ଏମିତି କଣ ଖାଇଲେ ୧୦ ଗୁଣା ବଢିଯିବ Immunity- Dr B. K. Mishra

ଆମ ଦେଶରେ କୋରୋନାର ଦିତୀୟ ଲହର ଯୋଗୁ ଚାରି ଆଡେ ହାହାକାର ଦେଖା ଯାଉଛି । କୋରୋନାରେ କେତେ ଯେ ଲୋକ ମାନେ ଆକ୍ରାନ୍ତ ହୋଇ ନିଜର ଜୀ-ବ-ନ ହା-ରୁ-ଛ-ନ୍ତି ତାହା କହିବା ସମ୍ଭବ ନୁହେ ।

ଯେଉଁ ବ୍ଯକ୍ତିର ରୋଗ ପ୍ରତିରୋଧକ ଶକ୍ତି ବା ଇମ୍ୟୁନିଟି ପାୱାର ଶରୀରରେ କମ ରହିଥାଏ ସେହି ବ୍ୟକ୍ତି କ୍ଷେତ୍ରରେ କୋରୋନା ସଂକ୍ରମଣ ହେବାର ଅଧିକ ସମ୍ଭାବନା ରହିଥାଏ । ଆଜି ଆମେ ଆପଣ ମାନଙ୍କୁ କେଉଁ ସବୁ ଖାଦ୍ଯର ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ହେବ ସେହି ବିଷୟରେ କହିବାକୁ ଯାଉଛୁ ।ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବା ପାଇଁ ଅଦାର ଆବଶ୍ୟକତା ରହିଛି । ଏଥିରେ ଥିବା ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ ।

ଏହା ପରେ ଯେଉଁ ଜିନିଷର ଆବଶ୍ୟକତା ରହିଛି ତାହା ହେଉଛି ଅନାର ଯାହାର ରସର ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବଢିଥାଏ । ଏହା ପରେ ରହିଛି ରସୁଣ ଯେଉଁଥିରେ ଆଣ୍ଟି ଆକ୍ସିଡେଣ୍ଟ ଥିବାରୁ ଏହାର ସେବନ ଦ୍ଵାରା ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିଥାଏ । ଏହା ପରେ ରହିଛି ବ୍ରୋକଲି ଯେଉଁଥିରେ ଆଇରନ, କ୍ୟାଲସିୟମ, ଜିଙ୍କ, ଭିଟାମିନ-୧୨ ଆଦି ରହୁଥିବାରୁ ଏହା ଆମ ଶରୀରର ଇମ୍ୟୁନିଟି ପାୱାର ବୃଦ୍ଧି କରିବା ଦରକାର ହୋଇଟାହେ । ଏହା ପରେ ରହିଛି ମିଠା ପଟାଟୋ ବା ସାକର କନ୍ଦ ଯେଉଁଥିରେ ପ୍ରଚୁର ପରିମାଣରେ ଭିଟାମିନ-ଏ ରହିଥାଏ ।

ଏଥିରେ ଫାଇଭର ରହୁଥିବାରୁ ଏହାର ସେବନ କରିବା ଦ୍ଵାରା ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି ହୋଇଥାଏ । ଏହା ପରେ ରହିଛି ପାଳଙ୍ଗ ଶାଗ ଯେଉଁଥିରେ ଆଇରନ, ଭିଟାମିନ-ସି, ମ୍ୟାଗ୍ନେସିୟମ ରହୁଥିବାରୁ ଆମ ଶରୀରରେ ଇମ୍ୟୁନିଟି ପାୱାର ବୃଦ୍ଧି କରିବାରେ ସାହାଜ୍ଯ କରିଥାଏ । କୋରୋନାରୁ ରକ୍ଷା ପାଇବାକୁ ହେଲେ ମସରୁମ ବା ଛତୁର ସେବନ କରିବା ଜରୁରୀ ଅଟେ ।

ମସରୁମ ଖାଇବା ଦ୍ଵାରା ଆମ ଶରୀରରେ ଇମ୍ୟୁନିଟି ପାୱାର ବଢିଥାଏ । ଏହା ସହ ଦହି ଖାଇବା ଦ୍ଵାରା ଏଥିରେ ଥିବା ଭିଟାମିନ-ଡି, କ୍ୟାଲସିୟମ ଆମ ଶରୀରରେ ପ୍ରୋଟିନ ଦେବା ସହ ଇମ୍ୟୁନିଟି ପାୱାର ବାରୁଢୀ କରିବାରେ ସାହାଜ୍ଯ କରିଥାଏ । ଏହା ପରେ ରହିଛି ତରଭୁଜ ଯେଉଁଥିରେ ଆଣ୍ଟି ଅକ୍ସିଡେଣ୍ଟ, ଭିଟାମିନ-ଏ, ଭିଟାମିନ ସି ରହିବାରୁ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଧରେ ଦରକାରୀ ହୋଇଥାଏ ।

ଏହା ସହ ଚିକେନ ସୁପର ସେବନ କରିଲେ ଆମ ଶରୀରରେ ଇମ୍ୟୁନିଟି ପାୱାର ବାଧିତହାଏ । ଏହା ବ୍ଯତୀତ ଗ୍ରୀନ ଟିର ସେବନ କରିବା ଦ୍ଵାରା ଆମ ଶରୀରରେ ଇମ୍ୟୁନିଟି ବୁସ୍ଟ ହୋଇଥାଏ । ଚାହା ବା କଫି ବ୍ଯତୀତ ଗ୍ରୀନ ଟି ଆମ ସ୍ୱାସ୍ଥ୍ୟ ପାଇଁ ହିତକରକ ହୋଇଥାଏ । ଏହି ସବୁ ଖାଦ୍ଯର ସେବନ କରିବା ଦ୍ଵାରା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।