ସାମ୍ନାକୁ ଆସିଲା Gopal ର ଭୟଙ୍କର ଚେହେରା ! ସ୍ୱାସ୍ଥ୍ୟ ମନ୍ତ୍ରୀ Naba Das ଙ୍କୁ ଏମିତି କରିଥିଲା ଗୁ-ଳି, ଦେଖନ୍ତୁ ଦୃଶ୍ୟ ଛାତି ଥରିଯିବ

ମନ୍ତ୍ରୀ ନାବ ଦାସଙ୍କ ହ-ତ୍ୟା ମାମଲାକୁ ନେଇ ଗୋପାଳର ଏକ ନୂଆ ଫଟୋ ଏବେ ସାମ୍ନାକୁ ଆସିଛି । ଯାହାକି ସୋ-ସି-ଆ-ଲ ମି-ଡି-ଆ-ରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ ଗୋପାଳ ଦାସ ମନ୍ତ୍ରୀ ନବ ଦାସଙ୍କୁ gulee ମା-ରି-ବା-ର ବେଳର ଦୃଶ୍ୟ କଏଦ ହୋଇଛି । ଆଉ ଏଥିରେ ଗୋପାଳର ଭେଶ ଦେଖିଲେ ଆପଣ ବି ଭୟଭୀତ ହୋଇପଡିବେ । ଏହି ଫଟୋରେ ଆପଣ ଦେଖି ପାରୁଥିବେ କି ଗୋପାଳ ଦୁଇହାତରେ କେମିତି bandhuk ଜାବୁଡି ଧରି ଛାତି ଉଚ୍ଚରେ ଉପରକୁ ଟେକି ଦୁଇ ହାତରେ ଜୋର ମୁଠେଇ ଧରିଛି ।

ଫଟୋ ଦେଖି ଆପଣ ଜାଣି ପାରୁଥିବେ କି, ବନ୍ଧୁକର ଟ୍ରିଗର ଦବେଇବା ବେଳେ ଗୋପାଳର ହାତ ଓ ବେକ ଶିର କେତେ ଜୋରରେ ଟାଣି ହୋଇଛି । ଏତେ ଟାଣ କରି ସେ bandhuk-କୁ ଧରିଛି ଯେ ତା’ ବେକାର ଶିରାପ୍ରଶିରା ଆଦି ବାହାରି ପଡିଛି । ଗୋପାଳ ମୁହଁର ମାଂସପେଶୀ ବୟାନ କରୁଛି ତା’ର ନିର୍ବିକତାର ଭାବନା । ମନ ଭିତରେ ଏକ ପ୍ରକାର ନିଆଁ ହୁ ହୁ ହୋଇ ଜଳୁଛି ଆଉ ମନରେ ଗୋଟିଏ ଲକ୍ଷ୍ୟ ଯେମିତି ବି ହେଉ ସେ ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ gulee କରି ମାରିବ ।

ଆଜ୍ଞା ହଁ, ଏହା ହେଉଛି ସେହି ଦିନର ଫଟୋ ଯେଉଁ ଦିନ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ gulee କରି ହ-ତ୍ୟା କରିଥିଲା ଗୋପାଳ ଦାସ । ଗୋପାଳ ଏବେ ଚୌଦ୍ଵାର ଜେଲରେ ବେଶ ନିର୍ଭୟରେ ଦିନ କାଟୁଛି ଓ ସେଠାରେ ତା’ ମାନସିକ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ନଜର ରଖିଛନ୍ତି ଜେଲ କତ୍ତୃପକ୍ଷ ।

ଏତିକି ବେଳେ ଗୋପାଳର ଏହି ନୂଆ ଫଟୋ ଟି ସୋ-ସି-ଆ-ଲ ମି-ଡି-ଆ-ରେ ପ୍ରବଳ ବେଗରେ ଭାଇରାଲ ହେବାରେ ଲାଗିଛି । ହ-ତ୍ୟା-କା-ଣ୍ଡ ପରେ କିଛି ଲୋକ କହୁଥିଲେ ଗୋପାଳ ନବ ଦାସଙ୍କୁ gulee ମା-ରି-ବା-ର କିଛି ଫଟୋ ଓ ଭିଡିଓ ତ କାଇଁ ସାମ୍ନାକୁ ଆସିନି । ଏତିକି ବେଳେ ଏଭଳି କହୁଥିବା ସମସ୍ତଙ୍କ ମୁହଁ ଚୁପ୍ କରି ଦେଉଛି ଗୋପାଳର ଏହି ଫଟୋ । ନବ ଦାସଙ୍କ ଅତି ପାଖରୁ ଠିଆ ହୋଇ ତାଙ୍କୁ ଗୋପାଳ ନିଜେ gulee ମା-ରି-ବା-ର ଦୃଶ୍ୟ ଏବେ ସ୍ପଷ୍ଟ ହୋଇସାରିଛି ।

କ୍ରା-ଇ-ମ-ବ୍ରା-ଞ୍ଚ ତଦନ୍ତ ଶେଷ କରି ସାରିଥିବା ବେଳେ ମିଳିଥିବା ତଥ୍ୟକୁ ଏବେ ଅନୁସନ୍ଧାନ କରୁଛି । ତେବେ ଦେଖାଯାଉ ଆଗକୁ ଗୋପାଳକୁ ନେଇ କେଉଁ ବିଚାର ଶୁଣାଉଛନ୍ତି କୋର୍ଟ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।