ସାମନ୍ନାକୁ ଆସିଲା ବିଦ୍ୟାଶ୍ରୀଙ୍କ ଅସଲି ପରିଚୟ

ବର୍ତ୍ତମାନ ଚାରିଆଡେ କେବଳ ଆଦିତ୍ୟ ଦାସଙ୍କୁ ନେଇ ଚର୍ଚା ଚାଲିଛି । ଏମିତିରେ ସବୁଦିନ ତାଙ୍କର ଆତ୍ମହତ୍ୟା ମାମଲାକୁ ନେଇ ଏକ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । କହିବାକୁ ଗଲେ ବିଦ୍ୟାଶ୍ରୀ ଯିଏକି ଆଦିତ୍ୟ ଦାସଙ୍କ ପତ୍ନୀ ଅଟନ୍ତି ସେ ବର୍ତ୍ତମାନ ମିଡିଆରେ ବହୁତ ଚର୍ଚିତ ବିଷୟ ହୋଇ ଯାଇଛନ୍ତି । ଏମିତିରେ ଲୋକମାନେ ଆଦିତ୍ୟ ଦାସଙ୍କ ପତ୍ନୀ ବିଦ୍ୟାଶ୍ରୀଙ୍କ ବିଷୟରେ ଜାଣିବା ପାଇଁ ଉତ୍ସାହିତ ଅଛନ୍ତି । କିନ୍ତୁ ଏହି ସବୁ ମଧ୍ୟରେ ବିଦ୍ୟାଶ୍ରୀ କିଛି ଫଟୋ ଭାଇରାଲ ହେଉଛି ।

ଯେଉଁଥିରେ ସେ କିଛି ଓଡିଆ ଇଣ୍ଡଷ୍ଟ୍ରିର ଷ୍ଟାରମାନଙ୍କ ସହ ନଜର ଆସୁଛନ୍ତି । ଏମିତିରେ କିଛି ଲୋକମାନେ ଏହି ଫଟୋକୁ ନେଇ ବିଭିନ୍ନ ପ୍ରକାରର ଗୁଜବ ସୃଷ୍ଟି କରୁଛନ୍ତି ।

ଏହା ସହିତ ଆଦିତ୍ୟ ଦାସଙ୍କ ମୃତ୍ୟୁ ପଛରେ ବିଦ୍ୟାଶ୍ରୀଙ୍କ ହାତ ଅଛି ବୋଲି ବି ଗୁଜବ ସୃଷ୍ଟି କରୁଛନ୍ତି । ଆଜି ଆମେ ଆପଣଙ୍କୁ ବିଦ୍ୟାଶ୍ରୀଙ୍କ ବିଷୟରେ ଓ ଏହି ଫଟୋ ପଛରେ ଥିବା ଅସଲ ରହସ୍ୟ ବିଷୟରେ କହିବାକୁ ଯାଉଛୁ ।

ବିଦ୍ୟାଶ୍ରୀ ଦାସ ହେଉଛନ୍ତି ମାନବ ପ୍ରେମୀ ଆଦିତ୍ୟ ଦାସଙ୍କ ପତ୍ନୀ ଅଟନ୍ତି । କିନ୍ତୁ ଆପଣଙ୍କୁ କହିଦେଉଛୁ କି ବିଦ୍ୟାଶ୍ରୀ ଜଣେ ଓଡିଆ ଟିଭି ଇଣ୍ଡସ୍ତ୍ରୀର ଅଭିନେତ୍ରୀ ଅଟନ୍ତି । ତରଂଗ ଚ୍ୟାନେଲରେ ପ୍ରସାରିତ ଦୂର୍ଗା ସିରିୟଲରେ ବିଦ୍ୟାଶ୍ରୀ ନଜର ଆସିସାରିଛନ୍ତି । ଏହା ଛଡା ସେ ବହୁତ ରିୟାଲିଟି ଶୋ ଓ ଟିଭି ଶୋ ଗୁଡିକରେ ବି କାମ କରିଛନ୍ତି । ଏହା ସହିତ ସେ କିଛି ଫିଲ୍ମି କଳାକାରଙ୍କ ସହ ବି କାମ କରିଛନ୍ତି ।

ଏମିତିରେ ବିଦ୍ୟାଶ୍ରୀ ଓଲିଉଡର ପ୍ରାୟତଃ ସବୁ ଅଭିନେତା ଓ ଅଭିନେତ୍ରୀଙ୍କ ସହ ଫଟୋ ଉଠାଇଛନ୍ତି । ଏମିତିରେ ଯେତେବେଳେ ଆଦିତ୍ୟ ଦାସଙ୍କ ଆତ୍ମହତ୍ୟା ମାମଲା ଭାଇରାଲ ହୋଇଗଲା ତେବେ ସମସ୍ତେ ବିଦ୍ୟାଶ୍ରୀଙ୍କୁ ଜାଣିବାକୁ ଚେଷ୍ଟା କରିଲେ ଓ ଧୀରେ ଧୀରେ ତାଙ୍କର କିଛି ଫଟୋ ବି ଭାଇରାଲ ହେବାକୁ ଲାଗିଲା ।

ବିଦ୍ୟାଶ୍ରୀ ଶ୍ରୀତମ ଦାସ, ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅପରାଜିତା ମହାନ୍ତିଙ୍କ ଭଳି ବହୁତ ସେଲିବ୍ରେତିଙ୍କ ସହ ଫଟୋ ଉଠାଇଛନ୍ତି ଓ ସେ ସେହି ଫଟୋ ଗୁଡିକ ସୋସିଆଲ ମିଡିଆରେ ଶେୟାର ବି କରିଥିଲେ । କିନ୍ତୁ ବର୍ତ୍ତମାନ ସମୟରେ ସେହି ଫଟୋ ଗୁଡିକ ବହୁତ ଭାଇରାଲ ହେଉଛି ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।