ମିଗ-୨୧ ପାଇଲଟ ସହିଦ ଅଭିନବ ମାତ୍ର ୧ ଟଙ୍କାରେ କରିଥିଲେ ବିବାହ, ଓ କହିଥିଲେ କିଛି ଏମିତି କି ଶୁଣି ଆପଣ ବି କରିବେ ସଲାମ !

ଗତ କିଛି ଦିନ ତଳେ ବିଳମ୍ବ ରାତି ସମୟରେ ହଠାତ ଭାରତୀୟ ବାୟୁସେନା ର ଏକ ବିମାନ ମିଗ – 21 ଦୁ-ର୍ଘ-ଟ-ଣା-ରେ ନଷ୍ଟ ହୋଇ ଯାଇଥିଲା । ଏହି ଦୁ-ର୍ଘ-ଟ-ଣା-ରେ ଫା-ଇ-ଟ-ର ପ୍ଳେନରେ ଥିବା ପାଇଲଟ ଙ୍କର ମୃ-ତ୍ୟୁ ହୋଇଥିଲା ।

ଏହା ଏକ ଅଭ୍ୟାଶ ଥିଲା ଚାଲିଥିବା ସମୟରେ ଦୁ-ର୍ଘ-ଟ-ଣା ଘଟିଥିଲା । ଏହା ପଞ୍ଜାବ ରେ ଘ-ଟି-ଥି-ଲା। ଆଜି ଯାଏ ଏହାର କାରଣ ସ୍ପଷ୍ଟ ହୋଇ ପାରିନି । ସୂଚନା ଅନୁସାରେ ଏହି ବିମାନ ରେ ଥିବା ପାଇଲଟ ହେଉଛନ୍ତି ସ୍କ୍ବାର୍ଡେନ ଲିଡର ଅଭିନବ ଚୌଧୁରୀ । ଏହାଙ୍କ ପରିବାର ଉତ୍ତର ପ୍ରଦେଶ ର ବାଗପତ ର ନିବାଶି ଅଟନ୍ତି । ମାତ୍ର ଅଭି ଅଭିନବଙ୍କର ପରିବାର ମେରଟ ରେ ରହୁଛନ୍ତି । ଏଭଳି ଦୁ-ର୍ଘ-ଟ-ଣା ବିଷୟରେ ଜାଣି ତାଙ୍କ ପରିବାରରେ ଶୋ-କ-ର ଲ-ହ-ରୀ ଆସିଯାଇଛି ।

ଅଭିନବଙ୍କ ବିବାହ ମେରଟରେ ହୋଇଥିଲା ୨୦୧୯, ୨୫ ଡିସେମ୍ବର ରେ । ଏତେ ଜଲ୍ଦି ସେ ତାଙ୍କ ପତ୍ନୀ ଓ ପରିବାର ଲୋକଙ୍କୁ ଛାଡି ଚାଲିଯିବା କଥାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି । ଯେଉଁ ସମୟରେ ଅଭିନବଙ୍କର ମୃ-ତ୍ୟୁରେ ତାଙ୍କ ପରିବାର ଶୋକାତୁଳ ହୋଇଛି ତାହାର ଅପର ପକ୍ଷରେ ଯୌତୁକ ଲୋଭିମାନଙ୍କୁ ଶିକ୍ଷା ଦେଇଥିବା କଥା ମନେ ପଡୁଛି ସଭିଙ୍କୁ । ଆଜ୍ଞା ହଁ ଆମେ କହି ରଖିବାକୁ ଚାହିଁ ବୁ କି ଅଭିନବ ଜଣେ ସାଧାରଣ ଚାଷୀଙ୍କର ପୁଅ ମାତ୍ର ସେ ତାଙ୍କ ନି-ର୍ବ-ନ୍ଧ ରେ କେବଳ ୧ ଟଙ୍କା ନେଇ ଏହାକୁ ସମ୍ପୂର୍ଣ କରିଥିଲେ ।

ଅଭିନବ ଙ୍କ ପରିବାର ଅନେକ ପ୍ରସ୍ତାବ ଫେରାଇବା ପରେ ଯେଉଁ ଠାରେ ତାଙ୍କ ବିବାହ ସ୍ଥିର ହୋଇଥିଲା ସେଠାରୁ ଆସିଥିବା ସବୁ ଧନ ରାଶି ଭି ଫେରେଇ ଦେଇଥିଲେ ଅଭିନବ। ଯଦି ଆମେ ତାଙ୍କ ପରିବାର ବିଷୟରେ କହିବା ତ ତାଙ୍କ ପିତା ସୌମେନ୍ଦ୍ର ଚୌଧୁରୀ ଜଣେ ଚାଷୀ ଅଟନ୍ତି । ତାଙ୍କର ମା ଙ୍କ ନାମ ସତ୍ୟା ଚୌଧୁରୀ ଅଟେ । ସେ ଜଣେ ଗୃହିଣୀ ଅଟନ୍ତି ଯେତେବେଳେ କି ତାଙ୍କ ପରିବାରରେ ଏକ ସାନ ଭଉଣୀ ମଧ୍ୟ ଅଛି ଯାହାର ନାମ ମୁଦ୍ରିକା ଚୌଧୁରୀ ଅଟେ ।

ଅଭିନବ ଙ୍କର ପ୍ରସ୍ତାବ ଜଣେ ଅଧ୍ୟାପକ ଙ୍କ ଝିଅ ସହ ହୋଇଥିଲା । ସେ ଫ୍ରାନ୍ସ ରେ ମାଷ୍ଟର ଡିଗ୍ରୀ କରିଥିଲେ ବିଞ୍ଜ୍ଯାନରେ । ଅଭିନବ ବାହାଘରରେ ମାତ୍ର ୧ ଟଙ୍କା ନେଇକି କହିଥିଲେ କି ବିବାହ ପାଇଁ କି ଦୁଇ ପରିବାର ଏକାଠି ହେବା ପାଇଁ ପଇସା ର ଆବଶ୍ୟକତା ନାହିଁ , କାରଣ ବିବାହ ରେ ଯୌତୁକ ଥିଲେ ଏହା ବି-ବା-ଦ ଆଣିଦିଏ । ସେ କହିଥିଲେ କି ଯୌତୁକ ଉପରେ ସମ୍ପୂର୍ଣ ରୂପରେ ଆଇନ କରି ଏହାକୁ ବନ୍ଦ କରିଦେବା ଉଚ୍ଚିତ ଅଟେ ।

ସୂତ୍ରରୁ ଜଣା ପଡିଛି କି ଡେରାଡୁନ ରେ ଅଭିନବ ନିଜର ପାଠ ପଢା ସାରିଥିଲେ । ବାୟୁସେନାରେ ଥିବା ପ୍ରତେକ ବ୍ୟକ୍ତି ଏହା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଓ କହିଛନ୍ତି କି ସେମାନେ ଯେଉଁ ବିରକୁ ହାରାଇ ଛନ୍ତି ତାହାର ପରିବାର ସହ ସେମାନେ ସବୁବେଳେ ଠିଆ ହୋଇ ରହିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ