ବାଛନ୍ତୁ ନିଜ ଜନ୍ମ ମାସ ବାଲା ପ୍ରଜାପତି ଓ ନିଜ ଭିତରେ ଲୁଚି ରହିଥିବା ସବୁ ରାଜ- Personality Test

ପ୍ରଜାପତି କେବଳ ଦେଖିବାକୁ ସୁନ୍ଦର ନଥାଏ । ଏହା ଆମକୁ ଆମର ସ୍ଵଭାବ ବିଷୟରେ ମଧ୍ୟ କହି ଥାଏ । ତେବେ ଆପଣ ଆସନ୍ତୁ ବାଛନ୍ତୁ ଗୋଟେ ପ୍ରଜାପତି ଓ ଜାଣନ୍ତୁ କିଭଳି ଆପଣଙ୍କର ସ୍ଵଭାବ ଅଟେ । 

ଜାନୁଆରୀ – ଆପଣ ବହୁତ ଉଦାର ହୃଦୟ ର ଲୋକ ଅଟନ୍ତି। ଆପଣ ନିଜ ଆଖ ପାଖର ଲୋକଙ୍କ ସହ ଖୁବ ଜଲ୍ଦି ସାଙ୍ଗ ହୋଇ ଯାନ୍ତି । ଏହି ଗୁଣ ପାଇଁ ସବୁ ଆପଣଙ୍କ ଆଡକୁ ଆକର୍ଷିତ ହୁଅନ୍ତି । ଆପଣ ଏକ ସୁନ୍ଦର ଶରୀର ଓ ଚେହେରା ଧାରି ମଣିଷ । ଫେବୃୟାରି –  ଆପଣ ଜଣେ ପ୍ରଭାବ ଶାଳି ବ୍ୟକ୍ତିତ୍ଵ । ଆପଣ ଯଦି ହାଜାର ଲୋକଙ୍କ ଭିତରକୁ ଯିବେ ତେବେ ଆପଣଙ୍କର ଆତ୍ମ ବିଶ୍ଵାସ ଆପଣଙ୍କୁ ଅନ୍ୟ ମାନଙ୍କ ଠାରୁ ଅଲଗା କରି ଥାଏ । ଆପଣଙ୍କର କେହି ଯଦି ଶତ୍ରୁ ବି ଥାନ୍ତି ସେ ବି ଆପଣଙ୍କୁ ପସନ୍ଦ କରନ୍ତି । 

ମାର୍ଚ୍ଚ – ଆପଣ ହୁଏ ତ ଅସୁବିଧାରୁ ବାହାରିବା ନ ଜାଣି ପାରନ୍ତି ମାତ୍ର ଆପଣ କେବେବି ପଛ ଘୁଞ୍ଚା ଦିଅନ୍ତିନୀ । ଆପଣ ସବୁ ବେଳେ ଜୀବନକୁ ଏକ ଖୁଶିର ସହ ବଞ୍ଚିବାକୁ ଭଲପାନ୍ତି । ଆପଣ ଦୃଢ ନିଶ୍ଚୟ ଥିବା ବ୍ୟକ୍ତିତ୍ବ । 

ଏପ୍ରିଲ – ଆପଣ ଖୁବ ଭାବନାତ୍ମକ ବ୍ୟକ୍ତି । ଆପଣ ନିଜର ଏହି ସ୍ଵଭାବ କେବେ ବି ଲୁଚାନ୍ତି ନି ଏହି ଗୁଣ ପାଇଁ ଲୋକମାନେ ଆପଣଙ୍କୁ ଖୁବ ଭଲ ପାନ୍ତି । ଆପଣ ନିଜର ସାନ୍ତ ସ୍ଵଭାବ ଦ୍ଵାରା ଦୁନିଆକୁ ବଦଳାଇ ପାରିବେ । 

ମେ – ଆପଣ ଏକ ଅଦ୍ଭୁତ ଲୋକ ଆପଣ ନିଜେ ମଧ୍ୟ ଏହା ଜାଣି ନାହାନ୍ତି । ଯେଉଁ ମାନେ ଆପଣଙ୍କୁ ଜାଣିଛନ୍ତି ସେମାନେ ଆପଣଙ୍କୁ  ଖୁବ ଭଲପାନ୍ତି । ଆପଣଙ୍କ ଭିତରେ ଅନେକ ଗଭୀରତା ଅଛି । ଆପଣ ନିଜ ପରିବାର କିମ୍ବା ବନ୍ଧୁମାନଙ୍କ ପାଇଁ କିଛି ବି କରି ପାରିବେ । 

ଜୁନ –  ଆପଣ ଏକ ସୁନ୍ଦର ଓ କୋମଲ ବ୍ୟକ୍ତିତ୍ବ । ଆପଣ ଅନ୍ୟର ଇଚ୍ଛାକୁ ଖୁବ ଶୀଘ୍ର ଜାଣି ନିଅନ୍ତି । ଆପଣ କେବେବି ଏହାକୁ ଭୁଲିବେନି କି ଆପଣ ଜଣେ ସୁନ୍ଦର ଜୀବନ ସାଥି ହୋଇ ପାରିବେ । 

ଜୁଲାଇ – ଆପଣ କାହାକୁ ବି ଡରନ୍ତିନୀ । ଆପଣ ନିଜର ଏହି ଗୁଣ ପାଇଁ ଦୃଢତା ଓ ଶକ୍ତି ଶାଳି ବୋଲି ପ୍ରମାଣିତ ହୁଅନ୍ତି । ମାତ୍ର ଆପଣଙ୍କ ମନରେ ଭାବନା ଅଧିକ ଥାଏ । ଯଦି ଆପଣଙ୍କ ଭଳି ଲୋକ ଦୁନିଆରେ ବଢି ଯିବେ ତାହେଲେ ଦୁନିଆ ଖୁବ ଭଲ ହୋଇଜୀବ । 

ଅଗଷ୍ଟ – ଆପଣ ଇମାନ୍ଦାର କିମ୍ବା ସଚୋଟ  ଅଟନ୍ତି । ଆପଣ ଜେଭଳି ନିଜର ଭୁଲ ମାନିଯାନ୍ତି ସେଭଳି ଆଉ କେହି କରିପାରିବେନି । ଆପଣଙ୍କଉ ଭିଡ ଭିତରେ ନିଜର ସ୍ଵତନ୍ତ୍ର ପରିଚୟ ଭଲଲାଗେ । 

ସେପ୍ଟେମ୍ବର – ଆପଣ ଜଣେ ଏଭଳି ବ୍ୟକ୍ତି ଜିଏକି କିଛି ନ ଥାଇକି ମଧ୍ୟ ସବୁକିଛି ପାଇପାରେ । ଆପଣଙ୍କ ପାଖରେ ଯୋଜନା ନଥିଲେ ମଧ୍ୟ ଆପଣ ଜାଣିଥାନ୍ତି କେଉଁ ଦିଗରେ ଆପଣ ଗଲେ ନିଜର ଲକ୍ଷ ପାଇପାରିବେ । 

ଅକ୍ଟୋବର – ଆପଣ ଉଦାର ହୃଦୟର ଅଟନ୍ତି ମାତ୍ର ଆପଣ ଜୀବନରେ ଆସୁଥିବା ସମସ୍ୟାର ନିବାରଣ କରି ପାରିବେ । ଏଭଳି ନିବାରଣ କରନ୍ତି ଜେଭଳି ଏହା ଆପଣଙ୍କ ଜୀବନରେ କିଛି ପ୍ରଭାବ ନ ପକାଇପାରୁ । ଏହା ଏକ ସାହାଶୀକତା ର ଲକ୍ଷଣ । 

 

ନଭେମ୍ବର – ଆପଣ ସବୁ ବେଳେ ଉଚ୍ଚ ଆସା ରଖନ୍ତି । ଆପଣ ନିଜ ଇଛାରେ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି । ଆପଣ ନିଜର ଚାରିପାଖରେ ଥିବା ଲୋକମାନଙ୍କୁ ଖୁବ ଶୀଘ୍ର ଜାଣି ପାରନ୍ତି । ଆପଣଙ୍କର ମୁଣ୍ଡରେ କିଛି ନା କିଛି ଚାଲି ଥାଏ । ଆପଣ ଆକାଶରେ ନିଜ ଭାବନା ରଖିଲେ ବି ନିଜକୁ ମାଟିରେ ରଖନ୍ତି । 

ଡିସେମ୍ବର – ଆପଣଙ୍କ ପାଖରେ ଏଭଳି କ୍ଷମତା ଅଛି ଆପଣ ଯାହା ଦ୍ଵାରା ଖୁବ ଆଗକୁ ଯାଇ ପାରିବେ । ମାତ୍ର ଆପଣ ନିଜର ଭାବନା କୁ କେବେବି ଲୂଚାନ୍ତିନୀ । ଆପଣ ସବୁବେଳେ ଅଳ୍ପ ରେ ସନ୍ତୁଷ୍ଟ ହୁଅନ୍ତିନୀ ।  ଆପଣ ନିଜକୁ ସବୁ କାମ ପାଇଁ ସକ୍ଷମ ଭାବନ୍ତି ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।