ସକାଳୁ ଉଠି କଣ ଖାଇବା ଦ୍ଵାରା ପେଟ ଥିବା ଗ୍ୟାସ 1 ଦିନରେ ଭଲ ହୋଇଥାଏ ? ଜାଣନ୍ତୁ

ନମସ୍କାର ବନ୍ଧୁଗଣ । ସାଧାରଣତଃ ମଣିଷ ତା ଦୈନନ୍ଦିକ ଜୀବନରେ କିଛି ନା କିଛି ଶିଖିବାକୁ ପାଇଥାଏ । ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଆପଣମାନେ ଅନେକ ଗୁଡାଏ ଅସାଧାରଣ ଜ୍ଞାନର ଭଣ୍ଡାରକୁ ଗ୍ରହଣ କରିବେ । ଯାହାକୁ ଆମେ ଅନେକ କ୍ଷେତ୍ରରେ ବିନିଯୋଗ କରି ନିଜର ଜ୍ଞାନର ବ୍ୟବହାର କରିପାରିବ । ତେବେ ଏଭଳି ମଜାଦାର ପ୍ରଶ୍ନମାଳା ନେଇ ଆସିଛୁ ଆପଣଙ୍କ ସାମ୍ନାକୁ ।

ଯଦି ଆପଣ ଏହାର ଉତ୍ତର ଜାଣନ୍ତି ତେବେ କାମେଣ୍ଟ ମାଧ୍ୟମରେ ଆମକୁ ଜଣାଇପାରିବେ । ତେବେ ଆସନ୍ତୁ ଆରମ୍ଭ କରିବା ଆଜିକାର ପ୍ରଶ୍ନଉତ୍ତର ପ୍ରତିଯୋଗୀତା ।1- କେଉଁ ଦେଶରେ ଅଳିଆ ଆବର୍ଜ୍ଜ୍ନନାରୁ ବିଜୁଳି ସୃଷ୍ଟି କରାଯାଇଥାଏ ?

ଉତ୍ତର : ସିଙ୍ଗାପୁରରେ ଅଳିଆ ଆବର୍ଜ୍ଜ୍ନନରୁ ବିଜୁଳି ସୃଷ୍ଟି କରାଯାଇଥାଏ ।

2- ବିଶ୍ଵର ପ୍ରଥମ ଦେଶ କିଏ ଯିଏ କି ପୁସ୍ତକ ଛାପି ଥିଲା ?

ଉତ୍ତର : ଚୀନ ପ୍ରଥମେ ପୁସ୍ତକ ଛାପି ଥିଲା ।

3- ଅଲମ୍ପିକ ଖେଳର ଆୟୋଜନ କେତେ ବର୍ଷରେ କରାଯାଇଥାଏ ?

ଉତ୍ତର : ଅଲମ୍ପିକ ଖେଳର ଆୟୋଜନ 4 ବର୍ଷରେ ଥରେ କରାଯାଇଥାଏ ।

4- ପକ୍ଷୀ ମାନଙ୍କର ରାଜା କାହାକୁ କୁହାଯାଏ ?

ଉତ୍ତର : ଚିଲକୁ ପକ୍ଷୀ ମାନଙ୍କର ରାଜା କୁହାଯାଇଥାଏ ।

5- ବିଶ୍ଵର ସବୁଠାରୁ ଅଧିକ ଶିକ୍ଷିତ ଲୋକ କେଉଁ ଦେଶରେ ଅଛନ୍ତି ?

ଉତ୍ତର : କାନାଡା ରେ ବିଶ୍ଵର ଅଧିକ ଶିକ୍ଷିତ ଲୋକ ରହିଥାନ୍ତି ।

 

 

6- ଏମିତି କେଉଁ ଜୀବ ଅଛି ଯିଏ କି ସୂର୍ଯ୍ୟଙ୍କୁ ଦେଖି ପାରେ ନାହିଁ ?

ଉତ୍ତର : ଘୁସୁରୀ ଏଭଳି ଏକ ଜୀବ ଯାହା ସୂର୍ଯ୍ୟଙ୍କୁ ଦେଖି ପାରି ନ ଥାଏ ।

7- ଏମିତି କେଉଁ ଦେଶ ଅଛି ଯେଉଁଠାରେ ଗୋଟିଏ ବି ଗଛ ନାହିଁ ?

ଉତ୍ତର : କତ୍ତର ଦେଶରେ ଗୋଟିଏ ବି ଗଛ ନ ଥାଏ ।

 

8-  ଭାରତରେ କାହାକୁ ଦଣ୍ଡ ଦିଆଯାଇ ପାରିବ ନାହିଁ ?

ଉତ୍ତର : ଦେଶରେ ରାଷ୍ଟ୍ରପତିଙ୍କୁ ଦଣ୍ଡ ଦିଆଯାଇ ପାରିବ ନାହିଁ ।

9- ଗୋଟିଏ ସିଂହର ଗର୍ଜନ କେତେ ଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ ?

ଉତ୍ତର :  ଗୋଟିଏ ସିଂହର ଗର୍ଜନ 8 km ଦୂର ପର୍ଯ୍ୟନ୍ତ ଶୁଣାଯାଇଥାଏ ।

10 – କଣ ଖାଇଲେ ପେଟ ଗ୍ୟାସ 1 ଦିନରେ ଭଲହେବ ?

ଉତ୍ତର : ମଣ୍ଡିଆ ଖାଇଲେ ପେଟ ଗ୍ଯାସ 1 ଦିନରେ ଭଲ ହୋଇଥାଏ ।

ଆପଣଙ୍କୁ ଯଦି ଏହି ପୋଷ୍ଟଟି ଭଲ ଲାଗେ ତେବେ ଆମ ପେଜ୍ କୁ ଲାଇକ ,ଶେୟାର ଓ କାମେଣ୍ଟ କରିବାକୁ ଭୁଲିବେ ନାହିଁ ।