ମାର୍କେଟରେ ଅସଲି ସହ ମିଳୁଛି ଏବେ ନକଲି ଅଣ୍ଡା, କେମିତି ହେବେ ସତର୍କ ! ଦେଖନ୍ତୁ ଏହି Special Report

ନମସ୍କାର ବନ୍ଧୁଗଣ । ଆମେ ଆମର ନୀତିଦିନିଆ ଜୀବନରେ ଯେଉଁ ସବୁ ଖାଦ୍ଯ ଖାଇଥାଉ ତାହା ଆମ ପାଇଁ କେତେ ଭଲ ଥାଏ କହିବା ସମ୍ଭବ ନୁହେ । ବିଶେଷ କରି ଅଣ୍ଡା ଏମିତି ଏକ ଖାଦ୍ଯ ଯାହାକୁ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି ।

ବର୍ତ୍ତମାନ ଅଣ୍ଡା ବଜାରରେ ଅସଲି ବଦଳରେ ନ-କ-ଲି ଅଣ୍ଡା ମିଳିବାରେ ଲାଗିଛି । ତେଣୁ ଅଣ୍ଡା ଅସଲି ନାଁ ନ-କ-ଲି ତାହା କିପରି ଜାଣିବା ସେହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ କହିବାକୁ ଯାଉଛୁ । ଅଣ୍ଡା ଧଳା ଅଂଶ ପ୍ରସ୍ତୁତ କରିବା ପାଇଁ ଉଷୁମ ପାଣିରେ ସୋଡିୟମ, ଆଲିଗ ନେଟ, କ୍ୟାଲସିୟମ ମିଶାଯାଏ । ଏହା ପରେ ଏଥିରେ ଜିଲେଟିନ, ବେଞ୍ଜରକ ଏସିଡ, ଆଲମ, ଅନ୍ୟ ରାସାଯନିକ ପଦାର୍ଥ ମିଶାଇ ଅଣ୍ଡାର ଧଳା ଅଂଶ ତିଆରି ହୋଇଥାଏ ।

ଏହା ପରେ ରହିଛି କେସର କିପରି ତିଆରିକରାଯାଏ । ଯେଉଁ ମିଶ୍ରଣ ଥାଏ ସେଥିରେ କେଶର ପ୍ରସ୍ତୁତ ପାଇଁ ହଳଦିଆ ରଙ୍ଗ ମିଶାଯାଏ । ଏହା ପରେ ଧଳା ଓ ହଳଦିଆ ମିଶ୍ରଣକୁ କ୍ୟାଲସିୟମ କ୍ଳୋରାଇଡ ଜିପଶମ ପାଉଡର ଓ କ୍ୟାଲସିୟମ କାର୍ବୋନେଟ ସହ ମିଶାଇ ଅଣ୍ଡାର ଆକାର ଦିଆଯାଏ । ଏହା ପରେ ଅଣ୍ଡାର ଏକ ଛାଞ୍ଚ ରହିଛି ଯେଉଁଥିରେ ଏହି ମିଶ୍ରଙ୍କୁ ପକାଯାଇ ଅଣ୍ଡା ତିଆରି ହୋଇଥାଏ । ଏତେ ସବୁ କ୍ୟାମିକାଲର ମିଶ୍ରଣରେ ନ-କ-ଲି ଅଣ୍ଡା ତିଆରି ହେଉଛି ଯାହା ଆମ ଶରୀର ପାଇଁ କ୍ଷ-ତିକାରକ ଅଟେ । ଏହା ପରେ ଜାଣିବା ନ-କ-ଲି ଓ ଅସଲି ଅଣ୍ଡା କିପରି ଜଣା ପଡିବ ।

ନ-କ-ଲି ଅଣ୍ଡାର ଚୋପା ଜଲ୍ଦି ନିଆଁରେ ଜଳିଯାଏ କିନ୍ତୁ ଅସଲି ଅଣ୍ଡାର ଚୋପାକୁ ନିଆଁରେ ପକାଇଲେ ତାହା କଳା ପଡିବା ପରେ ଅନେକ ସମୟ ପରେ ଜଳିଥାଏ । ଅଣ୍ଡା କିଣିବା ସମୟରେ ତାକୁ ହଲାଇଲେ ଯଦି ଲିକୁଡିର ଶବ୍ଦ ଆସିଥାଏ ତେବେ ତାହା ନ-କ-ଲି ଅଣ୍ଡା ଅଟେ । ଯଦି ଅସଲି ଅଣ୍ଡା ହୋଇଥିବ ତେବେ ସେଥିରୁ କୌଣସି ଶବ୍ଦ ଶୁଭିବ ନାହି । ଯେତେବେଳେ ଅଣ୍ଡା ଭାଙ୍ଗିବେ ସେତେବେଳେ ସେଥିରେ ଥିବା କେସର ଓ ଧଳା ଅଂଶ ଯଦି ଜଲ୍ଦି ମିସିଯାଏ ତେବେ ତାହା ନ-କ-ଲି ଅଣ୍ଡା ଅଟେ । କିନ୍ତୁ ଅସଲି ଅଣ୍ଡାରେ ଏପରି ହୋଇନଥାଏ ।

ନ-କ-ଲି ଅଣ୍ଡା ସିଝିଯିବା ପରେ ପାଣିରେ ଭାସି ରହେ କିନ୍ତୁ ଅସଲି ଅଣ୍ଡା ସିଝିବା ପରେ ପାଣିରେ ବୁଡି ରହିଥାଏ । ଅଣ୍ଡାର କେଶରକୁ ଦୁଇ ଦିନ ସେମିତି ରଖିଲେ ଯଦି ତାହା ପ୍ଲାଷ୍ଟିକ ହୋଇଯାଏ ତେବେ ତାହା ନ-କ-ଲି ନଡା ଅଟେ । ଏହି ସବୁ ପରୀକ୍ଷା କରି ଜାଣି ହେବ ଯେ କେଉଁ ଅଣ୍ଡା ଅସଲି ଓ କେଉଁ ଅଣ୍ଡା ନ-କ-ଲି ଅଟେ । ତେବେ ଆପଣ ମାନେ ଯଦି ଘରକୁ ଅଣ୍ଡା ଆଣିବା ପରେ ଏହାର ପରୀକ୍ଷା କରିବେ ତେବେ ଜାଣି ପାରିବେ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।