ଏବେ Salman ହିଁ ଶେଷ ଭରସା ! ପୁଅ Aryan ଜେଲ୍ ଯିବା ପରେ Shahrukh ଙ୍କ ସହ କଥା ହେଲେ ଭାଇଜାନ, କଣ କହିଲେ ଭାଇଜାନ ଦେଖନ୍ତୁ Video

ଗତକାଲି ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଜା-ମି-ନ ଖା-ର-ଜ ହେବା ପରେ ତାଙ୍କୁ ଆର୍ଥର ରୋଡ୍ ଜେ-ଲ୍ କୁ ନିଆଯାଇଛି । ଗତ 2 ତାରିଖ ଦିନ ମୁମ୍ବାଇରେ ଏକ କୃଜ ରେ-ଭ ପା-ର୍ଟି ଚାଲିଥିବା ବେଳେ N-C-B ସେଠାରେ ଚ-ଢ-ଉ କରି ଆର୍ୟନଙ୍କ ସମେତ ଅନ୍ୟ କେତେକଙ୍କୁ ମଧ୍ୟ ନିଜ ହେ-ପା-ଜ-ତ-ରେ ନେଇଥିଲା ଓ ପଚରା ଉଚରା ପରେ କୋ-ର୍ଟ-ରେ ହା-ଜ-ର କରାଇଥିଲା । ତେବେ ଶାହରୁଖ ଓ ତାଙ୍କ ଓକିଲ ସତୀଶ ମାନେସିନ୍ଦେଙ୍କ ବହୁ ଚେଷ୍ଟା ପରେ ମଧ୍ୟ ଆର୍ୟନଙ୍କୁ ଜା-ମି-ନ ମିଳି ପାରିନାହିଁ ।

ତେବେ ଶୁଣିବାକୁ ମିଳୁଛି ଆର୍ୟନ ଜେ-ଲ୍ ଯିବା ଖବର ପାଇବା ପରେ ଭାଇଜାନ ସଲମାନ ଖାନ ଫୋନ କରି ଶାହରୁଖ ଖାନଙ୍କୁ ସମବେଦନା ଜଣାଇଥିଲେ । ଏହା ପୂର୍ବରୁ ମଧ୍ୟ ସଲମାନ ଖାନ ଶାହରୁଖଙ୍କୁ ଭେଟିବା ପାଇଁ ମନ୍ନତ ଯାଇଥିଲେ । ସଲମାନ ଆର୍ୟନଙ୍କୁ ନିଜ ପୁଅ ଭଳି ଦେଖନ୍ତି । ଆର୍ୟନ ଜେ-ଲ୍ ଯିବା ଶୁଣି ସଲମାନ ଅତ୍ୟନ୍ତ ମ-ର୍ମା-ହ-ତ ଥିବା କହିଛନ୍ତି ସଲମାନଙ୍କ ଜଣେ ପାଖ ଲୋକ । ତେବେ ମିଳିଥିବା ଖବର ଅନୁଯାୟୀ ସଲମାନ ଶାହରୁଖଙ୍କୁ ଧୈର୍ଯ୍ୟ ରଖିବା ପାଇଁ ମଧ୍ୟ କହିଛନ୍ତି ।

ଆର୍ୟନ ବହୁତ ଭଲ ପିଲା ଆଉ ଇଶ୍ଵର ଭଲ ପିଲାଙ୍କ ସହ କୌଣସି ଖରାପ ହେବାକୁ ଦେବେ ନାହିଁ । ଆର୍ୟନ ବହୁତ ଶୀଘ୍ର ବାହାରକୁ ଆସିବେ । ଏମିତି ଭାବନି କି ଆର୍ୟନଙ୍କ କ୍ଯାରିୟର ସମାପ୍ତ ହୋଇଗଲା । ଆର୍ୟନଙ୍କ ବି-ରୁ-ଦ୍ଧ-ରେ କରାଯାଇଥିବା ଚ-କ୍ରା-ନ୍ତ ନିଶ୍ଚୟ ସାମନାକୁ ଆସିବ ବୋଲି କହିଛନ୍ତି ସଲମାନ। ଅନ୍ୟପଟେ ଆର୍ୟନଙ୍କୁ ଜେ-ଲ୍ ରେ ଯେପରି କିଛି ଅସୁବିଧା ନ ହୁଏ ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଇଛି । ତେବେ ସଲମାନଙ୍କ ପୁରୁଣା ପ୍ରେମିକ ସୋମି ଅଲ୍ଲୀ ମଧ୍ୟ ଆର୍ୟନଙ୍କ ସମର୍ଥନରେ ବାହାରିଛନ୍ତି ।

ଛୋଟ ପିଲାଙ୍କୁ ଏମିତି ନି-ର୍ଯ୍ୟା-ତ-ନା ଦେବା ଠିକ ନୁହେଁ ଏବଂ ନି-ଶା ସେ-ବ-ନ ଏକ ବଡ ଅ-ପ-ରା-ଧ ନୁହେଁ ବୋଲି ସେ ସେ କହିଛନ୍ତି । ଏହାସହ ଏକ ଫିଲ୍ମ ଶୁ-ଟି-ଙ୍ଗ ସମୟରେ ସେ ମଧ୍ୟ ନି-ଶା ସେ-ବ-ନ କରିଥିବା କଥା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଆର୍ୟନଙ୍କୁ ଜେ-ଲ୍ ରୁ ବାହାର କରି ଆଣିବାରେ ଶାହରୁଖ ଖାନ କେବେ ସମର୍ଥ ହେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।