ସାଧାରଣ ଝିଅ ଭଳି ଦେଖା ଯାଉଥିଲେ ଟିଭିର ଏହି ପ୍ରସିଦ୍ଧ ଅଭିନେତ୍ରୀମାନେ, ଷ୍ଟାର ହେବା ମାତ୍ରେ ହିଁ ବଦଳିଗଲା ପୁରା ଲୁକ, ଦେଖନ୍ତୁ

ଟିଭି ଉପରେ ବୋହୁ – ଝିଅର ରୋଲ କରୁଥିବା ଅଭିନେତ୍ରୀମାନେ ଯେତେ ସିଧା – ସାଧା ନଜର ଆସିଥାନ୍ତି ଅସଲ ଜୀବନରେ ସେମାନେ ସେତିକି ହିଁ ଅଧିକ ବୋଲ୍ଡ ଓ ଗ୍ଲୈମରସ ଅଟନ୍ତି । ଟିଭି ଉପରେ ସଂସ୍କାରୀ ବୋହୁ, ଝିଅର ଅଭିନୟ କରି ଏହି ଅଭିନେତ୍ରୀମାନେ ଲୋକପ୍ରିୟତା ପାଇ ସାରିଛନ୍ତି ଓ ଆଜି ଘର ଘରେ ସମସ୍ତେ ସେମାନଙ୍କୁ ଚିହ୍ନିଛନ୍ତି ।

ବର୍ତ୍ତମାନ ଏହି ଅଭିନେତ୍ରୀମାନେ ଏତେ ଗର୍ଜିୟସ ଦେଖା ଯାଉଛନ୍ତି କିନ୍ତୁ ପ୍ରସିଦ୍ଧ ହେବ ପୂର୍ବରୁ ଏମାନେ ପୁରା ସାଧାରଣ ଦେଖା ଯାଉଥିଲେ । ଫେମସ ହେବା ପରେ ଏମାନଙ୍କର ଲୁକ ପୂରାପୂରି ବଦଳି ଗଲା । ଏହି ପୋସ୍ଟରେ ଆମେ ଆପଣଙ୍କୁ ଟେଲିଭିଜନ ଇଣ୍ଡଷ୍ଟ୍ରିର ଏହିଭଳି କିଛି ପ୍ରସିଦ୍ଧ ଅଭିନେତ୍ରୀଙ୍କର ଫଟୋ ଦେଖାଇବାକୁ ଯାଉଛୁ ।

ସୃତି ଝା

ସୃତି ଝାଙ୍କୁ ଲୋକପ୍ରିୟତା ଲାଇଫ ଓକେର ପ୍ରସିଦ୍ଧ ସିରିୟଲ ‘ସୌଭାଗ୍ୟବତୀ ଭବ’ରୁ ମିଳିଥିଲା । ଏହା ପରେ ସେ ଜୀଟୀବୀର ଶୋ ‘କୁଂଡଲୀ ଭାଗ୍ୟ’ରେ ନଜର ଆସିଲେ । ଏହି ଶୋରେ ଦର୍ଶକମାନେ ତାଙ୍କର ବହୁତ ପ୍ରଶଂସା ବି କରିଲେ । ସୃତି ଝା ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ଅଟନ୍ତି । ପୂର୍ବରୁ ବି ସେ ସୁନ୍ଦର ଦେଖା ଯାଉଥିଲେ କିନ୍ତୁ ଫେମସ ହେବା ପରେ ତାଙ୍କର ଲୁକ ପୂରାପୂରି ବଦଳି ଗଲା ।

ସାରା ଖାନ

ସାରା ଖାନ ଛୋଟ ପରଦାର ଜଣେ ଜଣା ଶୁଣା ଅଭିନେତ୍ରୀ ଅଟନ୍ତି । ସୀରିୟଲ ‘ବିଦାଈ’ରେ ତାଙ୍କ ଦ୍ଵାରା କରା ଯାଇଥିବା କିରଦାର ଦ୍ଵାରା ସେ ଘରେ ଘରେ ଫେମସ ହୋଇଯାଇ ଥିଲେ । ସିରିୟଲରେ ସାଧା ସିଧା ଦେଖା ଯାଉଥିବା ସାରା ଅସଲ ଜୀବନରେ ବହୁତ ବୋଲ୍ଡ ଅଟନ୍ତି । କିନ୍ତୁ ପ୍ରଥମ ସେ ଏକ ସାଧାରଣ ଯୁବତୀ ଥିଲେ ଫେମସ ହେବା ପରେ ତାଙ୍କର ଲୁକ ପୂରାପୂରି ବଦଳିଗଲା ।

ଜେନିଫର ୱିଂଗେଟ

ଜେନିଫର ୱିଂଗେଟ ଛୋଟ ପରଦାର ସବୁଠୁ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ତାଙ୍କ ଶୋ ‘ବେହଦ’ ବହୁତ ହିଟ ହୋଇଥିଲା । ବର୍ତ୍ତମାନ ସେ ‘ବେପନାହ’ରେ ନଜର ଆସୁଛନ୍ତି । ଆପଣଙ୍କୁ କହିଦେଉଛୁ ଯେ ଜେନିଫର ଟିଭି ଇଣ୍ଡଷ୍ଟ୍ରିର ହାଈଏସ୍ଟ ପେଡ ଅଭିନେତ୍ରୀ ଅଟନ୍ତି । ସେ ଆଜି ବହୁତ ସ୍ଟାଇଲିଶ ଓ ଗ୍ଲୈମରସ ନଜର ଆସୁଛନ୍ତି । କିନ୍ତୁ ଲୋକପ୍ରିୟତା ହେବା ପୂର୍ବରୁ ସେ ବି ଏକ ସାଧାରଣ ଯୁବତୀ ଭଳି ଦେଖା ଯାଉଥିଲେ ।

ମୌନୀ ରୟ

ମୌନୀ ରୟଙ୍କର ନାମ ବି ଟିଭି ଇଣ୍ଡଷ୍ଟ୍ରିର ସବୁଠୁ ପ୍ରସିଦ୍ଧ ଅଭିନେତ୍ରୀଙ୍କ ମଧ୍ୟରେ ସାମିଲ ଅଛି । ସିରିୟଲ ନାଗିନରେ ମୌନୀଙ୍କର ନାଗିନା ବାଲା ଅନ୍ଦାଜ ଲୋକମାନଙ୍କୁ ଖୁବ ପସନ୍ଦ ଆସିଥିଲା । ମୌନୀ ବର୍ତ୍ତମାନ ବଲୀଉଡରେ ରେ ବି କାମ କରୁଛନ୍ତି । ଆଜି ସେ ବହୁତ ହଟ ନଜର ଆସୁଛନ୍ତି କିନ୍ତୁ ଫଟୋରେ ଆପଣ ଦେଖି ପାରିବେ କି ସେ କେତେ ସାଧାରଣ ଥିଲେ ।

ଦିୱ୍ଯାଂକା ତ୍ରିପାଠୀ

ଦିୱ୍ଯାଂକା ତ୍ରିପାଠୀ ଷ୍ଟାର ପ୍ଲସର ଶୋ ‘ୟେ ହୈ ମୋହବ୍ବତେଂ’ରେ ଇଶିତାର କିରଦାର କରୁଛନ୍ତି । ଆଜି ତାଙ୍କର ଫ୍ୟାନ ଫୋଲିଙ୍ଗ କୌଣସି ବଲୀଉଡ ଷ୍ଟାର ଠାରୁ କମ ନୁହେଁ । ଦିୱ୍ଯାଂକା ଆଜି ଟିଭି ଇଣ୍ଡଷ୍ଟ୍ରିର ଏକ ଜଣା ଶୁଣା ଚେହେରା ଅଟନ୍ତି । କହିବାକୁ ଗଲେ ସୁନ୍ଦର ତ ସେ ପୂର୍ବରୁ ଥିଲେ କିନ୍ତୁ ଫେମସ ହେବା ପରେ ତାଙ୍କର ଲୁକ ଆହୁରି ବଦଳି ଗଲା ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।