ACFO Soumya Ranjan ଡେଥ୍ ମିଷ୍ଟ୍ରି: ପୁଣି ହରଡ ଘଣାରେ ପଡିଲେ ବିଦ୍ୟା ଭାରତୀ, ବହୁତ ଜଲ୍ଦି ସତ ଆସିବ ସାମ୍ନାକୁ

ସାରା ଓଡିଶାରେ ଚର୍ଚ୍ଚାର ବିଷୟ ପାଲଟିଥିବା ACFO ସୌମ୍ଯ ରଞ୍ଜନଙ୍କ ମୃ-ତ୍ୟୁ ର-ହ-ସ୍ୟ-କୁ ନେଇ ବଢୁଛି ଦ୍ଵନ୍ଦ । ପ୍ରାୟ ଆଠ ଦିନ କାଳ ପାରଳାଖେମୁଣ୍ଡିରେ ରହି ତ-ଦ-ନ୍ତ କରିଥିବା କ୍ରା-ଇ-ମ-ବ୍ରା-ଞ୍ଚ ଟି-ମ, ବର୍ତ୍ତମାନ ହସ୍ତଗତ କରିଥିବା ସମସ୍ତ ତଥ୍ୟର ତର୍ଜମା କରୁଛି । ଏହାପରେ ଘଟଣାର ମୁ-ଖ୍ୟ ଅ-ଭି-ଯୁ-କ୍ତ କୁହା ଯାଉଥିବା ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ନିକଟରେ ପହଞ୍ଚିବ ତ-ଦ-ନ୍ତ-କା-ରୀ ଟି-ମ । ଆଉ ଏଥିପାଇଁ ଚାଲିଛି ପ୍ରସ୍ତୁତି ।

ପ୍ରଥମ ପର୍ଯ୍ୟାୟ ତ-ଦ-ନ୍ତ ବେଳେ କେତେକେ ବ୍ୟକ୍ତି ମିଛ କହିଥିବା ବେଳେ ଆଉ କେତେକେ ସଂପୂର୍ଣ୍ଣ ସହଯୋଗ ମଧ୍ୟ କରି ନାହାନ୍ତି । ତେଣୁ ତଦନ୍ତକାରୀ ଟିମ ପୁଣି ଥରେ ସେମାନଙ୍କୁ ଜେ-ରା କରିବା ସହ ଆବଶ୍ୟକ ପଡିଲେ ଲା-ଇ ଡି-ଟେ-କ୍ସ-ନ ଟେ-ଷ୍ଟ ମଧ୍ୟ କରାଯିବ ବୋଲି କହିଛନ୍ତି । ତେବେ ଏହାକୁ ନେଇ ଆଇନଜୀବୀ ମାନେ ଭିନ୍ନ ମତ ପ୍ରକାଶ କରୁଛନ୍ତି । ସେମାନଙ୍କ ମତରେ ତ-ଦ-ନ୍ତ ସମୟରେ ମିଛ କହିବା ଏକ ଅ-ପ-ରା-ଧ ଅଟେ ।

ତେଣୁ ସେମାନଙ୍କ ବି-ରୁ-ଦ୍ଧ-ରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବା ଜରୁରୀ ଅଟେ । ପ୍ରଥମ ପର୍ଯ୍ୟାୟ ତ-ଦ-ନ୍ତ ବେଳେ କ୍ରା-ଇ-ମ-ବ୍ରା-ଞ୍ଚ ଟିମ ଆଗରେ DFOଙ୍କ ଜଗୁଆଳିଙ୍କ ଚାଞ୍ଚଲ୍ୟକର ବ-ୟା-ନ, ରୋଷେୟା, ସୌମ୍ୟଙ୍କ ସହଯୋଗୀ, ଡାକ୍ତରଙ୍କ ବୟାନ, ଓଆଇସି ମମତା ପଣ୍ଡା ଓ DFOଙ୍କ ଗଣମାଧ୍ୟମ ଆଗରେ ମିଛ- ଏହି ସବୁରୁ ଅନେକ ତଥ୍ୟ ସଂଗ୍ରହ କରିଛି କ୍ରା-ଇ-ମ-ବ୍ରା-ଞ୍ଚ ଟି-ମ ।

କିନ୍ତୁ ଏମାନଙ୍କ ମଧ୍ୟରୁ ଅନେକ ଲୋକ ମିଛ କହୁଥିବା ଖବର ମଧ୍ୟ ସାମନାକୁ ଆସିଛି । ବିଭିନ୍ନ ଗ-ଣ-ମା-ଧ୍ୟ-ମ-ରେ ଘୁରି ବୁଲୁଥିବା ଭି-ଡି-ଓ ଓ ଏହାସହ ବିଭିନ୍ନ ଅଧିକାରୀଙ୍କ ମିଛ ମଧ୍ୟ ସାମନାକୁ ଆସିଛି । ସେମାନଙ୍କ ମିଛ ପଛରେ ନିଶ୍ଚୟ କୌଣସି ଷ-ଡ-ଯ-ନ୍ତ୍ର ଲୁଚି ରହିଛି ବୋଲି କହିଛନ୍ତି ମାନବାଧିକାରୀ ପ୍ରନୋଜ ପଟ୍ଟନାୟକ । ଏହା ସହ ଓଆଇସି ମମତା ପଣ୍ଡା ଓ ପୋଲିସ ଏସପି ଙ୍କ କଥାରେ ତାଳମେଳ ଖାଉ ନଥିବା ସହ DFO ଏବଂ ଡାକ୍ତରଙ୍କ କଥାରେ ମଧ୍ୟ କୌଣସି ସମାନତା ନାହିଁ ବୋଲି ସେ କହିଛନ୍ତି ।

ACFO ସୌମ୍ଯ ରଞ୍ଜନଙ୍କ ର-ହ-ସ୍ୟ-ଜ-ନ-କ ଭାବେ ମୃ-ତ୍ୟୁ ଘ-ଟ-ଣା-କୁ ଏହା ମଧ୍ୟରେ ପ୍ରାୟ ୪୨ ଦିନ ବିତି ଯାଇଛି । ତେବେ ପୋଲିସ ଓ କ୍ରା-ଇ-ମ-ବ୍ରା-ଞ୍ଚ ମିଶି ସୌମ୍ୟଙ୍କ ମୃ-ତ୍ୟୁ ର-ହ-ସ୍ୟ ଉପରୁ କେବେ ପରଦା ହଟାଉଛନ୍ତି, ତାହା ଦେଖିବାକୁ ବାକି ରହିଲା । ଏହିପରି ଅପଡେଟ ପାଇବା ପାଇବ ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।