ରାଧା କୃଷ୍ଣ ସିରିୟଲର ରାଧା ରିଅଲ ଲାଇଫରେ ଦେଖିବାକୁ ପରି ଭଳି ସୁନ୍ଦର, ଆଗରୁ କେବେ ତାଙ୍କର ଏହି ସବୁ ଫଟୋ ଦେଖିନଥିବେ

୨୦୧୮ରେ ଷ୍ଟାର ଭାରତ ଚ୍ୟାନେଲରେ ଏକ ନୂଆ ଶୋ ଆରମ୍ଭ ହୋଇଥିଲା । ଯାହାର ନାଁ ଥିଲା ରାଧା କୃଷ୍ଣ । ଏହି ସିରିୟଲକୁ ସବୁ ଦର୍ଶକମାନେ ବହୁତ ପସନ୍ଦ ବି କରିଥିଲେ । ସ୍ଟାର ଭାରତର ପୌରାଣିକ ଡ୍ରାମା ଧାରାବାହିକ ରାଧାକୃଷ୍ଣ ସିରିୟଲ ୧ ଅକ୍ଟୋବର ୨୦୧୮ରେ ସ୍ଟାର ଭାରତ ଉପରେ ପ୍ରସାରିତ ହୋଇଥିଲା । ଏହି ସିରିୟଲରେ କୃଷ୍ଣଙ୍କର ଅଭିନୟ କରୁଥିବା ଅଭିନେତା ସୁମେଧ ମୁଦଗଲକର ଅସଲ ଜୀବନରେ ବି ବହୁତ ଭଲ ବାଂସୁରୀ ବଜାଇ ନିଅନ୍ତି ଓ ରାଧାଙ୍କ ରୋଲରେ ଅଭିନେତ୍ରୀ ମଲ୍ଲିକା ସିଂହ ନଜର ଆସୁଥିଲେ ।

କିନ୍ତୁ ଆଜି ଆମେ ରାଧା କୃଷ୍ଣ ଧାରାବାହିକରେ ରାଧାର କିରଦାର କରୁଥିବା ସୁନ୍ଦର ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ । ଯିଏ ମାତ୍ର ୧୮ ବର୍ଷ ବୟସରେ ଛୋଟ ପରଦାରରେ ଏକ ଭିନ୍ନ ପରିଚୟ କରିସାରିଛନ୍ତି ।

ମଲ୍ଲିକା ସିଂହଙ୍କୁ ଡାନ୍ସ ଓ ମ୍ୟୁଜିକ ବହୁତ ପସନ୍ଦ ଅଟେ । ମଲ୍ଲିକା ସିଂହ ଜାମ୍ମୁ କାଶ୍ମୀରର ନିବାସୀ ଅଟନ୍ତି । ତାଙ୍କର ଜନ୍ମ ୧୫ ସେପ୍ଟେମ୍ବର ୨୦୦୦କୁ ହୋଇଥିଲା । ତାଙ୍କର ପିତା ଜଣେ ଡାନ୍ସ ଶିକ୍ଷକ ଅଟନ୍ତି । ଏହା ପରେ ଯେତେବେଳେ ମଲ୍ଲିକା ସିଂହଙ୍କ ମାଙ୍କୁ ଜଣା ପଡିଲା କି ରାଧା କୃଷ୍ଣ ସିରିୟଲର ଅଡିସନ ଚାଲିଛି ତେବେ ମଲ୍ଲିକା ସିଂହ ନିଜ ମା ଙ୍କର କହିବା ଦ୍ଵାରା ଧାରାବାହିକ ରାଧା କ୍ରୀଷ୍ଣା ସିରିୟଲରେ ଅଡିସନ ଦେଇଥିଲେ ।

ଭାଗ୍ୟବଶତଃ ଏହି ଅଡିସନରେ ତାଙ୍କର ସିଲେକ୍ସନ ହୋଇଗଲା । ସେହି ସମୟରେ ମାଳିକା ମାତ୍ର ଦଶମ ଶ୍ରେଣୀରେ ପଢୁଥିଲେ । ଆପଣଙ୍କୁ କହିଦେଉଛୁ କି ଶୋରେ ରାଧା କୃଷ୍ଣଙ୍କ ଅଭିନୟ କରୁଥିବା ମାଳିକା ସିଂହ ଓ ସୁମେଧ ମୁଦଗଲକରଙ୍କ ଫ୍ୟାନମାନଙ୍କ ଗଣନା ଲକ୍ଷ ଲକ୍ଷରେ ହୋଇଥାଏ । ଷ୍ଟାର ଭାରତର ଶୋ ରାଧା ଓ କୃଷ୍ଣଙ୍କ ରୂପରେ ଦର୍ଶକଙ୍କ ମନୋରଞ୍ଜନ କରୁଥିବା ସୁମେଧ ମୁଦଗଲକର ଓ ମଲ୍ଲିକା ସିଂହ ନିଜର କିରଦାର ଓ ଅନ ସ୍କ୍ରିନ କେମେଷ୍ଟ୍ରି କାରଣରୁ ବହୁତ ଲୋକପ୍ରିୟ ହୋଇ ଯାଇଛନ୍ତି ।

ଆପଣଙ୍କୁ କହିଦେଉଛୁ କି ମଲ୍ଲିକା ସିଂହଙ୍କ ଜନ୍ମ ଏକ ହିନ୍ଦୁ ପରିବାରରେ ହୋଇଥିଲା । ତାଙ୍କର ଏକ ଛୋଟ ଭଉଣୀ ବି ଅଛି । ତାଙ୍କର ମା ରୁବୀ ସିଂହ କୋରିୟୋଗ୍ରାଫର ଓ ଶାସ୍ତ୍ରୀୟ ନୃତ୍ୟ ଶିକ୍ଷକ ଅଟେ । ଆପଣଙ୍କୁ କହିଦେଉଛୁ କି ମଲ୍ଲିକା ସିଂହ ଗତ ବହୁତ ବର୍ଷ ହେବ ନିଜର ଅଜା ଆଈଙ୍କ ଘରେ ନୁନବାଉଇରେ ରହୁଛନତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।