ମିଳି ନଥିଲା ସ୍ୟାଲେରୀ ତ Live News ଶୋରେ ଆଙ୍କର କରିଦେଲେ ଏମିତି କାମ କି ଭାଇରାଲ ହେଉଛି Video, ଦେଖନ୍ତୁ !

ନମସ୍କାର ବନ୍ଧୁଗଣ । ଏ ଦୁନିଆରେ ସମସ୍ତେ ନିଜର ଜୀବିକା ନିର୍ବାହ କରିବା ପାଇଁ କାମ କରିଥାନ୍ତି । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଆଶ୍ଚର୍ଯ୍ୟ ଘଟଣା ନେଇ ଆସିଛୁ ଯାହା ଆପଣ ମାନେ ଆଗରୁ କେବେ ଦେଖି ନ ଥିବେ କି ଶୁଣି ନ ଥିବେ ।

ତେବେ ଆସନ୍ତୁ ଜାଣିବା ସେହି ଘଟଣାଟି କଣ ଓ କାହାକୁ ନେଇ ଆଧାରିତ ଅଟେ । ଏହି ଘଟଣାଟି ଯାବିୟାରେ ସାଲାରି ନ ମିଳିବାରୁ ଜଣେ ଟିଭି ଆଙ୍କର ନ୍ଯୁଜ ବୁଲେଟିଙ୍ଗ ଦ୍ଵାରା କମ୍ପାନୀ ଠାରୁ ପଇସା ମାଗିଥିଲେ । ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ନ୍ଯୁଜ ପଢିବା ପରେ ସେହି ବ୍ୟକ୍ତି ଜଣକ ନ୍ଯୁଜ ହେଡ୍ଲାଇନକୁ ରୋକୀ ନିଜ ମତରେ କହିଛନ୍ତି ଯେ ତାଙ୍କୁ ଓ ତାଙ୍କ ଚ୍ୟାନେଲର ସହ କର୍ମୀ ମାନଙ୍କୁ ସାଲାରି ମିଳି ନାହି ।

ଜାମ୍ବିୟାର କେବିଏନ ଚ୍ୟାନେଲ ଆଙ୍କର ଜଣକର କଥା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି । ଆଙ୍କର ଆଙ୍କାରିଙ୍ଗ କରିବା ସମୟରେ ନିଜ ରାଏ ରେ କହିଥିଲେ ଯେ “ଆମକୁ ଦେଖୁଥିବା ସତଯନ ମାନେ , ଆମେ ମଧ୍ୟ ମଣିଷ, ଆମେ ମଧ୍ୟ ନିଜରା ଜୀବିକା ନିର୍ବାହ କରିବା ପାଇଁ କାମ କରୁଛୁ । କିନ୍ତୁ ଦୁର୍ଭାଗ୍ୟ ବଶତ କେବିଏନ ଆମକୁ ଆମର ସାଲାରି ଦେଇ ନାହି ।

ସେରୋନୋଚଙ୍କ ବ୍ଯତୀତ ଅନ୍ୟ କେତେକେ କର୍ମୀ ମାନଙ୍କୁ ସାଲାରି ଦିଆଯାଇ ନାହି । ଚ୍ଯାନେଲ ଆମକୁ ଆମର ଦରମା ଦେବା ଉଚିତ” । ଆଙ୍କରଙ୍କର ଏହି କଥା ଶୁଣିବା ପରେ ଚ୍ଯୀଂଳ ବ୍ରେକ ନେଇଥିଲା ।

ଏହା ପରେ ଅଙ୍କାରା ଜଣକ ଏହି ଭିଡିଓ ଫେସବୁକରେ ଶେୟାର କରି ଲେହିଛନ୍ତି ଯେ “ହଁ ମୁଁ ଲାଇଭ ଟିଭିରେ ଏପରି କରିଛି । କାରଣ ଅଧିକାଂଶ ପତ୍ରକାର ଏପରି କରିବା ପାଇଁ ସାହସ କରି ନ ଥାନ୍ତି । ଏହା ମାନେ ଏୟା ନୁହେ ଯେ ପତ୍ରକାର ମାନେ କହିବାର ତାଙ୍କର ହକ ନାହି” ।

ସୋସିଆଲ ମିଡିଆରେ ବର୍ତ୍ତମାନ ଆଙ୍କର କୁହା ଯାଇଥିବା ଏହି କଥା ଜୋରସୋରରେ ଭାଇରାଲ ହେବାରେ ଲାଘିଚି । ଏହା ପରେ କେବିଏନ ଟିଭି ର ମୁଖ୍ୟ କାର୍ଯ୍ୟକାରୀ କେରାଲି ମାମ୍ବେ ଆଙ୍କରଙ୍କର ଏଭଳି ବ୍ୟବହାର ଯୋଗୁ ତାଙ୍କ ଉପରେ ରାଗିଛନ୍ତି । ଏହି କଥାକୁ ନେଇ କାର୍ଯ୍ୟକାରୀ ନିଜ ରାଏରେ କହିଛନ୍ତି ଯେ କମ୍ପାନୀ କଥାକୁ ରଖିବାରେ ଅନ୍ୟ କୌଣସି ବି ପ୍ରକ୍ରିୟା ଅଛି । କିନ୍ତୁ ଏପରି କରିବା ଠିକ ନୁହେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।