କୋଟି କୋଟି ଟଙ୍କାର ମାଲିକ ହେଇ ବି ସାଧାରଣ ଲୋକଙ୍କ ପରି ଜୀବନ ବଞ୍ଚନ୍ତି ଏହି 5 ଜଣ ବ୍ୟକ୍ତି, ମନରେ ନାହିଁ ଟିକେ ବି ଗର୍ବ

ପଇସା ଏଭଳି ଏକ ଜିନିଷ ଯାହା ପ୍ରତେକ ମଣିଷକୁ ବଦଳାଇ ଥାଏ । ପଇସା  ଯୋଗୁ ମଣିଷ ମନରେ ଅହଂକାର , ଈର୍ଷା , ଘୃଣା ଜନ୍ମି ଥାଏ । ଏହା ଛଡା ପଇଶା ଥିବା ଲୋକ ମାନେ ନିଜକୁ ସବୁବେଳେ ଦେଖାଇ ହୁଅନ୍ତି ।

ଏଭଳି କିଛି ଲୋକ ଆଜି ବି ଏହି ଦୁନିଆରେ ଅଛନ୍ତି ଯେଉଁଠି ସେମାନେ ନିଜର ଆଖ ପାଖ ର ଲୋକ ମାନଙ୍କ ଭଳି ସାଧାରଣ ଭାବେ ବଞ୍ଚିବାକୁ ପସନ୍ଦ କରନ୍ତି । ଆମ ଦେଶରେ ଏଭଳି ଏକ ରୁ ଅଧିକ ବ୍ୟକ୍ତି ବାହାରିବେ ଯେଉଁ ମାନେ ନିଜକୁ ଅନ୍ୟ ମାନଙ୍କୁ ଦେଖାଇ ହୁଅନ୍ତି ମାତ୍ର ଆମେ ଆଜି ଆପଣଙ୍କୁ ଏଭଳି କିଛି ଲୋକଙ୍କ କିମ୍ବା ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ପ୍ରତେକ ଦିନ କୋଟିରୁ ଅଧିକ କମାନ୍ତି । ମାତ୍ର ଏହା ପରେ ସେ କେବେବି ନିଜକୁ ସୋ ରେ ଦେଖାଇ ହୁଅନ୍ତିନି ।

ପ୍ରଥମେ ଆମେ ଆଜି କହିବୁ ନାନା ପାଟକରଙ୍କ ବିଷୟରେ ସେ ଜଣେ ଏଭଳି ବ୍ୟକ୍ତି ଯିଏ କି ଆଜି ବି ନିଜ ମା ଙ୍କ ସହ ଏକ ୧-BHK ଆପାର୍ଟମେଣ୍ଟ ରେ ରହୁଛନ୍ତି। ସେ ଆଜି ବି ମହେନ୍ଦ୍ରା ର ୧୯୫୫ ମଡେଲ କୁ ଚଲଉଛନ୍ତି ଯେତେବେଳେ କି ଅନ୍ୟ ବଲିଉଡ ତାରକା ମାନେ ବଡ ବଡ ଗାଡିରେ ବୁଲୁଛନ୍ତି । ଏହା ଶୁଣି ଆପଣ ନିଶ୍ଚୟ ଭାବେ ଭାବୁ ଥିବେ ସେ ଜଣେ କଞ୍ଜୁସ ବ୍ୟକ୍ତି କିନ୍ତୁ ସେ ଏ ସବୁକୁ ବାଜେ ଖର୍ଚ୍ଚ ବୋଲି ଭାବନ୍ତି ଓ ଅନ୍ୟ ଗରିବ ଲୋକ ମାନଙ୍କୁ ସାହାଜ୍ଯ କରନ୍ତି ।

ସେ କହିଛନ୍ତି ତାଙ୍କ  ମୃତ୍ୟୁ ପରେ ତାଙ୍କ ପଇସା ର ୯୦ % ଗରିବ ଲୋକଙ୍କୁ ଦିଆ ଜୀବ । ଏହା ପରେ ରତନ ଟାଟା , ସେ ହେଉଛନ୍ତି ଟାଟା କମ୍ପାନୀର ମାଲିକ ସେ ସବୁବେଳେ ଗରିବ ଓ ଅସହାୟ ଲୋକଙ୍କୁ  ସାହାଜ୍ଯ କରି ଆସୁଛନ୍ତି ସେ ନିଜର କମେଇର ୬୫ % ଲୋକ ମାନଙ୍କୁ ଦାନ କରନ୍ତି ଏହା ଛଡା ସେ ନିଜ ହାତରୁ ମଧ୍ୟ କୋଟି କୋଟି ଟଙ୍କା ଦାନ କରିଛନ୍ତି । ଏହା ପରେ ଆସନ୍ତୁ ଜାଣିବା ଗୂଗୂଲ କମ୍ପାନୀର ସିଓ ଙ୍କ ବିଷୟରେ ।

ସୁନ୍ଦର ପିଚାଇ ଆପଣ ମାନେ ଜାଣି ଥିବେ ସେ କେତେ ଧନୀ ବ୍ୟକ୍ତି ଅଟନ୍ତି ମାତ୍ର ସେ ସବୁ ବେଳେ ନିଜକୁ ସାଧାରଣ ଭାବେ ପରିଚିତ କରାଇଛନ୍ତି । ସେ ୧୯୭୨ ଚେନାଇ ରେ ଏକ ତେଲୁଗୁ ପରିବାରରେ ହୋଇଥିଲା ସେ ଏକ 2BHK ଘରେ ରହୁଥିଲେ ଆଜି ତାଙ୍କର ଦିନର ଆମଦାନୀ ୫କୋଟି  ୮୭ ଲକ୍ଷ୍ୟ ଅଟେ । ଏହା ପରେ ବି ସେ ଜଣେ ସାଧାରଣ ମଣିଷ  ଭାବେ ବଞ୍ଚିବାକୁ ପସନ୍ଦ କରନ୍ତି ।

ଏହା ପରେ ଆସିବା ରାଜିନ କାନ୍ତ ସେ ଜଣେ ସୁପର ଷ୍ଟାର ହୋଇ ମଧ୍ୟ ତାଙ୍କ ମନରେ କେବେବି ଘମଣ୍ଡ ଆସିନୀ ସେ ନିଯେ ଜଣେ କୁଲି ଓ ବସ କଣ୍ଡକ୍ଟର ଥିଲେ ତେଣୁ ସେ ନିଜକୁ ସବୁ ବେଳେ ସାଧାରଣ ଭାବେ ପରିଚିତ କରିବାକୁ ଭଲ ପାନ୍ତି । ସେ ନିଜ ଗାଡି ନିଜେ ଚଲେଇବାକୁ ପସନ୍ଦ କରନ୍ତି । ସେ ନିଜ ର ଫିଲ୍ମ ଫ୍ଲପ ହେଲେ ନିଜ ହାତରୁ ଡିଷ୍ଟ୍ରିବ୍ୟୁଟର ଙ୍କୁ ପଇସା ଦିଅନ୍ତି ଏହା ସହ ସେ ନିଜେ ବହୁତ ଚାରିଟି ମଧ୍ୟ କରନ୍ତି ।

ସେହି ଭଳି ରାହୁଲ ଦ୍ରାବିଡ ମଧ୍ୟ ନିଜ ଫ୍ୟାନ୍ସ ଙ୍କୁ ସମାନ ଦିଅନ୍ତି ଓ ନିଜେ ଏକ ସାଧାରଣ ଜୀବନ ବଞ୍ଚିବାକୁ ପସନ୍ଦ କରନ୍ତି ।  ଅଜିମ ପ୍ରେମ ଜି WIPRO କମ୍ପାନୀର ସିଓ ସେ ମଧ୍ୟ ନିଜ ସମ୍ପତିର ୪ ଗୁଣା ପଇସା ଦାନ କରି  ସାରିଛନ୍ତି । ଏହା ଛଡା ଡକ୍ଟର ଏ ପି ଯେ ଅବଦୁଲ କାଲାମ ମଧ୍ୟ ଜଣେ ମହାନ ବ୍ୟକ୍ତି ହୋଇ ଏକ ସାଧାରଣ ଜୀବନ ବଞ୍ଚୁଥିଲେ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।