ଇଶ୍କ ମେ ମରଜାୱା ସିଜନ 2 ରେ ପପୁଲାର ହେଇଥିବା ହିରୋଇନ Helly Shah ଙ୍କ ଇଏ ହେଉଛି ରିଅଲ ଲାଇଫ ଫ୍ୟାମିଲି

ଟିଭି ଇଣ୍ଡଷ୍ଟ୍ରି ରେ ଆମକୁ ବହୁତ ରୋମଞ୍ଚକ ସିରୀଏଲ ଦେଖିବାକୁ ମିଳିଥାଏ ତାହା ଭିତରୁ ଇସ୍କ ମେ ମର୍ଜୱାନ ସିଜନ ୨ ଗୋଟେ ଅଟେ । ଯାହା କିଛି ଦିନ ପୂର୍ବରୁ ହିଁ କଲରସ ଚ୍ୟାନେଲ ରେ ପ୍ରସାରିତ ହେଉଛି । ଏହି ସିରିଏଲ ର କାହାଣୀ ଦର୍ଶକ ମାନଙ୍କ ମନ କୁ ଛୁଇଁ ଯାଇଛି । ସବୁଠୁ ବେସୀ ଏହି ସିରିଏଲ ର ଅଭିନେତ୍ରୀ ହେଲି ଶାହା ଙ୍କୁ ବେଶି ପସନ୍ଦ କରାଯାଇଛି । ହେଲି ଏହି ସିରିଏଲ ରେ ମେନ ଲିଡ ହିରୋଇନ ଭାବରେ ରିଦୀମା ର ଭୂମିକା ରେ ନିଜର ଅଭିନୟ ଦ୍ଵାରା ସମସ୍ତଙ୍କୁ ନିଜର ଦିୱାନା କରିଛନ୍ତି ।

କିନ୍ତୁ କଣ ଆପଣ ହେଲି ଙ୍କ ବିଷୟରେ ଜାଣିଛନ୍ତି କି । ତେବେ ଚାଲନ୍ତୁ ଜାଣିବା । ରିଦିମା ର ଚରିତ୍ରରେ ଅଭିନୟ କରୁଥିବା ହେଲି ଶାହା ନିଜ ଅଭିନୟ ପାଇଁ ଏବେ ଘରେ ଘରେ ପରିଚିତ । ଦର୍ଶକ ମାନଙ୍କ ଠାରୁ ସେ ଲଗାତାର ନିଜର ପ୍ରଶଂସା ଶୁଣୁଛନ୍ତି । କିନ୍ତୁ ଏହି ପ୍ରସିଦ୍ଧ ଅଭିନେତ୍ରୀ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଏହମଦାବାଦ ର ନିଜର ଛୋଟ ବ୍ୟବସାୟ ଚଳାଉଥିବା ମିଡିଲ କ୍ଲାସ ପରିବାରରୁ ।

ହେଲି ଙ୍କ ମା ଗୃହିଣୀ ଅଟନ୍ତି । ଏବଂ ପିତା ନିଜର ଛୋଟ ହୋଟେଲ ଚଲାନ୍ତି । ହେଲି ନିଜ ବାପା ମାଆ ଙ୍କ ଏକମାତ୍ର ସନ୍ତାନ ଅଟନ୍ତି । ତାଙ୍କ ପ୍ୟାରେଣ୍ଟ ଙ୍କୁ ଲାଇମ ଲାଇଟ ରେ ରହିବା ବିଲକୁଲ ପସନ୍ଦ ନୁହେଁ । ଏହି କାରଣରୁ ସମସ୍ତେ ହେଲି ଙ୍କ ବିଷୟରେ ବହୁତ କମ ଜାଣିଥାନ୍ତି । ଗୋଟେ ଛୋଟ ପରିବାରରୁ ମଧ୍ୟ ନିଜର ଶକ୍ତି ଦ୍ଵାରା ହେଲି ଶାହା ଆଜି ଟିଭି ର ବଡ଼ ପରଦାରେ ଅଭିନୟ କରିଛନ୍ତି ।

ହେଲି ନିଜ କଳା ଦ୍ଵାରା ସବୁ ଦର୍ଷକବନ୍ଧୁ ମାନଙ୍କ ମନ କିଣିଛନ୍ତି । ହେଲି ୧୩ ବର୍ଷ ବୟସରେ ହିଁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ । ସିରିଏଲ ଗୁଲାଲ ରୁ ଆରମ୍ଭ କରିଥିଲେ । ଏହି ସିରିଏଲ ରେ ନିଜର ଦମଦାର ଅଭିନୟ କରି ହେଲି ବଢିଥିଲେ ଆଗକୁ । ତାପରେ ସେ ସ୍ୱରଗିନି, ଆଙ୍ଖ ମିଚୋଲି, ଦିବଂଶି ପରି ସୁପରହିଟ ସିରିଏଲ ରେ କାମ କରିଥିଲେ ।

ସବୁ ସିରିଏଲ ରେ ହେଲି ନିଜର ବେଷ୍ଟ ଅଭିନୟ କରି ସମସ୍ତଙ୍କ ମନରେ ଘର କରିଥିଲେ । ସେ ନିଜର କ୍ୟାରିୟର ରେ ବହୁତ ଆଗକୁ ଯିବାକୁ ଚାହାନ୍ତି । ଏବେ ମଧ୍ୟ ସେ ବହୁତ ସିରିଏଲ କରୁଛନ୍ତି । ନିଜ ଅଭିନୟ କ୍ୟାରିୟର ରେ ଅଟେ ସଫଳତା ହାସଲ କରିବା ପରେ ମଧ୍ୟ ହେଲି ଶାହା ନିଜର ଘର ବସାଇନାହନ୍ତି ।

ଶୁଣିବାକୁ ମିଳୁଥିଲା ନିଜ କୋ ଷ୍ଟାର ବିଜେନ୍ଦ୍ର କୁମାରିଆ ଙ୍କୁ ଡେଟ କରୁଥିଲେ କିନ୍ତୁ ହେଲି ସଫା ମନା କରିଥିଲେ । ବର୍ତମାନ ହେଲି ନିଜ ଅଭିନୟ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି ଏବଂ ନିଜର ପରିବାର ଲୋକଙ୍କ ସହିତ ଖୁସିରେ ଅଛନ୍ତି ।

ତେବେ ଆପଣଙ୍କୁ ହେଲି ଶାହା କେମିତି ଲାଗନ୍ତି ଆମକୁ ନିଶ୍ଚୟ ଜଣାନ୍ତୁ । ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।