ଏହି ୨ ବ୍ଲଡ୍‌ ଗୃପ୍‌ ଥିବା ବ୍ୟକ୍ତିଙ୍କ ପାଇଁ ଘାତକ ହୋଇପାରେ କରୋନା ଭାଇରସ୍, ଚେତାଇଲେ ବିଶେଷଜ୍ଞ

ପୁରା ଭାରତରେ କୋରୋନାର ଦିତୀୟ ଲହର ତାର କରାଳ ରୂପ ଭାବେ ବିସ୍ତାର କରିଛି । ଭାରତରେ ଚିହ୍ନଟ ହୋଇଥିବା B16167 ଭ୍ୟାରିଆଣ୍ଟ ପୁରା ଦେଶରେ ଦ୍ତୁତ ଗତିରେ ମାଡି ଚାଲିଛି ଯାହା ବର୍ତ୍ତମାନ ଚିନ୍ତାର ବିଷୟ ପାଲଟି ଗଲାଣି ।

WHO ମଧ୍ୟ ଏହାକୁ ନେଇ ଚିନ୍ତାରେ ଅଛି । ଏହା ମଧ୍ୟରେ ଏକ ନୂଆ ସୂଚନା ନଜରକୁ ଆସିଛି ଯାହା ବଡ ଆଶ୍ଚର୍ଯ୍ୟକର କଥା ଅଟେ । CSIR ତରଫରୁ ଏକ ନୂଆ ତଥ୍ୟ ସାମନାକୁ ଆସିଛି ଯେ କୌଣସି ନିର୍ଦିଷ୍ଟ ବ୍ଲଡ଼ ଗୃପ ନଥିବା ବ୍ୟକ୍ତିଙ୍କୁ ଏହି ଡବଲ ଡୋଜ ଭାଇରସ ଅଧିକ ମାତ୍ରାରେ ଆକ୍ରାନ୍ତ କରିବାର ସମ୍ଭାବନା ରହିଛି । ତାହା କଣ ଆଜି ଆମେ ଆପଣ ମାନଙ୍କ ସହ ଆଲୋଚନା କରିବାକୁ ଯାଉଛୁ ।

CSIR ତରଫରୁ ଯାହା ସୂଚନା ମିଳିଛି ଯେ A, B ଓ O ବ୍ଲଡ଼ ଗୃପ ଥିବା ବ୍ୟକ୍ତି ମାନଙ୍କୁ କୋରୋନା ଅଧିକ ମାତ୍ରାରେ ସଂକ୍ରମଣ କରୁଛି । ରିସର୍ଚର ରିପୋର୍ଟ ଅନୁଯାୟୀ କୋରୋନାରେ ସବୁଠାରୁ O ବ୍ଲଦ୍ନ ଗ୍ରୁପ ଥିବା ବ୍ୟକ୍ତି ମାନେ ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଯେଉଁ ମାନଙ୍କର Aଓ B ବ୍ଲଡ଼ ଗୃପ ସେମାନଙ୍କୁ ଅଧିକ ମାତ୍ରାରେ କୋରୋନା ସଂକ୍ରମଣ ହେଉଛି । ଯେଉଁ ମାନେ ଶାକାହାରୀ ସେମାନଙ୍କ ପେକ୍ଷା ଯେଉଁ ମାନେ ମାଂସାହାରୀ ବ୍ୟକ୍ତି ସେମାନଙ୍କୁ କୋରୋନା ସଂକ୍ରମଣ ହେବାର ଅଧିକ ଆଶଙ୍କା ରହିଛି ।

ବିଶ୍ଵର ୧୪୦ ଜଣ ଡାକ୍ତରୀ ଟିମ ୧୧୦ ଜଣ କୋରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ଉପରେ ଗବେଷଣା କରିଛନ୍ତି । ଯେଉଁ ମାନେ ଅଧିକ ମାତ୍ରାରେ ଆମିଷ ସେବନ କରୁଛନ୍ତି ସେଥିରେ କମ ପରିମାଣର ଫାଇବାର ଥିବାରୁ ସେମାନେ କୋରୋନାରେ ଆକ୍ରାନ୍ତ ହେଉଛନ୍ତି । କୋରୋନାରେ B ବ୍ଲଡ଼ ଗୃପ O ବ୍ଲଡ଼ ଗୃପ ଅପେକ୍ଷା ଅଳ୍ପ ପରିମାଣରେ ଆକ୍ରାନ୍ତ ହୋଇଛନ୍ତି । ସବୁଠାରୁ ଅଧିକା a ଗୃପ ବ୍ୟକ୍ତି ମାନେ ଆକ୍ରାନ୍ତ ହୋଇଛନ୍ତି ।

ଶାକାହାରୀ ଖାଉଥିବା ବ୍ୟକ୍ତି ମାନେ ଯେଉଁ ଖାଦ୍ୟ ଖାଆନ୍ତି ସେଥିରେ ଅଧିକ ମାତ୍ରାରେ ଭିଟାମିନ ଓ କ୍ୟାଲସିୟମ ଯୁକ୍ତ ଫାଇବାର ଥିବାରୁ ସେମାନଙ୍କୁ କୋରୋନା କମ ମାତ୍ରାରେ ଆକ୍ରାନ୍ତ ହେଉଛି । ସେଥି ପାଇଁ ବନ୍ଧୁଗଣ ଯଦି ଆପଣ ମାନଙ୍କ ଏହି ବ୍ଲଡ଼ ଗୃପ ମଧ୍ୟରୁ ଗୋଟିଏ ହେଇଥାଏ ତେବେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।

ଏପରି କରିବା ଦ୍ଵାରା ଆପଣ ସୁସ୍ଥ ରହିବା ସହ ଅନ୍ୟ ମାନେ ମଧ୍ୟ ସୁସ୍ଥ ରହିବେ । ଯେଉଁ ମାନଙ୍କର ଏହି ୩ଟି ବ୍ଲଡ଼ ଗୃପ ହୋଇଥିବା ସେମାନେ ନିଜ ଖାଦ୍ଯ ପ୍ରତି ଅଧିକ ଧ୍ୟାନ ଦେବା ଉଚିତ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।