ସମାଲୋଚକଙ୍କ ମୁହଁ ବନ୍ଦ୍ କଲେ ନେହା , ନାଚିକି ନୁହେଁ ଶୁଦ୍ଧ ମନରେ ରୋଷେଇ କରୁଛି ବୋଲି କହିଲେ ନେହା ।

ଦର୍ଶକ ବନ୍ଧୁ ଏବେ ଚାରି ଆଡେ ଖାଲି ଗୋଟେ ହିଁ ଚର୍ଚ୍ଚା ନେହା ଓ ରଶ୍ମିତାଙ୍କର ଖାଇବାକୁ ନେଇ । ଦୁଇ ଯା ମିଶି ଏତେ ଟେଷ୍ଟି ଖାଇବା ପ୍ରସ୍ତୁତ କରୁଛନ୍ତି ତାହା ବି ପୁଣି କମ ତେଲ ମସାଲା ରେ । ଯାହା ଲୋକ ମାନଙ୍କୁ ବହୁତେ ଟେଷ୍ଟି ଲାଗୁଛି । ଖାଲି ଏତିକି ନୁହେଁ ଖାଇବା ସୁଲଭ ମୂଲ୍ଯରେ ମଧ୍ୟ ଦେଉଛନ୍ତି ଏହି ଦୁଇ ଯା । ଦୁଇ ଜଣ ଶିକ୍ଷିତା ହୋଇ ମଧ୍ୟ ଲୋକ ମାନାଙ୍କ ପାଇଁ ଖାଇବା ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଆଉ ଏହାରି ମଧ୍ୟରେ ନେହା କୁ କେହି ଜଣେ ସେକ୍ସି କହି କମେଣ୍ଟ ଦେଇଛନ୍ତି ଯାହାର ଜବାବ ରଖିଛନ୍ତି ଗଣମାଧ୍ୟମରେ ନେହା ।

ନେହା କହିଛନ୍ତି ଯେ “ଲାଇଫ ରେ କୌଣସି ବି ମଣିଷ ଆଗକୁ ବଢିବାକୁ ଚାହୁଁ ଥିଲେ ମଧ୍ୟ ଅନେକ ଲୋକ ଅଛନ୍ତି ଯେଉଁ ମାନେ ତାଙ୍କୁ ତଳକୁ ଖସାଇବାକୁ ଚେଷ୍ଟା କରନ୍ତି । ଯଦି ମୁଁ ଏ ଜିନିଷକୁ ମାଇଣ୍ଡ ରେ ରଖିବୀ ତେବେ ମୁଁ ଜୀବନରେ ହାରି ଯିବୀ । ଏହା ଛଡା ମୁଁ କିଛି ଭୁଲ କରି ନାହିଁ । ମୋର ଅଭ୍ଯାସ କି ମୁଁ ଡ୍ୟାନ୍ସ କରେ ଆଙ୍କରିଙ୍ଗ କରେ । ମୁଁ କଣ ନିଜକୁ ଚେଞ୍ଜ କରି ଦେବୀ କାହିଁକି ନା କେହି ମୋ ବିଷୟରେ ଖରାପ କହିଲେ ।

ମୋ ଜନତା ଜାଣିଛନ୍ତି ମୁଁ କଣ । ମୁଁ ଆଗକୁ ବଢିବି । କାହାର ସମାଲୋଚନା କାହାର କମେଣ୍ଟ କୁ ମାଇଣ୍ଡରେ ନେଇକି ତଳକୁ ଖସିବାକୁ ଚାହିଁବି ନାହିଁ । ମୁଁ ସବୁବେଳେ ଆଗକୁ ବଢିବାକୁ ଚେଷ୍ଟା କରିବି । ଏହା ଛଡା ଯେଉଁ ଭିଡିଓ ଭାଇରାଲ ହୋଇଛି ମୋତେ ନେଇକି ସେଥିରେ ସେମିତି କିଛି ନାହିଁ । ମୁଁ ପୂର୍ବରୁ ମଧ୍ୟ କହିଛି ଯେବେ ମୁଁ ଅଧିକ ଷ୍ଟ୍ରେସ ହୋଇଯାଏ ମୋତେ ଭଲ ଲାଗେ ଋଲ୍ସ କରିବା ପାଇଁ । ଗୀତ ଗାଇବା ପାଇଁ ।

କେବେ ମୁଁ ମୋ ପୁଅ ମୋ ମା ସହ ଗୀତ ଗାଏ । ମୋ ବିଷୟରେ ଯେଉଁ ଢଙ୍ଗରେ ଯିଏ କହିଛି ବହୁତ ଖରାପ ଲାଗୁଛି । ମୁଁ ଭାବୁଛି ମୋ ସ୍ଵାମୀ ଶୁଣିକି ନିଶ୍ଚୟ ଖୁସି ହୋଇଥିବେ ଯାହା ହେଉ ମୋ ସ୍ତ୍ରୀ ଏତେ ସୁନ୍ଦର ଓ ସେକ୍ସି । ମୋ ସ୍ଵାମୀ ଙ୍କ ପାଇଁ ମୁଁ ସେକସି ସେଥିପାଇଁ ବହୁତ ବହୁତ ଧନ୍ୟବାଦ ଜଣାଉଛି ତାଙ୍କୁ । ମୋତେ ଏତେ ପ୍ରଶଂସା କରିଥିବାରୁ । ମୁଁ କେବେ ବି ଚେଞ୍ଜ ହେବି ନାହିଁ ।

ସାଧାରଣ ଜନତା ମୋ ପାଇଁ ଅଛନ୍ତି ମୋତେ ସହଯୋଗ କରିବା ପାଇଁ । ଲୋକଙ୍କ ଖାଇବାକୁ ଦେବା ସମୟରେ ଉଁ ତ ନାଚୁ ନାହିଁ । ମୁଁ ପ୍ରପର ୟୁନିଫର୍ମ ରେ ଆସି ଶୁଦ୍ଧ ହାତରେ ଲୋକଙ୍କୁ ଖାଇବାକୁ ଦେଉଛି । ଖୁସି ରେ ରୋଷେଇ କରି ଆସୁଛି । ଏଥିପାଇଁ ଯଦି କଣ୍ଟ୍ରୋଭୋସୀ କରିବେ ତ ହେଇଗଲା । ଆମେ ବି ବାମ୍ଫ ବାହାର କରିବା ଭାଇଙ୍କର । ମୋତେ ଯିଏ ବି ସେକ୍ସି କହିଛି ତାକୁ ମୁଁ ଧନ୍ୟବାଦ ଜଣାଉଛି” । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।