Bollywood ଷ୍ଟାର Salman ଙ୍କୁ ଅଟକାଇ ଅଡୁଆରେ ପଡିଲେ ଓଡ଼ିଆ ଯବାନ୍, ଯବାନଙ୍କ ସହିତ କରାଗଲା ଏମିତି ବ୍ୟବହାର, ଦେଖନ୍ତୁ Video

ମୁମ୍ବାଇ ବିମାନ ବନ୍ଦରରେ ସଲମନ ଖାନଙ୍କୁ ଅଟକାଇଥିବା CISF ASI ସୋମନାଥ ମହାନ୍ତି ଏବେ ଅଡୁଆରେ ପଡିଛନ୍ତି । ଫିଲ୍ମ ଟାଇଗ-୩ ର ଶୁଟିଙ୍ଗ ପାଇଁ ସଲମନ ଖାନ ଓ କ୍ଯାଟ୍ରିନା କୈଫ ବିଦେଶ ଯାଉଥିବା ବେଳେ ମୁମ୍ବାଇ ବିମାନ ବନ୍ଦରରେ ଘଟିଥିଲା ଏହିପରି ଏକ ରୋଚକ ଘଟଣା । ସଲମନ ଖାନ ଭିତରକୁ ପ୍ରବେଶ କରିବା ବେଳେ ତାଙ୍କୁ ଗେଟ ପାଖରେ ଅଟକାଇ ଥିଲେ ଜଣେ CISF ଯବାନ । ଏହାର ଭିଡିଓ ଏବେ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଭା-ଇ-ରା-ଲ ହେବାରେ ଲାଗିଛି ।

ଯବାନଙ୍କ କହିବା ମୁତାବକ ବିମାନ ବନ୍ଦର ଭିତରକୁ ପ୍ରବେଶ ସମୟରେ ପାସପୋର୍ଟ ଯାଞ୍ଚ କରାଯାଏ । କିନ୍ତୁ ସଲମନ ଖାନ ବିନା ପାସପୋର୍ଟ ଯାଞ୍ଚ କରି ଭିତରକୁ ପ୍ରବେଶ କରୁଥିଲେ ଏବଂ ସେ ମାସ୍କ ମଧ୍ୟ ପିନ୍ଧି ନ ଥିଲେ ବୋଲି ତାଙ୍କୁ ଅଟକାଇଥିବା କଥା ଗ-ଣ-ମା-ଧ୍ୟ-ମ-କୁ କହିଛନ୍ତି ସୋମନାଥ । ସଲମନ ମଧ୍ୟ ଏଥିରେ ସହଯୋଗ କରିଥିଲେ । ତେବେ ଘଟଣା ସମ୍ପର୍କରେ ଗ-ଣ-ମା-ଧ୍ୟ-ମ-ରେ ପ୍ରକାଶ କରିବା ତାଙ୍କ ପାଇଁ ଅଡୁଆ ହୋଇଛି ।

ଘଟଣା ସମ୍ପର୍କରେ ଗ-ଣ-ମା-ଧ୍ୟ-ମ-କୁ ତ-ଥ୍ୟ ଦେବା CISF ପ୍ରୋ-ଟୋ-କୋ-ଲ ଖିଲାପ ହୋଇଥିବାରୁ ତାଙ୍କ ମୋବାଇଲ ଜ-ବ-ତ କରି ନେଇଥିବା CISF ପକ୍ଷରୁ ସୂଚନା ଦିଆଯାଇଛି । ସେ ଯେପରି ଗ-ଣ-ମା-ଧ୍ୟ-ମ ସହ ଆଉ କୌଣସି ବାର୍ତ୍ତାଳାପ କରି ପାରିବେ ନାହିଁ, ସେଥିପାଇଁ ତାଙ୍କ ମୋବାଇଲ ଜବତ କରାଯାଇଛି । ଟାଇଗର-୩ ଫିଲ୍ମର ଶୁଟିଙ୍ଗ ପାଇଁ ସଲମନ ମୁମ୍ବାଇ ଯାଉଥିବା ବେଳେ ତାଙ୍କୁ ଅଟକାଇ ଯା-ଞ୍ଚର ସାମନା କରିବାକୁ କହିଥିଲେ ସୋମନାଥ ।

ଏପରିକି ସଲମନଙ୍କ ଫଟୋ ଉଠାଇବାକୁ ଚାହୁଁଥିବା ଫଟୋଗ୍ରାଫରଙ୍କୁ ମଧ୍ୟ ରୋକିଥିଲେ CISF ଯବାନ । ଆଉ ଏହି ସମସ୍ତ ଘଟଣାର ଦୃଶ୍ୟ ସୋ-ସି-ଆ-ଲ ମି-ଡି-ଆ-ରେ ଏବେ ଖୁବ ଭା-ଇ-ରା-ଲ ହେଉଛି । CISF ଯବାନ ଜଣକ ଜଣେ ଓଡିଆ ଯୁବକ ଓ ତାଙ୍କ ଘର ଓଡିଶାର ନୟାଗଡ ଜିଲ୍ଲାରେ ବୋଲି ଜଣାପଡିଛି ।

ତେବେ ସଲମନଙ୍କୁ  ଅଟକାଇ ଥିବା ଏହି ଓଡିଆ CISF ଯବାନ ଏବେ ସମସ୍ଯାରେ ପଡି ଯାଇଛନ୍ତି । ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ପୋଷ୍ଟ ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।