜାଣିଛନ୍ତି । ଆର୍ୟନ ଗି-ର-ଫ ହେବା ପରେ ଏହି ନବାବ ମଲିକ ଏନ-ସି-ବି ଅଧିକାରୀ ସମୀର ୱାଙ୍ଖେଡେଙ୍କ ଗୋଟିଏ ପରେ ଗୋଟିଏ ଜା-ଲି ଡକ୍ୟୁମେଣ୍ଟ ସୋ-ସି-ଆ-ଲ ମି-ଡି-ଆ-ରେ ଭା-ଇ-ରା-ଲ କରିଥିଲେ । ଏହାପରେ ସମୀର ୱାଙ୍ଖେଡେ ମଧ୍ୟ ନିଜ ଜାତିଗତ ଓ ଧର୍ମଗତ ପ୍ରମାଣପତ୍ର ଦେଇ ସ୍ପଷ୍ଟୀକରଣ ମଧ୍ୟ କରାଇଛନ୍ତି ।

ସେ କୌଣସି ଜା-ଲି-ଆ-ତି କାର୍ଯ୍ୟ କରି ନୁହେଁ ବରଂ ନିଜର କାର୍ଯ୍ୟନିଷ୍ଠତା ଓ ସଚ୍ଚୋଟପଣରେ ଏହି ଚାକିରି ପାଇଛନ୍ତି । ଏହାସହ ସେ ପରୋକ୍ଷରେ ସୂଚନା ଦେଇଛନ୍ତି ଯେ ତାଙ୍କ ବି-ରୋ-ଧ-ରେ ଯାହା ସବୁ ଚ-କ୍ରା-ନ୍ତ କରାଯାଉଛି ତାହା ବେଶୀ ଦିନ ଚାଲିବ ନାହିଁ । ସିଡ୍ୟୁଲକାଷ୍ଟ କମିଶନଙ୍କ ପାଖରେ ସମୀର ନିଜର ସମସ୍ତ ଡକ୍ୟୁମେଣ୍ଟ ପେଶ କରିଛନ୍ତି ଓ ସେସବୁର ଯା-ଞ୍ଚ ଚାଲିଛି ।

ସିଡ୍ୟୁଲକାଷ୍ଟ କମିଶନର ମଧ୍ୟ ସମୀରଙ୍କ ଡକ୍ୟୁମେଣ୍ଟ ଭଲ ଭାବେ ଯା-ଞ୍ଚ କରିବା ପରେ ଯାଇ ସୂଚନା ଦେବେ ବୋଲି କହିଛନ୍ତି । ଏବେ ତାଙ୍କ ବି-ରୋ-ଧ-ରେ ଆସିଥିବା ଅ-ଭି-ଯୋ-ଗ ବି-ରୋ-ଧ-ରେ ସେ କୋର୍ଟକୁ ଯାଇ ଅ-ଭି-ଯୋ-ଗ ମଧ୍ୟ କରିପାରିବେ । ତାଙ୍କ ସପକ୍ଷରେ ରାମଦାସ ଅଠାୱଲେ ମଧ୍ୟ ବାହାରିଛନ୍ତି । ସମୀର ୱାଙ୍ଖେଡେ ଜଣେ ହିନ୍ଦୁ ଦଳିତ ବୋଲି ସେ ମଧ୍ୟ କହିଛନ୍ତି । ମୁମ୍ବାଇ କୃଜ ଡ୍ର-ଗ୍ସ ପା-ର୍ଟି-ରେ ପ୍ରଥମ ଥର ଏତେ ବଡ ଷ୍ଟାରଙ୍କ ପୁଅଙ୍କ ନାମ ଆସିଥିବାରୁ ସମୀର ୱାଙ୍ଖେଡେଙ୍କୁ ଜାଣିଶୁଣି ଫ-ସା-ଯା-ଉ-ଛି ବୋଲି ସେ କହିଛନ୍ତି ।

ସବୁ ଘ-ଟ-ଣା-କ୍ର-ମ-ରୁ ଜଣାପଡୁଛି ଯେ କିପରି ଭାବେ ଆର୍ୟନଙ୍କୁ ଗି-ର-ଫ କରିବା ପରେ ସମୀର ୱାଙ୍ଖେଡେଙ୍କୁ ଟାର୍ଗେଟ କରି ଫ-ସେ-ଇ-ବା-କୁ ଚେଷ୍ଟା କରାଯାଉଛି । ଏହି ମା-ମ-ଲା-ରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।