ସକାଳୁ ଉଠି ଜପନ୍ତୁ 4 ଅକ୍ଷର ବାଲା ଏହି ଚମତ୍କାରୀ ମନ୍ତ୍ର, ଫକୀର କୁ ବି କରିଦିଏ କୋଟିପତି- Ajira Anuchinta

ପ୍ରାୟତଃ ଆପଣ ଦେଖିଥିବେ କି କେତେକ ଲୋକମାନଙ୍କ ଘରେ ଅଚାନକ ସବୁ କାର୍ଯ୍ୟର ବିପରୀତ ପରିଣାମ ଦେଖିବାକୁ ମିଳିଥାଏ । କିଛି କାମ ପୁରା ହେଉ ହେଉ ବନ୍ଦ ହୋଇଯିବ । କୌଣସି ବି କାମ ତାଙ୍କ ଇଚ୍ଛା ଅନୁସାରେ ହେଉ ନାହିଁ । ଘରର ସ୍ଥିତି ଏମିତି ହୋଇ ଯାଇଛି ନିଜ ଘରେ ରହିବାକୁ ଭଲ ଲାଗୁ ନାହିଁ । କୌଣସି କାମରେ ମନ ଲାଗୁ ନାହିଁ । ଆପଣଙ୍କୁ ଖରାପ ଚିନ୍ତାଧାର ଆସୁଛି । ଦିନସାରା ଟେନସନରେ ରହୁଛନ୍ତି । ତେବେ ସବୁଦିନ ସକାଳୁ ସକାଳୁ ଉଠି ଆପଣ ଏହି ଶବ୍ଦକୁ କୁହନ୍ତୁ ।

ଏହା ଦ୍ଵାରା ଆପଣଙ୍କ ସବୁ ଇଚ୍ଛା ପୁରା ହୋଇଯିବ । ଭଗବାନ ଶିବ ଆପଣଙ୍କ ଉପରେ ପ୍ରସନ୍ନ ହେବେ । ବିନା ପୂଜା ପାଠରେ ଆପଣଙ୍କୁ ସବୁକିଛି ମିଳିବ ଯାହା ବିଷୟରେ ଆପଣ ଚିନ୍ତା ବି କରି ନ ଥିବେ । ଯଦି ଆପଣ ନିଜ ଘରର ଛୋଟ ପିଲାମାନଙ୍କୁ ଏହା କରିବାକୁ କହି ପାରିବେ । ଏହା ଦ୍ଵାରା ଆପଣ ମାନସିକ ରୂପରେ ବିକାଶ କରିବେ ।

ଘରର ମହିଳାମାନେ ବି ଏହି ଉପାୟକୁ ନିଶ୍ଚିତ ରୂପରେ କରନ୍ତୁ । ଏଥିପାଇଁ କେବଳ ସକାଳୁ ସକାଳୁ ଏହି ଶବ୍ଦ କହିବାର ଅଛି । ଏଥିପାଇଁ ଆପଣଙ୍କୁ ଗାଧୋଇବାକୁ ବି ପଡିବ ନାହିଁ । ଘରର ମହିଳାମାନେ ଯଦି ଏହି ଶବ୍ଦକୁ କହୁଛନ୍ତି ତେବେ ଆପଣଙ୍କର ସର୍ବ ଗୁଣ ସମ୍ପନ୍ନ ସନ୍ତାନ ଜନ୍ମ ହେବ । ଯିଏକି ଘର ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହେବ । ଆପଣଙ୍କ ବୈବାହିକ ଜୀବନ ବି ବହୁତ ଭଲ ହୋଇଯିବ ।

ଏତେ ଶୁଭ ଫଳ ମିଳିବ ଯାହା ବିଷୟରେ ଆପଣ କଳ୍ପନା ବି କରି ନ ଥିବେ । ସେହିଭଳି ବୟସ୍କ ଲୋକମାନେ ନିଜର ଦୀର୍ଘାୟୁ ଓ ଭଲ ସ୍ୱାସ୍ଥ୍ୟ ପାଇଁ, ବ୍ୟାପାରୀମାନେ ନିଜର ବ୍ୟାପାରକୁ ବୁଦ୍ଧି କରିବା ପାଇଁ ଏହି ଉପାୟକୁ କରି ପାରିବେ । ଏହି ଶବ୍ଦକୁ କହିବା ଦ୍ଵାରା ଆପଣଙ୍କୁ ଭଗବାନ ଶିବଙ୍କ କୃପା ଅବଶ୍ୟ ମିଳିବ । ଏହିଭଳି କରିବା ଦ୍ଵାରା ଆପଣଙ୍କୁ ଜୀବନରେ ସମସ୍ତ ପ୍ରକାରର ସଫଳତା ମିଳିବ । ଆପଣଙ୍କୁ କେବଳ ଏତିକି କରିବାକୁ ପଡିବ କି ସକାଳୁ ଉଠି ପ୍ରଥମେ ଦେବତାମାନଙ୍କର ଧ୍ୟାନ କରିବା ଉଚିତ ।

ଆପଣ ନିଜର ଦିନର ଆରମ୍ଭ ଦେବତାଙ୍କ ପୂଜା ଠାରୁ କରନ୍ତୁ । ଯାହା ଦ୍ଵାରା ଆପଣଙ୍କୁ ସଠିକ ଓ ଶୁଭ ଫଳ ମିଳିବ । ଆପଣ ସକାଳୁ ଉଠି ଦୁଇ ହାତ ଯୋଡି ଏହି ଦୁଇ ଶବ୍ଦ କୁହନ୍ତୁ । ତାହା କିଛି ଏହିଭଳି ‘ଓଁ ଜୂଂ ସଃ’ । ଏହା ଲହୁ ମୃତ୍ୟୁଞ୍ଜୟ ମନ୍ତ୍ର ଅଟେ । ଏହି ମନ୍ତ୍ର ଜପ କରିବା ଦ୍ଵାରା ଆପଣଙ୍କ ଜାତକରେ ଯାହା ବି କିଛି ଦୋଷ ଅଛି ତାହା ବି ଦୂର ହୋଇଯିବ । ନିଜର ଦୁଇ ହାତକୁ ଯୋଡି ଏହି ମନ୍ତ୍ରକୁ ବି ଜପ କରନ୍ତୁ । ଯେମିତି କି

କରାଗ୍ରେ ବସତେ ଲକ୍ଷ୍ମୀଃ

କରମଧ୍ୟେ ସରସ୍ୱତୀ

କର ମୂଲେ ତୁ ଗୋବିନ୍ଦଃ

ପ୍ରଭାତେ କରଦର୍ଶନମଃ ॥

ଆପଣ ଯେ କୌଣସି ଗୋଟିଏ ମନ୍ତ୍ର ଜପ କରି ପାରିବେ କିମ୍ବା ଦୁଇଟି ମନ୍ତ୍ର ବି ଜପ କରି ପାରିବେ ।