୧୦୦ ବର୍ଷ ପରେ ପ୍ରଥମ ଥର କ୍ରୋଧିତ ହେଲେ ଶନିଦେବ, କାଲିଠୁ ସାବଧାନ ରୁହନ୍ତୁ ଏହିସବୁ ରାଶିର ଲୋକ

ସମସ୍ତେ ଜାଣିଛନ୍ତି କି ଗ୍ରହମାନଙ୍କର ଗତି ପରିବର୍ତ୍ତନ କାରଣରୁ ହିଁ ଆମେ ସମସ୍ତେ ନିଜ ଜୀବନରେ ବହୁତ କିଛି ପରିବର୍ତ୍ତନ ଦେଖିଥାଉ । ଆପଣଙ୍କୁ କହିଦେଉଛୁ କି ସବୁ ଦେବୀ ଦେବତାଙ୍କ ମଧ୍ୟରେ ଶନିଦେବଙ୍କୁ ନ୍ୟାୟର ଦେବତା କୁହାଯାଏ । ଯିଏକି ଅନୁଚିତ କାର୍ଯ୍ୟ କରୁଥିବା ଲୋକମାନଙ୍କୁ ଦଣ୍ଡ ଦିଅନ୍ତି । ଯେଉଁ ବ୍ୟକ୍ତିଙ୍କ ଉପରେ ଶନିଦେବ କ୍ରୋଧିତ ହୋଇ ଯାଆନ୍ତି ତାଙ୍କର ବିନାସ ସୁନିଶ୍ଚିତ । ଜ୍ୟୋତିଷୀଙ୍କ ମାନିବେ ତ ଗ୍ରହମାନଙ୍କର ଗତି ପରିବର୍ତ୍ତନ କାରଣରୁ କିଛି ଖାସ ଯୋଗ ତିଆରି ହେଉଛି ।

ଏହା ସହିତ ଶନିଦେବ ବକ୍ରୀରୁ ମାର୍ଗୀ ହେବାକୁ ଯାଉଛନ୍ତି । ଏହା ଦ୍ଵାରା କିଛି ରାଶିମାନଙ୍କ ଉପରେ ଏହାର ଗଭୀର ପ୍ରଭାବ ପଡିବ । ଶନିଦେବଙ୍କ ମାର୍ଗୀ ହେବା ଦ୍ଵାରା କେତେକ ରାଶିମାନଙ୍କ ଜୀବନରେ ଚାଲୁଥିବା ସବୁ ସମସ୍ୟା ଦୂର ହୋଇଯିବ ଓ ଅନ୍ୟ ପଟେ ଆଉ କିଛି ରାଶି ଏମିତି ବି ଅଛନ୍ତି ଯେଉଁମାନଙ୍କୁ ସାବଧାନ ରହିବାକୁ ପଡିବ ।

ଶନିଙ୍କର ଏହି ରାଶି ପରିବର୍ତ୍ତନ ଦ୍ଵାରା କୁମ୍ଭ ରାଶି ଉପରେ ଶନିଙ୍କ ସାଢେସାତିର ପ୍ରଥମ ଚରଣ ଆରମ୍ଭ ହୋଇ ଯାଇଛି । ଧନୁ ଓ ମକର ରାଶିରେ ପୂର୍ବରୁ ହିଁ ଶନିଙ୍କ ସାଢେସାତିର ପ୍ରଭାବ ଚାଲୁଥିଲା ତାହା ବି ଏହି ବର୍ଷର ଶେଷ ପର୍ଯ୍ୟନ୍ତ ସମାପ୍ତ ହୋଇଯିବ । ଆପଣଙ୍କୁ କହିଦେଉଛୁ କି ମେଷ ରାଶିର ଲୋକମାନଙ୍କୁ ଶନିଙ୍କର ରାଶି ପରିବର୍ତ୍ତନ ଦ୍ଵାରା ଜୀବନରେ ଶାନ୍ତି ଦେଖିବାକୁ ମିଳିବ । ଏହା ସହିତ ଏହି ରାଶି ପରିବର୍ତ୍ତନ ଧନୁ ରାଶି ପାଇଁ ବିଶେଷ କିଛି ଖାସ ହେବ ନାହିଁ ।

ଏହି ସମୟରେ ଆପଣଙ୍କର ଅନାବଶ୍ୟକ କାର୍ଯ୍ୟରେ ଟଙ୍କା ଖର୍ଚ ହେବ । ଟଙ୍କା ସଞ୍ଚୟ କରିବା ପାଇଁ ବି ଆପଣଙ୍କୁ ଅସୁବିଧାହା ହେବ । ବହୁତ କଷ୍ଟରେ ଆପଣଙ୍କୁ ଧନ ଲାଭ ହେବ । ଏହି ସମୟରେ ଶନିଙ୍କ ଯୋଗୁ ଆପଣଙ୍କ ଜୀବନରେ କିଛି ଭଲ ବି ହେବ । ଆପଣଙ୍କୁ ଭୌତିକ ସୁଖ ସୁବିଧା ମିଳିବ । ବାହନ ଇତ୍ୟାଦି କ୍ରୟ କରିବାର ବି ଯୋଗ ଅଛି । ଏହି ସବୁ ମଧ୍ୟରେ ଆପଣଙ୍କର ଭକ୍ତି ଓ ଆଧ୍ୟାମିକତା ଉପରେ ରୁଚି ବଢିଯିବ ।

ଆପଣ ନିଜର ପଦ ପ୍ରତିଷ୍ଠା ଓ ମାନ ସମ୍ମାନ ପୁନଃ ପ୍ରାପ୍ତ କରିବେ । ଯଦି ସ୍ୱାସ୍ଥ୍ୟ ସମ୍ବନ୍ଧିତ କୌଣସି ସମସ୍ୟା ଚାଲୁଅଛି କିମ୍ବା ଚାଲିଛି ତେବେ ସେଥିରେ ବି ଆପଣଙ୍କୁ ମୁକ୍ତି ମିଳିବ । ଶନିଦେବଙ୍କ କୃପାରେ ବଞ୍ଚିବା ପାଇଁ ଆପଣ ଭଗବାନ ହନୁମାନଙ୍କ ଆରଧନା କରନ୍ତୁ । ଏହା ସହିତ ସାଢେସାତିରୁ ମୁକ୍ତି ପାଇବା ପାଇଁ ଆପଣ ଶନିବାର ଦିନ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦିଅନ୍ତୁ । ଏହା ଦ୍ଵାରା ଆପଣଙ୍କୁ ଶୁଭ ଫଳ ମିଳିବ । ଏହା ଥିଲା କି କେଉଁ ରାଶିର ଲୋକମାନଙ୍କୁ ସାବଧାନ ରହିବାକୁ ହେବ ।

ଶନିଙ୍କର ରାଶି ପରିବର୍ତ୍ତନ ଦ୍ଵାରା କିଛି ରାଶିଙ୍କୁ ଅତଧିକ ଲାଭ ବି ମିଳିବ । ତେବେ ସେହି ସମସ୍ତ ରାଶି ଗୁଡିକ ହେଲା ମିଥୁନ ରାଶି, କନ୍ୟା ରାଶି, କର୍କଟ ରାଶି, ମେଷ ରାଶି, କୁମ୍ଭ ରାଶି ଓ ବିଚ୍ଛା ରାଶି । ଏମାନଙ୍କୁ ଅତ୍ୟଧିକ ଲାଭ ମିଳିବ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।