ସଲମାନ ଙ୍କ ସୁରକ୍ଷାକବଚ! ଜୀବନରୁ ମା-ରି-ଦେ-ବାର ଧମକ ପରେ ଏବେ ନିଜ ସୁରକ୍ଷା ପାଇଁ Salman ଆଣିଲେ 2 କୋଟିର ବୁଲେଟ ପ୍ରୁଫ କାର…. Features ଜାଣି ଆଶ୍ଚର୍ଯ୍ୟ ହେବେ

ବନ୍ଧୁଗଣ ଗତ କିଛି ଦିନ ତଳେ ବଲିଉଡ ସୁପର ଷ୍ଟାର ସଲମାନ ଖାନ ଙ୍କୁ ହ-ତ୍ୟା ଧ-ମ-କ ମିଳିଥିଲା ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହା ପ୍ରଥମ ଥର ଥିଲା ବରଂ ଏଭଳି ହ-ତ୍ୟା ଧ-ମ-କ ସଲମାନ ଙ୍କୁ ବାରମ୍ବାର ମିଳୁଛି । ଆଉ ଏଭଳି ହ-ତ୍ୟା ଧ-ମ-କ ଭିତରେ ସଲମାନଙ୍କ ନୂଆ ଗାଡିକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଜାତୀୟ ଗଣମାଧ୍ୟମ ରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ସଲମାନ ଏବେ ବୁଲେଟ ପ୍ରୁଫ ଏସୟୁଭି ଗାଡି କିଣିଛନ୍ତି । ନିଜର ସୁରକ୍ଷା ପାଇଁ ସଲମାନ ଏହି ବୁଲେଟ ପ୍ରୁଫ ଗାଡି କିଣିଥିବା ନେଇ ବି ଟାଉନ ରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସଲମାନ ଙ୍କୁ ପୂର୍ବରୁ ୱ୍ହାଇଟ ପ୍ଲସ ର ସୁରକ୍ଷା ମିଳିଛି । କିନ୍ତୁ ଏହା ପରେ ବି ସୁରକ୍ଷାରେ ଯେମିତି ତ୍ରୁଟି ନ ହେବ ସେଥିପାଇଁ ରିସେନ୍ଟ କମ୍ପାନୀର କ୍ଯାଟରଲ ମଡ଼େଲର ଏସ୍ୟୁଭି ଗାଡି ବିଦେଶରୁ ଇମପୋର୍ଟ କରିଛନ୍ତି । ଏହି ଗାଡି ଭାରତରେ ବିକ୍ରି ହେଉ ନାହି । ତେଣୁ ଏହାକୁ ବିଦେଶରୁ ଲଗାଇଛନ୍ତି ସଲମାନ । ଏହା ଦ୍ଵାରା ଗାଡିରେ ମୁମ୍ବାଇ ରାସ୍ତାରେ ବିନା ଭୟରେ ଯାତାୟାତ କରିପାରିବେ ସଲମାନ ।

ଏହି ସ୍ଵତନ୍ତ୍ର ଏଡିସନ ଖାସ କରି ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖିକି ନିର୍ମାଣ କରାଯାଇଛି । ଏହି ଗାଡିର ଚାରିପଟେ ବୁଲେଟ ପ୍ରୁଫ ଗ୍ଳାସ ରହିଛି ଯାହା ଗାଡି ପାଇଁ ସୁରକ୍ଷା ବଳ ତିଆରି କରିଛି । କେବେଳ ଏତିକି ନୁହେଁ ଏ ଗାଡିକୁ ଏମିତି ଜ୍ଞାନ କୌଶଳରେ ନିର୍ମିତ କରାଯାଇଛି ଯେ ଅତି ପାଖରୁ ବା ସ୍ନାଇପର ବ-ନ୍ଧୁ-କରେ ଗୁ-ଳି କରିଲେ ବି ଏହାର କାଚକୁ ଭେଦ କରିପାରିବ ନାହି । ସଲମାନ କିଣିଥିବା ଗାଡି ଧଳା ରଙ୍ଗର ହୋଇଥିବା ବେଳେ ବେଶ ଷ୍ଟାଇଲିସ ମଧ୍ୟ । ଏ ଗାଡିରେ ସଲମାନଙ୍କୁ ମୁମ୍ବାଇ ରାସ୍ତାରେ ଦେଖିବାକୁ ମିଳିଛି ।

ତାଙ୍କ ସୁରକ୍ଷାକୁ କଡାକଡି କରାଯିବ ସହ କାରକେଟ କରି ତାଙ୍କୁ ନିଆଯାଉଛି । ଯେଉଁ କାରକେଟ ରେ ପ୍ଲିସ ଅଧିକାରୀ ମଧ୍ୟ ରହୁଛନ୍ତି । ସୁରକ୍ଷା ଦ୍ରୁଷ୍ଟି କୋଣରୁ ଏହି ଗାଡି ବଡ ବଡ ସେଲିବ୍ରେଟି ମାନଙ୍କର ପ୍ରଥମ ପସନ୍ଦ ପାଲଟିଛି । ସଲମାନ କିଣିଥିବା ଗାଡିରେ 5.6 ଭିଏତ ପେଟ୍ରୋଲ ର ଅତ୍ୟାଧୁନିକ ଇଞ୍ଜିନ ରହିଛି । ଏହା ବାଦ ସୁରକ୍ଷା ପାଇଁ ବିଭିନ୍ନ ଫିଚର୍ସ ବି ରହିଛି । ଭାରତୀୟ ବଜାରରେ ଏହି ଗାଡି ବିକ୍ରି ହେଉତ୍ନ ଥିଲେ ବି ବିଦେଶରେ ଏହାର ମୂଲ୍ୟ 2 କୋଟି ଟଙ୍କା ରହିଛି ।

ପୂର୍ବରୁ ସଲମାନ ନିଜର ସୁରକ୍ଷା ପାଇଁ ଡ଼ୋଏଟା ଲ୍ୟାଣ୍ଡପୁଞ୍ଜର-200 ର ବ୍ୟବହାର କରୁଥିଲେ । ସଲମାନ କେବଳ ବୁଲେଟ ପ୍ରୁଫ ଗାଡି ନାହାନ୍ତି ବରଂ କିଛି ଦିନ ପୂର୍ବରୁ ନିଜର ସୁରକ୍ଷା ପାଇଁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ପାଇଁ ଆବେଦନ କରିଥିଲେ । ଯାହା ତାଙ୍କୁ ଏବେ ମିଳିଛି । ଆଗାମୀ ସମୟରେ ସଲମାନ ଙ୍କ ନୂଆ ଫିଲ୍ମ “କିସି କା ଭାଇ କିସ ନା ଜାନ” ରିଲିଜ ହେବାକୁ ଯାଉଛି । ଏହା ପରେ “ଟାଇଗର-3” ରେ ସଲମାନ ଙ୍କୁ ଦେଖିବାକୁ ମିଳିବ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ବଲିଉଡ ଷ୍ଟାର ସଲମାନ ଖାନ କେମିତି ଲାଗନ୍ତି ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।