ସାନିଆ ମିର୍ଜା ଙ୍କୁ ପେସ ବୋଲୋର ମହମଦ ସାମୀ ବାହା ହେବାର ଭିଡିଓ ହେଲା ଭାଇରାଲ ।

ସାନିଆ ଙ୍କ ଛାଡପତ୍ର ପରେ ସାମୀ ଙ୍କ ହାତ ଧରିବେ । ସନା ଙ୍କୁ ସୋଏବ, ସାମୀ ଙ୍କୁ ସାନିଆ କରିବେ ବିବାହ । ପାକିସ୍ତାନ କ୍ରିକେଟର କୁ ଛାଡପତ୍ର ଦେବା ପରେ ସାମୀ ଙ୍କ ପ୍ରତି ଆକ୍ରୁଷ୍ଟ ହୋଇଛନ୍ତି ସାନିଆ । ସାନିଆ ଓ ସାମ୍ୟ ଙ୍କ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଲାଣି । ହଁ ଦର୍ଶକ ବନ୍ଧୁ ଯେବେ ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ ଙ୍କୁ ଛାଡପତ୍ର ଦିଆ ଯାଇଛି ଆଉ ଛାଡପତ୍ର ପରେ 13 ବର୍ଷର ସମ୍ପର୍କ ଛିନ୍ନ ହୋଇଛି ।

ଆଉ ଏହା ପରେ ତୃତୀୟ ଥର ପାଇଁ ବିବାହ କରିଛନ୍ତି ପାକିସ୍ତାନ କ୍ରିକେଟରେ ସୋଏବ ମଲ୍ଲିକ । ସୋଏବ ମଲ୍ଲିକ ପାକିସ୍ତାନର ଜଣେ ଅଭିନେତ୍ରୀଙ୍କୁ ବିବାହ କରିଛନ୍ତି । ଯାହାଙ୍କ ନାଁ ସନା ଜାଭେଦ । ସନା ଜାଭେଦ ଙ୍କୁ ମିଶାଇ 3 ଥର ବିବାହ କରିଛନ୍ତି ପାକିସ୍ତାନ କ୍ରିକେଟର ସୋଏବ ମଲ୍ଲିକ । ଆଉ ଏହାରି ମଧ୍ୟରେ ଭାରତର ଟେନିସ ସୁପର ଷ୍ଟାର ସାନିଆ ମିର୍ଜା ଙ୍କ ଅବସ୍ଥା କଣ ଥିବ ତାହା ଜଣା ପଡୁଛି ।

ଯେବେ ସାନିଆ ମିର୍ଜା ଭାରତୀୟ ହୋଇ ପାକିସ୍ତାନରେ ବିବାହ କରିଥିଲେ ସେତେବେଳେ କୁହା ଯାଉଥିଲା ଭାରତ ଝିଅ ପାକିସ୍ତାନର ବୋହୂ ହୋଇଛି । କିନ୍ତୁ ଆଜି ସେହି ଭାରତୀୟ ଝିଅ କୁ ପାକିସ୍ତାନର କ୍ରିକେଟର ଧୋକା ଦେଇଛନ୍ତି । 13 ବର୍ଷର ସମ୍ପର୍କ କୁ ଭାଙ୍ଗି ତୃତୀୟ ଥର ପାଇଁ ବିବାହ କରିଛନ୍ତି ସୋଏବ ମଲ୍ଲିକ । ଆଉ ଏହାରି ମଧ୍ୟରେ ଭାରତୀୟ କ୍ରିକେଟର ମହମଦ ସାମୀଙ୍କର ମଧ୍ୟ ଛାଡପତ୍ର ହୋଇ ସାରିଛି ।

ଏ ବିଶ୍ଵକପ ଖେଳରେ ସାମୀ ଙ୍କ ପ୍ରଦର୍ଶନ ବେଶ ଚମତ୍କାର ଥିଲା । ତାଙ୍କର ଖେଳ ପ୍ରଦର୍ଶନ କୁ ଦେଖି ସମସ୍ତେ କହୁଥିଲେ ଭାଙ୍ଗି ଯାଇଥିବାର ସଂସାର ପୁଣି ଥରେ ଯୋଡା ହେବ । ସାମୀ ଙ୍କ ସ୍ତ୍ରୀ ହସିନ ଜାହାଁ ପୁଣି ସାମୀ ଙ୍କ ପାଖକୁ ଫେରି ଆସିବେ । କିନ୍ତୁ ବିଶ୍ଵକପ ସରିଗଲା ହେଲେ ତାଙ୍କ ସ୍ତ୍ରୀ ଆସିଲେ ନାହିଁ । କୁହା ଯାଉଥିଲା ଅର୍ଜୁନ ପୁରସ୍କାର ପାଇବା ସମୟରେ ହୁଏ ତ ହସିନ ଜାହାଁ ତାଙ୍କୁ ଆସି ଚିୟର ଅପ କରିବେ ।

କିନ୍ତୁ ସେମିତି କିଛି ହେଲା ନାହିଁ  ସାମୀ ଅର୍ଜୁନ ପୁରସ୍କାର ନେଲେ ସତ କିନ୍ତୁ ତାଙ୍କ ସ୍ତ୍ରୀ ସେଠାରେ ନ ଥିବେ । ଆଉ ଏବେ ଚର୍ଚ୍ଚା ହେଉଛି ସାମୀ ଓ ସାନିଆ ମିର୍ଜା କୁଆଡେ ଏକାଠି ହେବାକୁ ଯାଉଛନ୍ତି । ଏବେ ଏମିତି ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ସତ ନା ମିଛ ତାହାର ସ୍ପଷ୍ଟ ସୂଚନା ମିଳିପାରି ନାହିଁ । ଏବେ ସୋସିଆଲ ମିଡିଆରେ ଏଭଳି ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଭାରତର ଟେନିସ ସୁପର ଷ୍ଟାର ସାନିଆ ମିର୍ଜା ଓ କ୍ରିକେଟର ମହମଦ ସାମୀ ଙ୍କୁ ଦେଖିବାକୁ ମିଳୁଛି । ଦୁହେଁ ବିବାହ କରିବା ର ଫୋଟୋ ଭାଇରାଲ ହେଉଛି । ତେବେ ଦୁହେଁ ବିବାହ କରିବା କଥା ଟି କେତେ ସତ କେତେ ମିଛ ତାହା ତ ସମୟ କହିବ । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।