Juhi Chawla ଙ୍କ ସମେତ Bollywood ର 6 ବେସ୍ଟ ନଣନ୍ଦ-ଭାଉଜ ଯୋଡି, 2 ନମ୍ବର ଯୋଡିଙ୍କ ମଧ୍ୟରେ ଅଛି ନିଜ ଭଉଣୀ ଠାରୁ ବି ଅଧିକ ପ୍ରେମ

ବଲିଉଡ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା କଳାକାର ମାନେ ନିଜର ଜବରଦସ୍ତ ପ୍ରଫୋମାଂସ ପାଇଁ ଦାସରକ ମାନକ ହୃଦୟରେ ନିଜ ପାଇଁ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି । ଅନ୍ୟ କ୍ଷେତ୍ରରେ ଦେଖିବାକୁ ଗଲେ ବଲିଉଡର ଅଭିନେତ୍ରୀ ମାନେ ନିଜର ଫିଲମି ଦୁନିଆରେ ସମ୍ପର୍କକୁ ନେଇ ଯେତେ ଭଲ ଭାବେ ନିଭାଇଥାନ୍ତି,

ଠିକ ସେହି ଭଳି ରିୟଲ ଲାଇଫରେ ମଧ୍ୟ ନିଜ ସମ୍ପର୍କକୁ ନେଇ ବେଶ ଭଲ ଭାବେ ନିଭାଇଥାନ୍ତି । ଆଜି ଆମେ ଆପଣ ମାନକୁ ବଲିଉଡର ଏମିତି କିଛି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ନଣନ୍ଦ ଓ ଭାଉଜର ସମ୍ପର୍କକୁ ବେଶ ଭଲ ଭାବେ ନିଭାଇଥାନ୍ତି ।

୧ – “ଅନୁଷ୍କା ଶର୍ମା” : ବଲିଉଡରେ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜର ଜବରଦସ୍ତ ଅଭିନୟ ପାଇଁ ଖୁବ ଲୋକପ୍ରିୟତା ହାସଲ କରିଛନ୍ତି । ସେ ୨୦୦୭ରେ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ସହ ମ୍ୟାରେଜ କରିଛନ୍ତି । ବିରାଟଙ୍କର ବଡ ଭଉଣୀ ଭାବନା କୋହଲି ଅନୁଷ୍କାଙ୍କର ବଡ ନଣନ୍ଦ ଅଟନ୍ତି । ଏହି ଦୁଇ ନଣନ୍ଦ ଓ ଭାଉଜଙ୍କ ସମ୍ପର୍କରେ ଭଲ  ବଣ୍ଡିଙ୍ଗ ରହିବା ସହ ବୁଝାମଣା ମଧ୍ୟ ରହିଛି ।

୨- “ମୀରା ରାଜପୁତ” : ବଲିଉଡର ଅଭିନେତା ସାହିଦ କପୁରଙ୍କୁ ମ୍ୟାରେଜ କରିଥିବା ସାଧାସିଧା ଅଭିନେତ୍ରୀ ମୀରା ରାଜପୁତ ବର୍ତ୍ତମାନ ସାହିଦଙ୍କର ପରିବାରର ଜଣେ ସଦସ୍ୟ ଅଟନ୍ତି । ସାହିଦଙ୍କ ଭଉଣୀ ସନା କପୁର ଓ ମୀରାଙ୍କ ମଧ୍ୟରେ ବେଶ ଭଲ ପାଇବା ରହିଛି । ଦୁହେଁ ପରସ୍ପର ସହ ଗପିବାରେ ଓ କୁକ କରିବାରେ ଟାଇମ ସ୍ପେନ୍ଡ କରନ୍ତି ।

୩- “ଦୀପିକା ପାଦୁକନ” : ଅଭିନେତ୍ରୀ ଦୀପିକା ପାଦୁକନ ୨୦୧୮ରେ ଅଭିନେତା ରଣବିର କପୁରଙ୍କ ସହ ବିବାହ କରିବା ପରେ ପୁରା ପରିବାର ତାଙ୍କୁ ମିଳିଥିଲା । ଦୀପିକାଙ୍କର ନଣନ୍ଦ ରୀତିକାଙ୍କ ସହ ତାଙ୍କର ରିଲେସନରେ ଭଲ ବଣ୍ଡିଙ୍ଗ ରହିଛି । ଦୁହିଙ୍କ ମଧ୍ୟରେ ବୁଝାମଣା ରହିବା ସହ ପରସ୍ପର ସହ ଅଧିକ ଟାଇମ ସ୍ପେନ୍ଡ କରିଥାନ୍ତି । ରୀତିକା ଦୀପିକାଙ୍କୁ ଘର ପରିବାରର କିଛି ନୁସଖା ଶେୟାର କରିବାରେ ସାହାଜ୍ଯ କରିଥାନ୍ତି ।

୪- “ଐଶ୍ଵରୀୟା ରାଏ ବଚ୍ଚନ” : ମିସ ୱାର୍ଲ୍ଡ ହାସଲ କରି ଦେଶରୁ ଆରମ୍ଭ କରି ବିଷେୟା ଯାଏଁ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ଐଶ୍ଵରୀୟା ରାଏ ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କ ସହ ବିବାହ କରିଛନ୍ତି । ଅଭିଷେକଙ୍କର ବଡ ଭଉଣୀ ଶ୍ଵେତା ନନ୍ଦ ଐଶ୍ଵରୀୟାଙ୍କର ବଡ ନଣନ୍ଦ ଅଟନ୍ତି । ବଲିଉଡରେ ଏହି ଦୁଇ ନଣନ୍ଦ ଓ ଭାଉଜଙ୍କର ସମ୍ପର୍କ ବେଶ ଚର୍ଚ୍ଚାରେ ରହିବା ସହ ଦୁହେଁ ପରସ୍ପରକୁ ସମାନ ଦେବା ସହ କାମରେ ସହଯୋଗ କରିଥାନ୍ତି ।

୫- “ଫରାନହାଜ” : ୮୦ରୁ ୯୦ଦଶକରେ ନିଜର ଅଭିନୟ ଦ୍ଵାରା ଅନେକ ହିଟ ଫିଲ୍ମରେ କାମ କରି ମସୁର ଅଭିନେତ୍ରୀ ଫରାନହଜ ୨୦୦୩ରେ ସୁମିତ ସାଇଗେଲଙ୍କ ସହ ବିବାହ କରିଥିଲେ । କିନ୍ତୁ ଫରାନହାଜଙ୍କର କେହି ବି ନଣନ୍ଦ ନାହାନ୍ତି ।

୬- “ରାନୀ ମୁଖାର୍ଜୀ” : ବଲିଉଡରେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କର ଦିଲରେ ରାଜ କରୁଥିବା ଅଭିନେତ୍ରୀ ରାନୀ ମୁଖାର୍ଜୀ ଯଶରାଜ କମ୍ପାନୀର ମାଲିକ ଆଦିତ୍ୟ ଚୋପଡ଼ାଙ୍କ ସହ ମ୍ୟାରେଜ କରିଥିଲେ ମଧ୍ୟ ତାଙ୍କ କେହି ନଣନ୍ଦ ନାହାନ୍ତି । କିନ୍ତୁ ରାନୀଙ୍କର ଜଣେ ଭାଉଜ ଅଛନ୍ତି ଯାହାଙ୍କ ସହ ରାନୀଙ୍କର ବେଶ ଭଲ ସମ୍ଭଧ ରହିବା ସହ ଦୁହେଁ ଏକାଠି ଟାଇମ ସ୍ପେନ୍ଡ କରିଥାନ୍ତି ଯାହାକୁ ଦେଖିଲେ ଲାଗେ ଦୁହେଁ ବନ୍ଧୁ ଅଟନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।