ଶାଢୀ ପିନ୍ଧିଲେ ଝିଅମାନଙ୍କର ସୁନ୍ଦରତା ଦ୍ଵିଗୁଣିତ କାହିଁକି ହୋଇଯାଏ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

ବନ୍ଧୁମାନେ ଯେମିତି ଆପଣ ସମସ୍ତେ ଜାଣିଛନ୍ତି କି ଶାଢୀ ଆମ ଭାରତ ବର୍ଷର ସବୁଠୁ ପପୁଲାର ପରିଧାନ ମଧ୍ୟରୁ ଗୋଟିଏ ଅଟେ । ଯଦି ଆପଣ ନୋଟିସ କରିଥିବେ ତ ଶାଢୀ ପିନ୍ଧିବା ପରେ କୌଣସି ବି ଝିଅ କିମ୍ବା ମହିଳାର ସୁନ୍ଦରତା ଦ୍ଵିଗୁଣିତ ହୋଇଯାଏ । ଏହି କଥାକୁ ଆପଣ ପ୍ରାକ୍ଟିକାଲ କରି ବି ଦେଖି ପାରିବେ । ଆପଣ କୌଣସି ବି ଆଭରେଜ ଦେଖା ଯାଉଥିବା ଝିଅକୁ ଶାଢୀ ପିନ୍ଧାଇ ପାରିବେ । ପୁଣି ଦେଖିବେ ତାହାର ସୁନ୍ଦରାତାରେ କେତେ ବଢି ଯିବ ।

ପ୍ରାୟତଃ ଝିଅମାନଙ୍କର ଯେତେବେଳେ ବିବାହ ହେବାର ଥାଏ ତେବେ ପୁଅବାଲା ଘରକୁ ତାଙ୍କର ଶାଢୀ ପିନ୍ଧିଥିବା ଫଟୋ ପଠାଯାଇଥାଏ । ଏହା ପଛରେ ବି ଏକ ଲଜିକ ଅଛି । କେତେ ଥର ଆପଣ ଶୁଣିଥିବେ କି ଝିଅମାନେ ବିବାହ ପରେ ଆହୁରି ଅଧିକ ସୁନ୍ଦର ହୋଇ ଯାଆନ୍ତି । ଏହା ପଛରେ ମୁଖ୍ୟ କାରଣ ଏହା ହୋଇଥାଏ କି ସାଧାରଣତଃ ଗୋଟିଏ ଝିଅ ବିବାହ ପରେ ଅଧିକ ଶାଢୀ ପିନ୍ଧିବା ଆରମ୍ଭ କରିଦିଏ ।

ଝିଅ କାଳି ହେଉ ବା ଗୋରୀ, ମୋଟି ହେଉ ପତଳି, ଲମ୍ବା ହେଉ ବା ଗେଡା ହୋଇଥାଉ କିନ୍ତୁ ଯେତେବେଳେ ସେ ଶାଢୀ ପିନ୍ଧିଥାଏ ତେବେ ତାହାର ଆକର୍ଷଣ ଆହୁରି ବଢିଯାଏ । କିନ୍ତୁ ଆପଣଙ୍କୁ ଶାଢୀ ପିନ୍ଧିବାର ସଠିକ ଉପାୟ ଜଣାଥିବା ଦରକାର । ଆପଣ ଶାଢୀ ପିନ୍ଧି କେଉଁଭଳି ଭାବରେ ତାକୁ କ୍ୟାରି କରୁଛନ୍ତି ଏହା ବି ମୁଖ୍ୟ ଅଟେ । ବର୍ତ୍ତମାନ ତ ଆମେ ସମସ୍ତେ ଜାଣିଛୁ କି ଝିଅମାନେ ଶାଢୀ ପିନ୍ଧିବା ପରେ ବହୁତ ସୁନ୍ଦର ଦେଖା ଯାଆନ୍ତି କିନ୍ତୁ କଣ ଆପଣ କେବେ ଏହା ପଛର ଅସଲ କାରଣ ଜାଣିବାକୁ ଚେଷ୍ଟା କରିଛନ୍ତି ?

ଏହି କାରଣରୁ ଶାଢୀ ପିନ୍ଧିବା ଦ୍ଵାରା ସୁନ୍ଦର ଦେଖା ଯାଆନ୍ତି ଝିଅମାନେ

ଯେତେବେଳେ କୌଣସି ଝିଅ କିମ୍ବା ମହିଳା ଶାଢୀ ପିନ୍ଧିଥାନ୍ତି ତେବେ ତାଙ୍କର ଶରୀରର କର୍ଭ ଆହୁରି ଅଧିକ ଭଲ ଭବାରେ ଜଣା ପଡିଥାଏ । ଏହା ଦ୍ଵାରା ତାହାର ଆକର୍ଷଣ ଆହୁରି ବି ଅଧିକ ବଢିଯାଏ । ଏହା ଅତିରିକ୍ତ ଶାଢୀ ପିନ୍ଧିଥିବା ଝିଅମାନେ ସହନଶୀଳତା ଓ ଗାରିମାରେ ଭରପୁର ନଜର ଆସନ୍ତି । ସେମାନେ ଅଳ୍ପ ମାଚ୍ୟୁର ବି ଦେଖା ଯାଆନ୍ତି । ଶାଢୀ ସହିତ ସବୁବେଳେ ଲମ୍ବା କିମ୍ବା ଖୋଲା ବାଳ ବହୁତ ଭଲ ଲାଗିଥାଏ ।

ଯେତେବେଳେ କୌଣସି ଝିଅ ଶାଢୀ ପିନ୍ଧିଥାଏ ତେବେ ସେ ଆହୁରି ବି ଅଧିକ ସମୟ ନେଇଥାଏ । ଏହି ପରିଧାନ ସହିତ ସେମାନେ ହାତରେ ଚୁଡି ଓ ବେକରେ ହାର ବି ପିନ୍ଧନ୍ତି । ଏହିଭଳି ଭାବରେ ତାଙ୍କର ଲୁକ ପୂରାପୂରି କମ୍ପ୍ଲୀଟ ଓ ଅଧିକ ଆକର୍ଷକ ଲାଗିଥାଏ । ପୁରୁଷମାନଙ୍କ କଥା କହିବା ତ ସେମାନଙ୍କୁ ମହିଳାମାନେ ଶାଢୀରେ ଅଧିକ ଭଲ ଲାଗିଥାନ୍ତି । ସେଥିପାଇଁ ଆମକୁ ନିଜର ଭାରତୀୟ ପରିଧାନ ଉପରେ ଗର୍ବ କରିବା ଉଚିତ ।