ACF Soumyaranjan ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ର ବଡ ଖୁଲାସା, ଜଳୁଥିଲେ ଥିଲେ ସୌମ୍ୟ, ଦେଖୁଥିଲେ ବିଦ୍ୟା, ବିଦ୍ୟାଭାରତୀଙ୍କ ନାମରେ ଲାଗିଲା ଏହି ସବୁ ଦଫା

ବହୁଚର୍ଚ୍ଚିତ ପାରଳାଖେମୁଣ୍ଡି ACF ସୌମ୍ଯ ରଞ୍ଜନ ମହାପାତ୍ରଙ୍କ ମୃ-ତ୍ୟୁ ମା-ମ-ଲା-ର ତ-ଦ-ନ୍ତ ଶେଷ କରିଛି କ୍ରା-ଇ-ମ-ବ୍ରା-ଞ୍ଚ । ଏନେଇ କ୍ରା-ଇ-ମ-ବ୍ରା-ଞ୍ଚ ଏଡ଼ିଜି ସଞ୍ଜୀବ ପଣ୍ଡା ପ୍ରେସମିଟ୍ କରି ସୂଚନା ଦେଇଛନ୍ତି । ଚଳିତ ବର୍ଷ ଜୁଲାଇ ମାସ ୧୨ ତାରିଖରେ ପାରଳାଖେମୁଣ୍ଡି ସ୍ଥିତ ନିଜ ସରକାରୀ ବାସଭବନରେ ସନ୍ଦେହଜନକ ଭାବେ ପୋଡି ହୋଇ ଏସିଏଫ ସୌମ୍ଯ ରଞ୍ଜନଙ୍କ ମୃତ୍ୟୁ ହୋଇଥିଲା ।

ଏହି ଘଟଣାରେ ସୌମ୍ଯଙ୍କ ପରିବାର ଲୋକ ପତ୍ନୀ ବିଦ୍ୟାଭାରତୀ, DFO ସଂଗ୍ରାମ କେଶରୀ ବେହେରା ଓ ସୌମ୍ୟଙ୍କ ରୋଷେୟାଙ୍କ ଉପରେ ଆ-ରୋ-ପ ଲଗାଇଥିଲେ । ସେମାନଙ୍କ ଅ-ଭି-ଯୋ-ଗ-କୁ ଆଧାର କରି ଏକ ମା-ମ-ଲା ରୁ-ଜୁ କରି ତ-ଦ-ନ୍ତ ଆରମ୍ଭ କରିଥିଲା ପାରଳାଖେମୁଣ୍ଡି ପୋ-ଲି-ସ । କିନ୍ତୁ ପୋ-ଲି-ସ-ର ତ-ଦ-ନ୍ତ ଉପରେ ସୌମ୍ୟଙ୍କ ପରିବାର ଲୋକଙ୍କ ଅସନ୍ତୋଷ ପ୍ରକାଶ ପାଇବାରୁ କ୍ରା-ଇ-ମ-ବ୍ରା-ଞ୍ଚ ହାତରେ ତ-ଦ-ନ୍ତ ଭାର ସମର୍ପଣ କରା ଯାଇଥିଲା । ବର୍ତ୍ତମାନ ତ-ଦ-ନ୍ତ ଶେଷ କରିଛି କ୍ରା-ଇ-ମ-ବ୍ରା-ଞ୍ଚ ।

ତ-ଦ-ନ୍ତ ବେଳେ କ୍ରା-ଇ-ମ-ବ୍ରା-ଞ୍ଚ ପ୍ରଥମେ ଘ-ଟ-ଣା-ସ୍ଥ-ଳ ଯାଇ ତଦନ୍ତ କରିଥିଲେ । ବିଦ୍ୟାଭାରତୀ, DFO, ସୌମ୍ୟଙ୍କ ରୋଷେୟା, DFO ଙ୍କ ସିକ୍ଯୁରିଟି ଗାର୍ଡ ଓ ମାଳିଙ୍କ ସମେତ ବିଦ୍ୟାଭାରତୀ ଓ ସୌମ୍ୟଙ୍କ ପରିବାର ଲୋକଙ୍କ ବ-ୟା-ନ ମଧ୍ୟ ରେ-କ-ର୍ଡ କରିଥିଲା କ୍ରା-ଇ-ମ-ବ୍ରା-ଞ୍ଚ । ପ୍ରାୟ ୮୦ ଜଣଙ୍କ ବ-ୟା-ନ କ୍ରା-ଇ-ମ-ବ୍ରା-ଞ୍ଚ ରେକର୍ଡ କରିବା ସହ ମା-ମ-ଲା-କୁ ପୁଙ୍ଖାନୁପୁଙ୍ଖ ଭାବେ ଯା-ଞ୍ଚ କରିଥିଲା ବୋଲି କହିଛନ୍ତି କ୍ରା-ଇ-ମ-ବ୍ରା-ଞ୍ଚ ଏଡ଼ିଜି ।

ଘ-ଟ-ଣା-ସ୍ଥ-ଳରୁ ମିଳିଥିବା ସମସ୍ତ ପ୍ର-ମା-ଣ ତ-ଥ୍ୟ, ବିଭିନ୍ନ ଲୋକଙ୍କ ବ-ୟା-ନ, ବିଦ୍ୟାଭାରତୀ ଓ DFO ଙ୍କ ପ-ଲି-ଗ୍ରା-ଫ ଟେ-ଷ୍ଟ, ସୌମ୍ୟଙ୍କ ଡାକ୍ତରଙ୍କ ବ-ୟା-ନ ଓ ପୋ-ଷ୍ଟ-ମ-ର୍ଟ-ମ ରିପୋର୍ଟ ଆଦି ସମସ୍ତ ପ୍ରକାର ପ୍ର-ମା-ଣ ତ-ଥ୍ୟ-କୁ ଭିତ୍ତି କରି ସୌମ୍ୟଙ୍କ ମୃ-ତ୍ୟୁ ଦୁ-ର୍ଘ-ଟ-ଣା-ଜ-ନି-ତ ଅଟେ ବୋଲି ପ୍ରକାଶ କରିଛି କ୍ରା-ଇ-ମ-ବ୍ରା-ଞ୍ଚ । ଏହି ମା-ମ-ଲା-ରେ DFO ଓ ରୋଷେୟାଙ୍କ କୌଣସି ଭୂମିକା ନାହିଁ ବୋଲି ଦର୍ଶାଇବା ସହ ଉଭୟଙ୍କୁ କ୍ଳି-ନ-ଚି-ଟ୍ ପ୍ରଦାନ କରିଛି କ୍ରା-ଇ-ମ-ବ୍ରା-ଞ୍ଚ ।

କୌଣସି କାଗଜ ପୋଡିବା ବେଳେ ସୌମ୍ୟଙ୍କ ଦେହରେ କିରୋସିନରେ ନି-ଆଁ ଲାଗିଥିବା ତ-ଦ-ନ୍ତ-ରୁ ଜଣାପଡିଛି । କିନ୍ତୁ ପତ୍ନୀ ବିଦ୍ୟାଭାରତୀ ଘ-ଟ-ଣା-ସ୍ଥ-ଳ-ରେ ଥାଇ ମଧ୍ୟ ସୌମ୍ୟଙ୍କ ଶରୀରରୁ ନି-ଆଁ ଲି-ଭା-ଇ-ବା-କୁ କୌଣସି ଚେଷ୍ଟା କରି ନଥିଲେ କି କାହାକୁ ସାହାଯ୍ୟ ପାଇଁ ମଧ୍ୟ ଡାକି ନଥିଲେ । ଏଥିପାଇଁ ବିଦ୍ୟାଙ୍କ ଉପରେ ସିଆରପିସି ଧାରା ୨୮୫ ଓ ୩୦୪(କ) ରେ ଦ-ଫା ଲଗାଇ ଏକ ମା-ମ-ଲା ରୁ-ଜୁ କରିଛି କ୍ରା-ଇ-ମ-ବ୍ରା-ଞ୍ଚ ।

ତେବେ ସୌମ୍ୟଙ୍କ ପରିବାର ଲୋକ କ୍ରା-ଇ-ମ-ବ୍ରା-ଞ୍ଚର ଏହିଭଳି ଉତ୍ତରରେ ସନ୍ତୁଷ୍ଟ ନଥିବା ଜଣାପଡିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।