ନିଜର ଅଜବ ଗଜବ Hair Style ପାଇଁ ଏବେ ଖୁବ ଚର୍ଚ୍ଚାରେ Shilpa Shetty, Video ଦେଖିବା ପରେ ଫ୍ୟାନ୍ସ କହିଲେ କିଛି ଏମିତି କି ଶିଲ୍ପା ମୁଣ୍ଡ ଗୋଲ…ଦେଖନ୍ତୁ Video

ଆପଣ ଅନେକ ହେୟାର ଷ୍ଟାଇଲ ଦେଖିଥିବେ । କିନ୍ତୁ ଶିଳ୍ପା ସେଟ୍ଟୀଙ୍କ ଏହି ହେୟାର ଷ୍ଟାଇଲ ଆଗରୁ ହୁଏତ କେବେ ଦେଖି ନଥିବେ । ସୋ-ସି-ଆ-ଲ ମି-ଡି-ଆ-ରେ ଶିଳ୍ପା ନିଜ ନୂଆ ହେୟାର ଷ୍ଟାଇଲ ଭିଡିଓ ଶେୟାର କରି କ୍ୟାପସନରେ ଲେଖିଛନ୍ତି, ‘ଅଣ୍ଡରକଟ୍ ବଜ୍ କ-ଟ୍’ । ଏହାକୁ ଦେଖିବା ପରେ ଫ୍ୟାନ୍ସ ମାନେ ଅନେକ କିଛି କମେଣ୍ଟ ମଧ୍ୟ ଦେଇଛନ୍ତି । ଏହି ଭି-ଡି-ଓ ସୋ-ସି-ଆ-ଲ ମି-ଡି-ଆ-ରେ ଖୁବ ଚର୍ଚ୍ଚାର ଖୋରାକ ଯୋଗାଇଛି । ଜୀବନ ସହ ଜଡିତ ପ୍ରାୟ ପ୍ରତ୍ଯେକ ଅପଡେଟ ସୋ-ସି-ଆ-ଲ ମି-ଡି-ଆ-ରେ ଛାଡନ୍ତି ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ।

ଶିଳ୍ପାଙ୍କ ଭି-ଡି-ଓରେ ସେ ଜବରଦସ୍ତ ୱାର୍କଆଉଟ କରୁଥିବା ସହ ନିଜ କେଶକୁ ବାନ୍ଧୁଥିବାର ମଧ୍ୟ ଦେଖିବାକୁ ମିଳିଛି । ଯେଉଁଥିରେ ତାଙ୍କ ଅଣ୍ଡର-କ-ଟ୍ ବଜ୍ ହେୟାର ଷ୍ଟାଇଲ ମଧ୍ୟ ଦେଖିବାକୁ ମିଳିଛି । ଭି-ଡି-ଓ ଦେଖି ଲୋକଙ୍କୁ ଲାଗୁଛି କି ଶିଳ୍ପା ତିରୁପତ୍ତି ଯାଇ ଚୁଟି ଦାନ କରି ଆସିଛନ୍ତି ଓ ଉପରେ ୱିଗ ଲଗାଇଛନ୍ତି । ଶିଳ୍ପା ଏହି ପୋଷ୍ଟରେ ଲେଖିଛନ୍ତି, “ଆପଣ ବିନା କୌଣସି ରିସ୍କ ନନେଇ ପ୍ରତ୍ଯେକ ଦିନ ବଞ୍ଚି ପାରିବେନି । ଏହି ଅଣ୍ଡର-କ-ଟ୍ ବଜ୍ କ-ଟ୍ ମୋର ନୂଆ ଆରୋବିକ ଟ୍ରାଇବାଲ ସ୍କ୍ବାଟ ।

ଏହା ଦ୍ବାରା ଶରୀରର ସମସ୍ତ ମାଂସପେଶୀ, କାନ୍ଧ, ବାହୁ ଏବଂ ଗୋଡର ସମନ୍ଵୟ ରକ୍ଷା ହୋଇପାରିବ । ଏହି ରୁଟିନରେ ୬୦ ସେକେଣ୍ଡରେ ୪ ସେଟ କରିବାକୁ ପଡିଥାଏ । ଏଥିରେ ପ୍ରଥମ ସେଟ ମଧ୍ୟରେ ୩୦ ସେକେଣ୍ଡର ବ୍ରେକ ନେବାକୁ ହୋଇଥାଏ । ପାର୍ଥକ୍ଯ ଦେଖିବା ପାଇଁ ଏହାକୁ ଲଗାତାର କରିବାକୁ ପଡିବ । କୁହାଯାଏ ପରିଶ୍ରମ କଲେ ହିଁ ସଫଳତା ମିଳିଥାଏ ।”

ଶିଳ୍ପା ବହୁତ ଫିଟନେସ୍ ଫ୍ରେକ୍ ଅଟନ୍ତି । ଏପରି ଭିଡିଓ ଶେୟାର କରି ସେ ଲୋକଙ୍କୁ ଏହା କରିବା ଲାଗି ପ୍ରେରଣା ଦେଇଛନ୍ତି । ଶିଳ୍ପାଙ୍କ ଏହି ହେୟାର ଷ୍ଟାଇଲକୁ କେତେକେ ଲୋକ ପସନ୍ଦ କରୁଥିବା ବେଳେ ଆଉ କେତେକେ ସୋ-ସି-ଆ-ଲ ମି-ଡି-ଆ ୟୁଜର୍ସ ଏହାକୁ ନକଲି ବୋଲି କହୁଛନ୍ତି । ତେବେ ନୂଆ ଭିଡିଓ ଶେ-ୟା-ର କରି ଶିଳ୍ପା ସମସ୍ତ ଟ୍ରୋ-ଲ-ର୍ସଙ୍କ ମୁହଁ ବନ୍ଦ କରି ଦେଇଛନ୍ତି । ଶିଳ୍ପା ହେୟାର କ-ଟ୍ କରୁଥିବା ସମୟର ଏକ ଭିଡିଓ ମଧ୍ୟ ଶେୟାର କରିଛନ୍ତି ।

ଭିଡିଓରେ ଶିଳ୍ପା ମୁଣ୍ଡର ପଛଭାଗ କେଶକୁ ସଂପୂର୍ଣ୍ଣ ଭାବେ ଟ୍ରିମ କରୁଥିବାର ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।