ମୁମ୍ବାଇର ‘ତାଜ ହୋଟେଲ’ରେ କାମ କରୁଥିବା ୱେଟରଙ୍କର ସ୍ୟାଲେରୀ ଜାଣିଲେ ଆପଣ ବିଶ୍ବାସ କରି ପାରିବେନି

କୁହନ୍ତି କି ଦୁନିଆରେ କୌଣସି କାମ ଛୋଟ କିମ୍ବା ବଡ ହୋଇ ନ ଥାଏ । ଆପଣ ଯେ କୌଣସି ବି ଫିଲ୍ଡରେ ଥାନ୍ତୁ ଯଦି ସେଥିରେ ଆପଣ ମହାରଥ ହାସଲ କରି ନେଉଛନ୍ତି ଓ ସର୍ବଦା ଟପ ପୋଜିସନରେ ଯିବା ପାଇଁ ଚେଷ୍ଟା କରୁଛନ୍ତି ତେବେ ଆପଣ ଏକ ସଫଳ ଓ ଧନୀ ବ୍ୟକ୍ତି ହୋଇ ପାରିବେ । ଟଙ୍କା ଏକ ଏମିତି ଅଟେ ଯାହା ସମସ୍ତ କ୍ଷେତ୍ରରେ ହୋଇଥାଏ ।

କେବଳ ଆପଣଙ୍କୁ ସେହି ଟଙ୍କାକୁ ସଠିକ ଉପରେ ଆୟ କରିବାର ଅଛି । ଯଦି ଆପଣ କୌଣସି ହୋଟେଲରେ କାମ କରୁଛନ୍ତି ତେବେ ପରିବାର ଓ ସମାଜରେ କେତେକ ଲୋକମାନେ ଆପଣଙ୍କ ଉପରେ ହସିଥାନ୍ତି । କିନ୍ତୁ ଏହି ଫିଲ୍ଡରେ ଆପଣଙ୍କ ଉପରେ ହସୁଥିବା ଲୋକମାନେ ଠାରୁ ଆପଣ ବହୁତ ଅଧିକ ଟଙ୍କା ଆୟ କରି ପାରିବେ । ଏମିତିରେ ୱେଟର କଥା କହିଲେ ତେବେ ତାଜ ହୋଟେଲରେ କାମ କରୁଥିବା ଏହି ୱେଟରଙ୍କର ମାସିକ ଆୟ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

ମୁମ୍ବାଇ ଏକ ଏମିତି ସହର ଅଟେ ଯେଉଁଠି ସବୁଦିନ ହଜାର ହଜାର ଲୋକମାନେ ନିଜ ଆଖିରେ ସ୍ଵପ୍ନ ସଜାଇ ଏଠି ଆସିଥାନ୍ତି । ସେଥିପାଇଁ ମୁମ୍ବାଇକୁ ସ୍ଵପ୍ନର ନଗରି କୁହାଯାଏ । ଆଜି ଆମେ କଥାବାର୍ତ୍ତା କରିବୁ ମୁମ୍ବାଇ ସହରର ସବୁଠୁ ଧନୀ ହୋଟେଲ ‘ତାଜ ହୋଟେଲ’ ବିଷୟରେ । ତାଜ ହୋଟେଲ ମୁମ୍ବାଇର ସବୁଠୁ ଫେମସ ହୋଟେଲ ଅଟେ । ଏହାର ନାମ କେବଳ ମୁମ୍ବାଇରେ ନୁହେଁ ଦେଶ ବିଦେଶରେ ବି ଏହାର ନାମ ଚାଲିଥାଏ । କେତେକ ବଡ ବଡ ହସ୍ତୀମାନେ ଏଠି ଆସି ରହିଥାନ୍ତି, ଖାଇବାକୁ ଆସନ୍ତି ଓ ଏନଜୟ ବି କରନ୍ତି ।

ଗୋଟିଏ ପଟେ ଏହି ହୋଟେଲକୁ ସବୁଠୁ ଧନୀ ହୋଟେଲ ବି କୁହାଯାଏ । ଏଠି ମିଳୁଥିବା ଜିନିଷର ଦାମ ସାମାନ୍ୟ ହୋଟେଲର ଦାମ ଠାରୁ ବହୁତ ଗୁଣା ଅଧିକ ଅଟେ । ଏଠି ରହିବା ପାଇଁ ଲୋକମାନେ ଦିନକୁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରିଥାନ୍ତି । ତେବ ଏଠି କାମ କରୁଥିବା ଲୋକମାନଙ୍କର ସ୍ୟାଲେରୀ ବି ଭଲ ହୋଇଥିବ ।

ତାଜ ହୋଟେଲରେ କାମ କରୁଥିବା ୱେଟରଙ୍କ ମଧ୍ୟରେ ବିଭିନ୍ନ ପ୍ରତିଭା ବି ଥାଏ । ଯେମିତି କି ଏଜୁକେଶନ, କମ୍ଯୁନିକେଶନ ସ୍କିଲ୍ସ, ଅଂଗ୍ରେଜୀ, ନେଚର ଇତ୍ୟାଦି । ପୁଣି ବିଭିନ୍ନ ପ୍ରକାରର ଇଣ୍ଟରଭିୟୁ ବି ହୋଇଥାଏ । ଯାହା ପରେ ଆପଣଙ୍କୁ ଏହି ଆଲିଶାନ ହୋଟଲରେ ୱେଟରର ଚାକିରି କରିବାକୁ ଚାନ୍ସ ମିଳିଥାଏ । ଏହି ହୋଟେଲରେ କାମ କରିବାର ସ୍ଵପ୍ନ ବହୁତ ଲୋକମାନେ ଦେଖିଥାନ୍ତି । ଏହାର ସବୁଠୁ ବଡ କାରଣ ଏହା ଅଟେ କି ଏଠି ମିଳୁଥିବା ମୋଟା ସ୍ୟାଲେରୀ ହୋଇଥାଏ ।

ଏହା ଅଟେ ତାଜ ହୋଟେଲରେ କାମ କରୁଥିବା ୱେଟରମାନଙ୍କର ସ୍ୟାଲେରୀ

ତାଜ ହୋଟେଲରେ କାମ କରୁଥିବା ୱେଟରଙ୍କର ସ୍ୟାଲେରୀ ୧ ଲକ୍ଷ ୩୦ ହଜାର ରୁ ନେଇ ୧ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସ୍ୟାଲେରୀ ହୋଇଥାଏ । ଏତେ ଟଙ୍କା କେତେକ ଲୋକମାନଙ୍କୁ ବଡ ବଡ ଡିଗ୍ରୀ ନେବା ପରେ ବି ଆୟ କରି ପାରନ୍ତି ନାହିଁ । ଯେଉଁଠି ଏଠିକାର ୱେଟରମାନେ ଆୟ କରିଥାନ୍ତି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।