SSR ମାମଲା- ସୁଶାନ୍ତଙ୍କ କୁକ ନୀରଜ ଶେଷରେ ସବୁ ସତ କହିଲା, ବଡ ନାଁ ସାମ୍ନାକୁ ଆସିବାର ମିଳୁଛି ସଙ୍କେତ

ସୁଶାନ୍ତଙ୍କ କୁକ ନୀରଜ ଶେଷରେ ନିଜର ସବୁ ଦୋଷକୁ ମାନି ନେଇଛି । ସେ ସୁଶାନ୍ତଙ୍କ ମୃତ୍ୟୁ ରହସ୍ୟରୁ ପରଦା ଉଠାଇ ଦେଇଛି । କହିବାକୁ ଗଲେ ସେ ସୁଶାନ୍ତଙ୍କ ମୃତ୍ୟୁର ଅସଲ କାରଣ କଣ ଥିଲା CBIକୁ କହିସାରିଛି । କହିବାକୁ ଗଲେ ଏହି କେସରେ CBIକୁ ବର୍ତ୍ତମାନ ବହୁତ ବଡ ସୁରାଗ ହାତରେ ଲାଗିଛି । ବର୍ତ୍ତମାନ CBI ଜାଣିସାରିଛି କି ସୁଶାନ୍ତଙ୍କ ମୃତ୍ୟୁ ପଛରେ କାହାର ସବୁ ହାତ ଥିଲା । କହିବାକୁ ଗଲେ ବର୍ତ୍ତମାନ ସମସ୍ତଙ୍କର ମିଛି ସାମ୍ଙ୍କୁ ଆସିସାରିଛି ।

ସୂଚନା ଅନୁସାରେ ନୀରଜ ବର୍ତ୍ତମାନ ସତ ସ୍ଵୀକାର କରି ନେଇଛି । ଗୋଟିଏ ଇଣ୍ଟରଭିୟୁରେ ସେ କହିଦେଲା କି ୧୩ ତାରିଖରେ କଣ କଣ ହୋଇଥିଲା । ଏହା ସହିତ କେଶବ ଓ ସିଦ୍ଧାର୍ଥକୁ ନେଇ ବି ନୀରଜ ବହୁତ କିଛି କହିଛି ।

କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ CBI ଯେଉଁ ପ୍ରମାଣକୁ ଖୋଜୁ ଥିଲା ତାହା ପାଖାପାଖି ମିଳି ଯାଇଛି । ବର୍ତ୍ତମାନ ଅସଲ ଅପରାଧୀ ଆଉ ବଞ୍ଚି ପାରିବ ନାହିଁ। କହିବାକୁ ଗେଲ ବର୍ତ୍ତମାନ ସୋସିଆଲ ମିଡିଆରେ ରିୟା ଚକ୍ରବତୀଙ୍କ କିଛି ଫଟୋ ଓ ଭିଡିଓ ଭାଇରାଲ ହେଉଛି । ଯେଉଁଥିରୁ ଜଣା ପଡୁଛୁ କି ସେ ୧୩ ତାରିଖ ଦିନ ସୁଶାନ୍ତଙ୍କ ଘରକୁ ବି ଯାଇ ଥିଲେ ଓ ସେଠି ପାର୍ଟି ବି କରିଥିଲେ । ଯଦି ଏହା ସତ ଅଟେ ତେବେ ସୁଶାନ୍ତଙ୍କ ହତ୍ୟା ପଛରେ ରିୟା ଚକ୍ରବତୀଙ୍କ ବି ହାତ ଥାଇପାରେ ।

କହିବାକୁ ଗଲେ CBI ସୁଶାନ୍ତଙ୍କ କେସକୁ ବିଭିନ୍ନ ଦିଗରେ ଯାଞ୍ଚ କରୁଛି ଓ ଅନ୍ୟ ପଟେ ସୁଶାନ୍ତଙ୍କ କେସରେ ଡ୍ରଗ ମାମଲା ସମାନକୁ ଆସିବା ପରେ NCB ବି ଏହି କେସକୁ ଯାଞ୍ଚ କରୁଛି । ସୁଶାନ୍ତଙ୍କ କେସରେ ମୁଖ୍ୟ ନୀରଜ ବର୍ତ୍ତମାନ ସାମ୍ନାକୁ ଆସି ଏକ ମିଡିଆ ଚ୍ୟାନେଲକୁ ଇଣ୍ଟରଭିୟୁ ଦେଇ ସୁଶାନ୍ତଙ୍କ ମୃତ୍ୟୁର ଅସଲ କାରଣ କହିଛି । ସୁଶାନ୍ତଙ୍କ ମୃତ୍ୟୁ ପର ଠାରୁ କୁହାଯାଉଥିଲା କି ସୁଶାନ୍ତଙ୍କ କୁକ ନୀରଜ ଫେରାର ଅଛି । କିନ୍ତୁ ବର୍ତ୍ତମାନ ନୀରଜ ସାମ୍ନାକୁ ଆସି କହିଲେ କି ସେ ବର୍ତ୍ତମାନ ପର୍ଯ୍ୟନ୍ତ ନିଜ ଘରେ ଥିଲା ।

ନୀରଜ କହିଲେ କି ସେ ଘଟଣା ଦିନ ସକାଳ ୮ ଟା ପରେ ସୁଶାନ୍ତ ସାରଙ୍କୁ ଦେଖି ନାହିଁ । ଭିଡିଓ କଲ ଜରିଆରେ ହୋଇଥିବା ଏହି କଥାବାର୍ତ୍ତାରେ ସେ କହିଲା କି ସେ ଜଲ୍ଦି ହିଁ ମୁମ୍ବାଇ ଆସିବ ଓ ସେ ଏହା କହିଲା କି ନା ହିଁ ସେ ଫେରାର ହୋଇଛି ଓ ନା ହିଁ ସେ ଅପରାଧୀ ଅଟେ । ନୀରଜ ଏହି କେଶସରେ ଜଣେ ମୁଖ୍ୟ ପ୍ରମାଣ ଅଟେ ଓ ସେ ଘଟଣା ଦିନ ସୁଶାନ୍ତଙ୍କ ଘରେ ଉପସ୍ଥିତ ବି ଥିଲା । ସେହି ଦିନ ବିଷୟରେ ନୀରଜ କହିଲା କି ସେ ସୁଶାନ୍ତ ସାରଙ୍କୁ ପାଣି ଦେଇଥିଲ ।

ଯେତେବେଳେ କି କେଶବ ତାଙ୍କୁ ଜୁସ ଦେଇଥିଲା । ସକାଳ ୮ ପାଖାପାଖି ମୁଁ ସୁଶାନ୍ତ ସାରଙ୍କୁ ଶେଷ ଥର ସାକ୍ଷାତ କରିଥିଲି । ସାର ଏହା ପରେ ଘର ଭିତରକୁ ଚାଲି ଗଲେ ଓ ବାହାରକୁ ଆସିଲେ ନାହିଁ । ନୀରଜ ଆଗକୁ କହିଲେ କି ରିୟାଙ୍କ ଚକ୍ରବର୍ତୀଙ୍କ ଘର ଛାଡି ଯିବା ପରେ ସୁଶାନ୍ତ ୮ ତାରିଖ ପରେ ଅଳ୍ପ ଟେନସନରେ ରହୁଥିଲେ । ଏହା ଛଡା ସୁଶାନ୍ତ କିଛି ଦିନ ହେବ ଅସୁସ୍ଥ ରହୁଥିଲେ । ନୀରଜ ଏହା ବି କହିଲେ କି ସୁଶାନ୍ତ ନିଜର ପର୍ସନାଳ କଥା ନିଜର ସ୍ଟାଫମାନଙ୍କୁ କହୁ ନ ଥିଲେ ।

ନୀରଜ କହିଲେ କି ତାଙ୍କୁ ଡ୍ରଗ ବିଷୟରେ କିଛି ବି ଜଣା ନାହିଁ କିନ୍ତୁ ସୁଶାନ୍ତ ଗଞ୍ଜେଇ ନେଉ ଥିଲେ । ନୀରଜ କହିଲେ କି ସୁଶାନ୍ତଙ୍କୁ ସାମୁଏଲ ମିରାଣ୍ଡା ଓ ସୌଭିକ ଚକ୍ରବର୍ତୀ ଗନେଜ ଆଣି ଦେଉଥିଲେ । ନୀରଜ ଏହା ବି କହିଲେ କି ୧୩ ତାରିଖ ଦିନ ନା ହିଁ ସୁଶାନ୍ତଙ୍କ ଘରେ ପାର୍ଟି ହୋଇଥିଲା ଓ ନା ହିଁ ତାଙ୍କୁ କେହି ଦେଖା କରିବାକୁ ଆସିଥିଲେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।