କିଏ ନେବ ସାହାରୁଖ ଖାନଙ୍କ ଯାଗା, ସୁହାନା ନା ଆର୍ୟନ

ସୁହାନା ଖାନ ଏବଂ ଆର୍ୟନ ଖାନ ଦୁହେଁ ବଲିଉଡ ର ସୁପରଷ୍ଟାର ସାରୁଖ ଖାନ ଙ୍କ ପିଲା ଅଟନ୍ତି । ସୁହାନା ଏବଂ ଆର୍ୟନ ଙ୍କ ପିତା ଯେହେତୁ ଏତେ ପ୍ରସିଦ୍ଧ ତେଣୁ ଦୁଇଜଣ ଛୁଆ ଙ୍କ ଉପରେ ଏବେ ପ୍ରେସର ଅଛି କି ସେ ତାଙ୍କ ପିତା ଙ୍କ ପରିଚୟରେ ନୁହେଁ ବରଂ କେମିତି ନିଜର ପରିଚୟ ସୃଷ୍ଟି କରିବେ । ତେବେ ସୁହାନା ଏବଂ ଆର୍ୟନ ଙ୍କ ଭିତରୁ କିଏ ସେ ଯିଏ ସାରୁଖ ଖାନ ଙ୍କ ପରେ ତାଙ୍କ ଗାଦି ରେ ବସିବ । ଏବଂ ବଲିଉଡ ର ସୁପରଷ୍ଟାର ହେବ । ଏହି କଥାର ଉତ୍ତର କେବଳ ଜନତା ହିଁ ଦେଇପାରିବେ କି ସାରୁଖ ଙ୍କ ଯାହା ବଲିଉଡ ରେ କିଏ ନେଇପାରିବ ।

ତେଣୁ ଗୋଟେ ଚ୍ୟାନେଲ ବାଲା ଏହି ପ୍ରଶ୍ନ ଦେଇଥିଲେ କି ସାରୁଖ ଙ୍କ ପରେ ବଲିଉଡ ର ସୁପରଷ୍ଟାର ଜାଗା କିଏ ନେଇପାରିବ ଉତ୍ତର ରେ ଥିଲା ସୁହାନା, ଆର୍ୟନ, ଆରବ । ଆରବ ବର୍ତମାନ ବହୁତ ଛୋଟ ଅଛନ୍ତି ତେଣୁ ସୁହାନା ଏବଂ ଆର୍ୟନ ଙ୍କ ଭିତରୁ ଜନତା ସୁହାନା ଙ୍କୁ ୧୬% ଭୋଟ ଏବଂ ଆର୍ୟନ ଙ୍କୁ ୬୭% ଭୋଟ ମିଳିଛି । ମାନେ ଜନତା ଙ୍କ ଅନୁସାରେ ଆର୍ୟନ ଖାନ ଅଟନ୍ତି ଯିଏ ସାରୁଖ ଙ୍କ ପରେ ତାଙ୍କ ଜାଗା ନେବେ ।

ସାରୁଖ ଙ୍କ ପୁଅ ଆର୍ୟନ ଙ୍କ ବଲିଉଡ ଦେବ୍ୟୁ ର ଚର୍ଚ୍ଚା ଶୁଣିବାକୁ ମିଳିଥାଏ । ଲୋକ ଅପେକ୍ଷା କରିଛନ୍ତି କି କେବେ କିଂ ଖାନ ଙ୍କ ପୁଅ ମଧ୍ୟ ଆକ୍ଟିଂ ରେ ଯୋଗ ଦେବ । ସାରୁଖ ଖାନ ବହୁତ ଥର କହିଛନ୍ତି କି ଆର୍ୟନ ଫିଲ୍ମ ରେ କାମ କରିବାକୁ ଚାହୁଁନାହାଁନ୍ତି । କାରଣ ସେ ଫିଲ୍ମ ତିଆରି କରିବାକୁ ଇଛା ରଖିଛନ୍ତି ଏବଂ ସେ ଏଥି ପାଇଁ ଆମେରିକା ରେ ଫିଲ୍ମ ତିଆରି କରିବାର ପାଠ ପଢୁଛନ୍ତି ।

ସାରୁଖ ଏହା ମଧ୍ୟ କହିଥିଲେ କି ଆର୍ୟନ ତାଙ୍କୁ ଥରେ କହିଥିଲେ କି ସେ ଆକ୍ଟିଂ କରିବାକୁ ଚାହୁଁନାହାଁନ୍ତି କାରଣ ଏହା ଦ୍ଵାରା ତାଙ୍କର ତୁଳନା ସବୁବେଳେ ତାଙ୍କ ପିତା ଙ୍କ ସହିତ ହେବ । ଆର୍ୟନ ଖାନ ନିଜ ପିତା ସାରୁଖ ଙ୍କ ସହିତ ଲାୟନ କିଙ୍ଗ ରେ ଡବିଂ କରିସାରିଛନ୍ତି । ସୁହାନା ବର୍ତମାନ ଲଣ୍ଡନ ରେ ନିଜର ପାଠପଢା ଶେଷ କରିସାରିଛନ୍ତି । ବର୍ତମାନ ରେ ମୁମ୍ବାଇ ରେ ଅଛନ୍ତି କିନ୍ତୁ ସୁହାନା ବଲିଉଡ ରେ ଗ୍ରାଣ୍ଡ ଡେବ୍ୟୂ କରିବାକୁ ଚାହୁଁଛନ୍ତି ।

ସେଥିପାଇଁ ସେ ପିତା ସାରୁଖ ଙ୍କ ଠାରୁ ଅଭିନୟର ଟିପ୍ସ ମଧ୍ୟ ନିଅନ୍ତି । ସୁହାନା ସଟ ଫିଲ୍ମ ଦ ଗ୍ରେ ପାର୍ଟ ଅଫ ବ୍ଲୁ ରେ ନଜର ଆସିଥିଲେ । ସୁହାନା ନିଜ ସ୍କୁଲ କଲେଜ ରେ ନିଜର ଅଭିନୟ ର ଝଲକ ଦେଖାଇସାରିଛନ୍ତି କିନ୍ତୁ ଏବେ ସେ ବଲିଉଡ ରେ ଦେଖାଯିବ ।

ସୁହାନା ଏବଂ ଆର୍ୟନ ଦୁହେଁ ନିଜ ନିଜ ସ୍ତରରେ ନିଜ ବଳରେ କିଛି କରିବାକୁ ଚାହୁଁଛନ୍ତି । ଦୁହିନ ଙ୍କ ରାସ୍ତା ଅଲଗା ହୋଇଥାଇପାରେ କିନ୍ତୁ ଲକ୍ଷ ଗୋଟେ ବଲିଉଡ ଇଣ୍ଡଷ୍ଟ୍ରି ରେ ନିଜର ପରିଚୟ ସୃଷ୍ଟି କରିବା । ତେବେ ବର୍ତମାନ ଏହା ଦେଖିବା ବାକି ରହିଛି କି ସୁହାନା ଏବଂ ଆର୍ୟନ ଙ୍କ ଭିତରୁ କିଏ ସାରୁଖ ଙ୍କ ଜାଗା ନେବ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।