ଆଜିର ରାଶିଫଳ, 3 ନଭେମ୍ବର 2021, ବୁଧବାର, ଗଣେଶଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ହେବ ଧନଲାଭ

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୩ ନଭେମ୍ବର ୨୦୨୧ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଏହି ରାଶିର ଲୋକ ମାନଙ୍କ ପାଇଁ ଶୁଭ ସମୟ ରହିବ । ଆପଣ ନିଜ ପରିବାର ସହ କୌଣସି ଦୂର ଜାଗାକୁ ଯାତ୍ରା କରି ଅପରାନ୍ତି । ଆପଣଙ୍କ ଯାତ୍ରା ସୁଫଳ ରହିବ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଆପଣଙ୍କର ସମାଜରେ ମାନ ସମାନ ପ୍ରତିଷ୍ଠା ହେବ । ମହିଳା ମାନେ ଘର କାମରେ ବ୍ୟସ୍ତ ରହିବେ । ଆପଣଙ୍କର ସବୁ ଇଛା ଅଭିଳାସା ପୁରା ହେବ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ବଡ ପରିବର୍ତ୍ତନ ଆସିବାକୁ ଯାଉଛି । ଆପଣଙ୍କର ବିବାହ ଯୋଗ ରହିଛି । ଚାକିରି କ୍ଷେତ୍ର ରେ ଆପଣଙ୍କର ନୂଆ ପଦ ମିଳିବାର ଯୋଗ ରହିଛି । କୌଣସି କ୍ଷେତ୍ର ରୁ ଆପଣ ଆକସ୍ମିକ ଭାବେ ଧାନ ଲାଭ କରିବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବା ସହ ଆପଣ ଦୌରା ଜାଗାକୁ ଯାତ୍ରା କରି ପାରନ୍ତି । ବ୍ୟବସାୟରେ ଭଲ ଲାଭ ହେବା ସହ ଆପଣ ନୂଆ ଯୋଜନା କରି ପାରନ୍ତି । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଗୁରୁଜନ ମାନଙ୍କ ଆଶୀର୍ବାଦ ଆପଣ ପାଇବେ ଯାହା ଦ୍ଵାରା ଜୀବନର ପ୍ରତେକ ଟି କ୍ଷେତ୍ର ରେ ଆପଣ ସଫଳ ହେବେ ।

ମିଥୁନ ରାଶି : ଏହି ରାଶିର ଲୋକ ମାନେ ପରିବାର ଲୋକଙ୍କ ସହ ଧାର୍ମିକ କାର୍ଯ୍ୟ ରେ ଯୋଗ ଦେବେ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଯାହା ଦ୍ଵାରା ଅନ୍ୟଅମାନେ ଆପଣଙ୍କ ଦ୍ଵାରା ପ୍ରେରଣା ପାଇବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ବୃଦ୍ଧି ହେବ । ରାଜନୀତି ଓ କଳା କ୍ଷେତ୍ର ରେ ଥିବା ବ୍ୟକ୍ତି ଙ୍କ ପାଇଁ ଶୁଭ ସମୟ ରହିବ । ଆପଣଙ୍କର ଆର୍ଥିକ ସ୍ଥିତି ରେ ସୁଧା ଆସିବ ।

କର୍କଟ ରାଶି : ଏହି ରାଶିର ଲୋକ ମାନେ ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହଯୋଗ ପାଇବେ । ଆପଣଙ୍କର ଅଟକି ଥିବା କାମ ପୁଅର ହେବ । ସମାଜ ରେ ଆପଣଙ୍କର ମାନ ସମାନ ପ୍ରତିଷ୍ଠା ହେବ । ଆଜି ଆପଣ କିଛି ନୂଆ ପ୍ଳାନ କରିବେ । ବ୍ୟବସାୟରେ ଆପଣ ଲାଭାବନା ହେବେ । ଛାତ୍ର ଏମାନେ ପାଠ ପଢା ରେ ମନ ଦେବେ । ମହିଳା ମାନେ ନିଜ ପାଇଁ ନୂଆ ଉପାହାର କିଣିବେ । ଆପଣ ନିଜର ଫସିଥିବା ଟଙ୍କା ଫେରସ୍ତ ପାଇବେ । ଆପଣଙ୍କୁ କିଛି ନୂଆ କରିବା ପାଇଁ ଅବସର ମିଳିପାରେ । ଯାହାର ଫାଇଦା ଆପଣ ଉଠାନ୍ତୁ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ ।

ସିଂହ ରାଶି : ଏହି ରାଶିର ଲୋକ ମାନଙ୍କର ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ପରିବାର ଲୋକଙ୍କ ସହ ଆପଣ ଦୂର ଜାଗାକୁ ବୁଲିବାକୁ ଯାଇ ପାରନ୍ତି । ସନ୍ତାନ ମାନଙ୍କ ତରଫରୁ ଆପଣ ମାନସିକ ଚିନ୍ତା ରେ ରହିବେ । ତେଣୁ ନିଜର ସ୍ୱାସ୍ଥ୍ୟ ର ଯତ୍ନ ନିଅନ୍ତୁ । ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବ୍ୟବସାୟ କ୍ଷେତ୍ର ରେ ଆପଣ ସତର୍କତା ଅବଲମ୍ବନ କରନ୍ତୁ । ମହିଳା ମାନେ ଘର କାମରେ ନିଜକୁ ବ୍ୟସ୍ତ ରଖିବେ । ଘର ପରିବାର ରେ ବାତାବରଣ ହସ ଖୁଶିର ରହିବ ।

କନ୍ୟା ରାଶି : ଏହି ରାଶିର ଲୋକ ମାନେ ଜୀବନରେ କମ ପରିଶ୍ରମ କରି ଅଧିକ ସଫଳତା ହାସଲ କରିବେ । ଦାଂପତ୍ଯ ଜୀବନରେ ଆପଣ ଜୀବନ ସାଥି ଙ୍କ ସହ ଅଧିକ ସମୟ ବିତାଇବେ । ସାଙ୍ଗ ସାଥି ଙ୍କ ସହ ଆପଣଙ୍କର ସମ୍ପର୍କ ଭଲ ରହିବ । ଆପଣ କିଛି ନୂଆ ଖବର ଆଶା ରେ ଅପେକ୍ଷା ରେ ଥିବେ । କୌଣସି କ୍ଷେତ୍ର ରୁ ଅଚାନକ ଧନ ପ୍ରାପ୍ତ ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟ ରେ ସୁଧାର ଆସିବ । ଆଜି ଆପଣଙ୍କର ଆୟ ଅଧିକ ରହିବ । ଆପଣ କୌଣସି କ୍ଷେତ୍ର ରେ ଟଙ୍କା ନିବେଶ କରି ପାରିବେ । ଛାତ୍ର ମାନେ ପରିକ୍ଷା ରେ ସଫଳ ହେବାକୁ ହେଲେ କଠିନ ପରିଶ୍ରମ କରିବା ଉଚିତ ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କର ସବୁ ଇଚ୍ଛା ପୂରଣ ହେବେ । ଚାକିରି କ୍ଷେତ୍ର ରେ ଆପଣ ନୂଆ ପଦ ପାଇବେ । ସମାଜ ରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଯାହା ଦ୍ଵାରା ଆପଣ ପ୍ରଶଂସା ର ପାତ୍ର ହେବ । କୌଣସି ଖାସ ବ୍ୟକ୍ତି ଙ୍କ ତହରୁ ଆପଣ କିଛି ନୂଆ କଥା ଶିଖିବାକୁ ପାଇବେ । ଆଜି ଆପଣଙ୍କର ସ୍ୱାସ୍ଥ୍ୟ ଉପରେ କିଛି ଖରାପ ପ୍ରଭାବ ପଡିପାରେ । ତେଣୁ ନିଜର ଧ୍ୟାନ ରଖନ୍ତୁ । ଛାତ୍ର ମାନେ ଶିକ୍ଷା କ୍ଷେତ୍ର ରେ ଆଗରେ ରହିବେ ।

ବିଛା ରାଶି : ଏହି ରାଶିରଲୋକ ମାନେ ପରିବାର ଲୋକଙ୍କ ସହ ମାଙ୍ଗଳିକ କାର୍ଯ୍ୟ ରେ ଯୋଗ ଦେବେ । ପାରିବାରିକ ମାହୋଲ ଭଲ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ସଫଳତାର ଶୀର୍ଷ ରେ ପହଞ୍ଚି ପାରିବେ । ଅଧିକ କାମ ବାହାର ପଡିବା ଯୋଗୁ ଆମ ଶାରୀରିକ ଚାପ ଅନୁଭବ କରିବେ । ଭାଇ ଭଉଣୀ ଙ୍କ ସହଯୋଗ ଆପଣ ପାଇବେ । ଦାଂପତ୍ଯ ଜୀବନରେ ଜୀବନ ସାଥି ଙ୍କ ସହ ଆପଣଙ୍କର ଭଲ ସମୟ ରହିବ ।

ଧନୁ ରାଶି : ଏହି ରାଶିର ଲୋକ ମାନଙ୍କର ସ୍ମାୟ ଅନୁକୂଳ ରହିବ । ଆପଣଙ୍କ ମନରେ କିଛି ନୂଆ ଚିନ୍ତାଧାରା ଆସିବ । ଯାହାକୁ ଆପଣ କାର୍ଯ୍ୟକାରୀ କରିବେ । ସମାଜାରେ ଆପଣଙ୍କର ଯଶ ଓ ପ୍ରତିଷ୍ଠା ର ମାନ ବୃଦ୍ଧି ହେବ । ଅଫିସ ରେ ଆପଣ ବଡ ଅଧିକାରୀ ଓ ସହ କର୍ମୀ ମାନଙ୍କ ସହଯୋଗ ପାଇବେ । ଆପଣଙ୍କର ଅଟକି ଥିବା କାମ ପୁରା ହେବେ । ଶିକ୍ଷା କ୍ଷେତ୍ର ରେ ଛାତ୍ର ମାନେ ଆଗରେ ରହିବେ । କୌଣସି ପୁରୁଣା ବ୍ୟକ୍ତି ଙ୍କ ସହ ଆପଣଙ୍କର ଭେଟା ହୋଇପାରେ । ଯାହା ପାଇଁ ଆପଣଙ୍କ ମନ ପ୍ରସନ୍ନ ରହିବ । ଆପଣଙ୍କ ଘରକୁ ନୂଆ ଅତିଥି ଙ୍କ ଆଗମନ ହୋଇପାରେ । ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

ମକର ରାଶି : ଏହି ରାଶିର ଲୋକ ମାନେ ସନ୍ତାନ ମାନଙ୍କ ତରଫରୁ ଖୁସି ଖବର ପାଇଁ ଆନନ୍ଦ ଅନୁଭବ କରିବେ । ଆଜି ଆପଣ କର୍ମ କ୍ଷେତ୍ର ରେ ବ୍ୟସ୍ତ ରହିବେ । କୌଣସି କ୍ଷେତ୍ର ରୁ ଆପଣଙ୍କର ଧନ ପ୍ରାପ୍ତ ହେବ । ମହିଳା ମାନେ ନିଜ ପାଇଁ ନୂଆ ଉପହାର କିଣିବେ । ଆଜି ଆପଣଙ୍କର ଆୟ ଅଧିକ ରହିବ । ବ୍ୟବସାୟ କ୍ଷେତ୍ର ରେ ଆପଣ ଲାଭବାନ ହେବା ସହ ନୂଆ ନିବେଶ କରିବେ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ଯାହା ଫଳରେ ଆପଣ ଜୀବନର ପ୍ରତେକ ଟି କ୍ଷେତ୍ର ରେ ବିଜୟ ଲାଭ କରିବେ । ଆପଣ ବିଦେଶକୁ ଯାତ୍ରା କରି ପାରନ୍ତି ।

କୁମ୍ଭ ରାଶି : ଆଜି ଆପଣଙ୍କୁ ସାଙ୍ଗ ସାଥି ଓ ସମ୍ପର୍ତ୍କୀୟ ଙ୍କ ଠାରୁ ସହାୟତା ମିଳିପାରେ । ଆପଣଙ୍କର ଅଟକି ଥିବା କାମ ପୁରା ହେବ । ପରିବାର ରେ ହସ ଖୁଶିର ବାତାବରଣ ରହିବ । ଚାକିରି କ୍ଷେତ୍ର ରେ ଅପାଙ୍କର ପ୍ରମୋଶନ ହୋଇପାରେ । ଆପଣ ନିଜର ବଚନ ଉପରେ କାବୁ ରଖି ଅନ୍ୟ ସହ ଆଲୋଚନା କରନ୍ତୁ । ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗ୍ରହ ପ୍ରକାଶ କରିବେ । ଆପଣଙ୍କର ସ୍ଵଥ୍ୟ ଉତ୍ତମ ରହିବ । ସନ୍ତାନ ମାନଙ୍କ ତରଫରୁ ଆପଣ ଖୁସି ଖବର ଶୁଣିବାକୁ ପାଇବେ । ସମାଜ ରେ ଆପଣଙ୍କର ପ୍ରଶଂସା ବୃଦ୍ଧି ହେବ ଯାହା ଦ୍ଵାରା ଅନ୍ୟ ମାନେ ଅପଣାଙ୍କର ପ୍ରେରଣା ପାଇବେ ।

ମୀନ ରାଶି : ଏହି ରାଶିର ଲୋକ ମାନଙ୍କର କୌଣସି କ୍ଷେତ୍ର ରୁ ଧନ ଲାଭ ହେବ । ପରିବାର ରେ ମାଙ୍ଗଳିକ କାର୍ଯ୍ୟ ର ଶୁଭାରମ୍ଭ ହୋଇପାରେ । ଆଜି ଆପଣ କାମକୁ ନେଇ ବ୍ୟସ୍ତ ରହିବେ । ଚାକିରି କ୍ଷେତ୍ର ରେ ଆପଣଙ୍କର ସାଲାରି ବୃଦ୍ଧି ହେବ । ଯେଉଁ ମାନଙ୍କର ବିବାହ ହେଉ ନ ଥିବ ସେମାନଙ୍କର ବିବାହ ଯୋଗ ରହିଛି । ଗୁରୁଜନ ଓ ସମ୍ପର୍କଅୟ ଙ୍କ ସହ ଆପଣଙ୍କର ଭଲ ସମ୍ପର୍କ ରହିବ । ସାଙ୍ଗ ସାଥି ଙ୍କ ଗହଣରେ ଆପଣ ସମୟ କାଟିବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।