ଏମିତି ଭୟଙ୍କର ଆଉ ଅନ୍ଧ ଚନ୍ଦ୍ର ନାଗ (Monocled Cobra) ର ଗର୍ଜନ ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ବିଶ୍ଵାସ ହେଉ ନଥିଲେ ଦେଖନ୍ତୁ ଏହି Video

ଭାରତରେ ପ୍ରାୟ ୨୭୦ ପ୍ରଜାତିର ସାପ ଦେଖାଯାନ୍ତି । ସେମାନଙ୍କ ମଧ୍ୟରୁ ୫୦ ପ୍ରଜାତିର ସାପ ବି-ଷ-ଧ-ର ଅଟନ୍ତି । ଏହି ବି-ଷ-ଧ-ର ପ୍ରଜାତିର ସାପ ମାନଙ୍କ ମଧ୍ୟରୁ ପ୍ରାୟ ୧୫ଟି ପ୍ରଜାତି ଅତ୍ୟନ୍ତ ବି-ଷ-ଧ-ର ହୋଇଥାନ୍ତି; ସେମାନେ କା-ମୁ-ଡି-ବା ଦ୍ଵାରା ମୃ-ତ୍ୟୁ ହେବାର ସମ୍ଭାବନା ଅଧିକ ରହିଥାଏ । ସାପର କାନ ତା ଶରୀର ମଧ୍ୟରେ ରହିଥାଏ । ଯାହା ସେ ନିଜ ଶରୀରର କମ୍ପନ ଦ୍ଵାରା ଅନୁଭବ କରିପାରେ । ସାପ ଅତ୍ୟନ୍ତ ଭୟାଳୁ ସ୍ଵଭାବର ହୋଇଥାନ୍ତି ଓ ଆତ୍ମସୁରକ୍ଷା ପାଇଁ ହିଁ ସେମାନେ ଦଂ-ଶ-ନ କରିଥାନ୍ତି ।

ଆମ ହିନ୍ଦୁ ଶାସ୍ତ୍ର ଭବିଷ୍ୟ ପୁରାଣରେ ମହର୍ଷି କଶ୍ୟପ ଉଲ୍ଲେଖ କରିଛନ୍ତି, ସର୍ପିଣୀ କାର୍ତ୍ତିକ ମାସ ବା ଅକ୍ଟୋବର-ନଭେମ୍ବର ମଧ୍ୟରେ ଅଣ୍ଡା ଦେଇଥାଏ । ଏହି ଅଣ୍ଡାର ସଂଖ୍ୟା ପ୍ରାୟ ୨୪୦ ପର୍ଯ୍ୟନ୍ତ ହୋଇଥାଏ । ସାପ ପ୍ରତି ଜାଗ୍ରତ ରହିବା ଏବଂ ତାକୁ ଉଦ୍ଧାର କରିବା ଆମର କର୍ତ୍ତବ୍ୟ ଅଟେ । ଭଦ୍ରକ ଜିଲ୍ଲାରେ ଏହିପରି ଏକ ଆ-କ୍ର-ମ-ଣା-ତ୍ମ-କ ଚନ୍ଦ୍ରନାଗ ଘରର ପମ୍ପ ହାଉସ ଭିତରେ ରହିଥିବାର ଘରର ମୁଖ୍ୟ ଦେଖିବାକୁ ପାଇଥିଲେ ।

ତାଙ୍କ କହିବା ଅନୁଯାୟୀ ପ୍ରାୟ ମାସେ ପୂର୍ବରୁ କିଛି ମ-ରା-ମ-ତି କାର୍ଯ୍ୟ କରିବା ପରେ ସେ ପମ୍ପ ହାଉସକୁ ତାଲା ପକାଇ ଦେଇଥିଲେ । ଏବେ ଯେତେବେଳେ କୌଣସି କାରଣରୁ ପମ୍ପ ହାଉସ ଖୋଲିଥିଲେ ଭିତରେ ଏକ ସାପ ଥିବାର ଦେଖିଥିଲେ । ସେଠାରୁ ସାପକୁ ଉଦ୍ଧାର କରିବା ପାଇଁ ସାଙ୍ଗେ ସାଙ୍ଗେ ସ୍ଥାନୀୟ ସାପଧରାଳିଙ୍କୁ ଡକାଇ ଥିଲେ । ତେବେ ବ୍ୟକ୍ତି ଜଣକ ଆଶ୍ଚର୍ଯ୍ୟ ହୋଇଥିଲେ ଯେ ଏତେ ଦିନ ଧରି ସାପଟି ତା ଭିତରେ କଣ ଖାଇ ବଞ୍ଚି ରହିଥିଲା ।

ଆପଣଙ୍କ ଜାଣିବା ନିମନ୍ତେ କହି ରଖୁଛୁ ଯେ, ସାପ ଏକ ମାସ ମଧ୍ୟରେ ମାତ୍ର ଠାରେ କିମ୍ବା ଦୁଇ ଥର ଭୋଜନ କରି ମଧ୍ୟ ରହିପାରେ । ସାପକୁ ସେଠାରୁ ବାହାର କରିବା ପାଇଁ ସେମାନେ ପୂର୍ବରୁ ଫିନାଇଲ ପକାଇ ଦେଇଥିବାରୁ, ସାପଧରାଳି ଜଣକ ଏହି ପରି କେବେ ନ କରିବାକୁ ପରାମର୍ଶ ଦେଇଥିଲେ । ଏହା ଦ୍ବାରା ସାପର ମସ୍ତିଷ୍କ ଖରାପ ହୋଇଯାଏ ଓ ସେମାନେ ବହୁତ ଆ-କ୍ର-ମ-ଣା-ତ୍ମ-କ ହୋଇଯାନ୍ତି । ଅନେକ ସାପ ମ-ରି-ଯା-ନ୍ତି ମଧ୍ୟ ।

ତେଣୁ ଏହା ପରିବର୍ତ୍ତେ ଆପଣ କିଛି ରସୁଣ ବାଟି ସାପ ଥିବା ସ୍ଥାନରେ ରଖି ପାରିବେ । ଆଉ ସାପ କା-ମୁ-ଡି-ବା ମାତ୍ରେ ତୁରନ୍ତ ସେହି ସ୍ଥାନକୁ ବାନ୍ଧି ଦେବା ସହ ବ୍ୟକ୍ତିଙ୍କୁ ଡାକ୍ତରଖାନା ନେଇ ଚିକିତ୍ସା କରେଇବା ହିଁ ସବୁଠୁ ଉତ୍ତମ ହେବ । ଏହି ଭୟଙ୍କର ଚନ୍ଦ୍ରନାଗକୁ ଦେଖି ଆପଣଙ୍କୁ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଏହିପରି ଅପଡେଟ ପାଇବା ପାଇଁ ଆମ ପେଜ୍ କୁ ଲାଇକ କରିବା ସହ ପୋଷ୍ଟକୁ ସେୟାର ମଧ୍ୟ କରନ୍ତୁ ।