ଟିଭି ସିରିୟଲର ଶୋ ଜୋଧା ଅକବରର ଜୋଧା, ରିଅଲରେ ଦେଖାଯାନ୍ତି ଏତେ ବୋଲ୍ଡ କି ଆପଣ ଚିହ୍ନି ପାରିବେନି

ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପପୁଳାର ସିରିୟଲ ‘ଜୋଧା ଅକବର’ ବିଷୟରେ ଆପଣ ଶୁଣିଥିବେ କିମ୍ବା ଦେଖିଥିବେ । ଏହି ଶୋ ୨୦୧୩ରେ ପ୍ରସାରିତ ହୋଇଥିଲା । ଯାହାକି ୨୦୧୫ରେ ସମାପ୍ତ ହୋଇ ଯାଇ ଥିଲା । ସେହି ସମୟ ଠାରୁ ନେଇ ଶୋ ସମାପ୍ତ ହେବା ପର୍ଯ୍ୟନ୍ତ ଏହି ଶୋର ସାଇଡ କଳାକାର ଠାରୁ ନେଇ ଶୋର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଲୁକ ପ୍ରାୟତଃ ଚେଞ୍ଜ ହୋଇ ସାରିଛି ।

ଏହି ସିରିୟଲକୁ ଦର୍ଶକମାନଙ୍କ ଦ୍ଵାରା ବହୁତ ପସନ୍ଦ ବି କରା ଯାଇଛି । ଆପଣଙ୍କୁ କହିଦେଉଛୁ କି ଏହି ଶୋରେ ରଜତ ଟୋକାଶ ଅକବରଙ୍କ ଅଭିନୟ କରିଥିଲେ ଓ ଅନ୍ୟ ପଟେ ପରିଧି ଶର୍ମା ଜୋଧାଙ୍କ ଅଭିନୟରେ ନଜର ଆସିଥିଲେ । ଦୁଇ ଜଣଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ଓ ଏହି ସିରିୟଲ ହିଁ ଦୁଇ ଜଣଙ୍କୁ ଟିଭି ଜଗତରେ ଷ୍ଟାର କରି ଦେଇ ଥିଲା । ଏମିତିରେ ଆଜି ଆମେ ଆପଣଙ୍କୁ ପରିଧି ଶର୍ମାଙ୍କ ବିଷୟରେ କିଛି କହିବାକୁ ଯାଉଛୁ ।

କହିବାକୁ ଗଲେ ପରିଧି ଶର୍ମା ଏହି ଶୋରେ ଜୋଧାଙ୍କ ଅଭିନୟ କରି ବହୁତ ପପୁଳାର ହୋଇଛନ୍ତି । କିନ୍ତୁ ଏହି ଶୋ ବର୍ତ୍ତମାନ ସମାପ୍ତ ହୋଇ ଯାଇଛି । ଏମିତିରେ ପରିଧି ଶର୍ମାଙ୍କ ଲୁକ ବି ବହୁତ ଚେଞ୍ଜ ହୋଇ ଯାଇଛି । ସେ ପୂର୍ବ ଅପେକ୍ଷା ବହୁତ ବଦଳି ଯାଇଛନ୍ତି । ଏହି ସିରିୟଲ ସମାପ୍ତ ହେବା ପରେ ଜୋଧାର ଅଭିନୟ କରୁଥିବା ପରିଧି ଶର୍ମା ଅଚାନକ ଟିଭି ଇଣ୍ଡଷ୍ଟ୍ରିରୁ ଗାୟବ ହୋଇଗଲେ । ଏହା ପରେ ସେ ଅନ୍ୟ କେତେକ ଶୋରେ ବି ନଜର ଆସିଥିଲେ ।

କିନ୍ତୁ ଜୋଧା ଅକବର ଭଳି ପପୁଲାରୀଟି ତାଙ୍କୁ ଅନ୍ୟ କୌଣସି ଶୋରେ ମିଳି ନ ଥିଲା । ଏହା ପରେ ସେ ୨୦୧୮ରେ ‘Patiala Babes’ରେ ନଜର ଆସିଥିଲେ । ଏହି ଶୋ ଦ୍ଵାରା ବି ସେ ବହୁତ ଚର୍ଚାରେ ଆସିଥିଲେ ଓ ଏହି ଶୋକୁ ବି ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । କିନ୍ତୁ ଏହି ଶୋ ୨୦୧୯ରେ ବନ୍ଦ ହୋଇ ଯାଇଛି । କିନ୍ତୁ ବର୍ତ୍ତମାନ ସମୟରେ ପରିଧି ଶର୍ମା ପୁଣି ଥରେ ଚର୍ଚାରେ ଆସିଛନ୍ତି । ଏଥର ସେ କୌଣସି ସିରିୟଲ ପାଇଁ ନୁହେଁ ଅଥବା ସେ ନିଜର ଲୁକ ପାଇଁ ଚର୍ଚାରେ ଅଛନ୍ତି ।

ଆଗ ଅପେକ୍ଷା ତାଙ୍କର ଲୁକରେ ବହୁତ ଚଞ୍ଜେସ ଆସିଛି । ଯଦି ଆପଣ ତାଙ୍କୁ ବର୍ତ୍ତମାନ ସମୟରେ ଦେଖିବେ ତେବେ ଆପଣଙ୍କୁ ଚିହ୍ନିବା ବହୁତ କଷ୍ଟକର ହୋଇପାରେ । କାରଣ ପରିଧି ଶର୍ମାଙ୍କ ସିରିୟଲରେ ଲୁକ ଓ ବର୍ତ୍ତମାନ ଲୁକରେ ବହୁତ ଅନ୍ତର ଆସିଯାଇଛି । ଏମିତିରେ ଆମେ ଆଜି ଆପଣଙ୍କ ପାଇଁ ତାଙ୍କର କିଛି ନୂଆ ଫଟୋ ନେଇ ଆସିଛୁ । ଯେଉଁଥିରେ ସେ ବହୁତ ସୁନ୍ଦର ନଜର ଆସୁଛନ୍ତି ।

ଆପଣଙ୍କୁ ପରିଧି ଶର୍ମାଙ୍କ ଲୁକ କେମିତି ଲାଗିଲା ଆମକୁ କମେଣ୍ଟ ବକ୍ସରେ ଲେଖି ଜଣାନ୍ତୁ । ଆମର ଆଶା କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମେ ଏହି ପେଜରେ ଦୈନିକ ନ୍ୟୁଜ, ମନୋରଞ୍ଜନ, ବିଶେଷ, ଖେଳ, ସ୍ୱାସ୍ଥ୍ୟ, ଜୀବନଶୈଳୀ, ଜ୍ୟୋତିଷ ସମ୍ବଧୀୟ ତଥ୍ୟ ସବୁବଳେ ଆଣିଥାଉ । ଆମ ପେଜକୁ ଲାଇକକରି ଦିଅନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।