ସବୁଠୁ ଅଧିକ ଭରସା ଯୋଗ୍ୟ ହୋଇଥାନ୍ତି ଏହି ୩ ଟି ନାମ ର ଝିଅ- Jyotish Shastra

ଭଗବାନ ଏହି ଦୁନିଆକୁ ବହୁତ ସୁନ୍ଦର କରି ଗଢି ତୋଳିଛନ୍ତି । ଏହି ସୁନ୍ଦରତା ମଧ୍ୟରେ ନାରୀ ଅନ୍ୟତମ । ଏହି ନାରୀ ଯଦି ଭଲ ଓ ଶୁଷିଲା ହୋଇଥାଏ ତେବେ ବ୍ୟକ୍ତିର ଜୀବନ ବା ପରିବାର ବହୁତ ଖୁସିଆରେ ରହିଥାଏ । ଯଦି ଏହି ନାରୀ ଭରସା ଯୋଗ୍ୟ ହୋଇନଥାଏ ତେବେ ଜୀବନ ନରକ ପାଲଟି ଯାଏ ଓ ବ୍ୟକ୍ତିର ଜୀବନରେ ସମସ୍ଯା ଭରିଯାଏ ଓ ତାର ଜୀବନ ବଞ୍ଚିବା ଦୁର୍ବିସହ ହୋଇଯାଏ । ବିବାହ ପରେ ସମସ୍ତଙ୍କର ଜୀବନ ବଦଳିଯାଇଥାଏ । ଗୋଟିଏ ତରଫରେ ମହିଳାମାନଙ୍କ ପାଇଁ ବିବାହ ପରେ ସବୁ କିଛି ନୂଆ ହୋଇଥାଏ ।

ବିବାହ ପରେ ତାଙ୍କର ଘର ବଦଳିଯାଇଥାଏ ତାଙ୍କ ଜୀବନରେ ଏକ ଜୀବନ ସାଥିର ପ୍ରବେଶ ହୋଇଥାଏ । ବିବାହ ପରେ କେବଳ ମହିଳାଙ୍କର ନୁହେଁ  ପୁରୁଷଙ୍କର ବି ଜୀବନ ବଦଳି ଯାଇଥାଏ । ଏହି କ୍ଷେତ୍ରରେ ମହିଳାମାନଙ୍କୁ ସନ୍ତୁଳିତ ହେବାକୁ ପଡିଥାଏ । କିନ୍ତୁ ଯେଉଁ ବିବାହରେ ପ୍ରେମ ଥାଏ ସେଠାରେ କୌଣସି ବୁଝାମଣା ର ଆବଶ୍ୟକ ନଥାଏ ।

କିନ୍ତୁ ବିବାହ ପରେ ପୁରୁଷ ମାନଙ୍କୁ ନିଜ ପାର୍ଟନର ଙ୍କୁ ଖୁସିବାକୁ ହୋଇଥାଏ । ଏବଂ ମହିଳାଙ୍କର ମଧ୍ୟ ଦାୟିତ୍ଵ ଥାଏ କି ସେ ନିଜ ସ୍ଵାମିକୁ ସବୁବେଳେ ଖୁସି ରଖିବାକୁ ହୋଇଥାଏ । ଏମିତିରେ କିଛି ବ୍ୟକ୍ତିଙ୍କର ବିବାହ ପରେ ଜୀବନ ସୁଧୁରି ଯାଏ ଓ କିଛି ବ୍ୟକ୍ତିଙ୍କର ଜୀବନ ବରବାଦ ହୋଇଜାଏ ।

ଏମିତିରେ ସେହି ଦମ୍ପତି ଖୁସିରେ ରହିବେ ଯେଉଁ ମାନେ ପରସ୍ପରକୁ ଜୀବନ ସାରା ଖୁସିରେ ରଖିବେ । ଆଜି ଆମେ ଆପଣଙ୍କୁ ଜଣାଇବୁ କି ଏହି ପରି କିଛି ମହିଳା ନିଜ ବିବାହ ପରେ ନିଜ ପାର୍ଟନରକୁ ବହୁତ ଖୁସିରେ ରଖିଥାନ୍ତି । ତେବେ ଆସନ୍ତୁ ଜାଣିବା ସେହି ୩ ନାମ ବାଲା  ମହିଳା ଯେଉଁ ମାନଙ୍କୁ କି ବହୁତ ଭରସା କରିହେବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବ୍ୟକ୍ତିର ପ୍ରଥମ ଅକ୍ଷର ତାର ବ୍ୟକ୍ତିତ୍ବ ବିଷୟରେ ଜଣାଇଥାଏ । କୌଣସି ବ୍ୟକ୍ତିର ଜୀବନ ରେ ତାର ନାମର ପ୍ରଥମ ଅକ୍ଷର ବହୁତ ଗୁରୁତ୍ଵ ରଖିଥାଏ । ତେବେ ଆସନ୍ତୁ ଜାଣିବା ଏହି ଭଳି କିଛି ମହିଳାଙ୍କ ବିଷୟରେ ।

R ନାମ ବାଲା ମହିଳା

ଯେଉଁ ମହିଳାଙ୍କ ନାମ R ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳା ମାନେ ହୃଦୟରୁ ବହୁତ ନିର୍ମଲ ସ୍ଵଭାବର ହୋଇଥାନ୍ତି । ଏହି ମହିଳାମାନେ ସବୁବେଳେ ନିଜ ଦୁନିଆରେ ମସ୍ତ ଥାନ୍ତି । ଏମାନେ ସଫଳତାର ଶିଖର ଶେଷ ପାହାଚରେ ପହଞ୍ଚିଥାଆନ୍ତି । ଏମାନେ ମିଳିମିଶି କାର୍ଯ୍ୟ କରିଥାନ୍ତି । ଅନ୍ୟମାନଙ୍କୁ ଖୁସିରେ ରଖିବାରେ ବିଶ୍ଵାସ ରଖନ୍ତି । ଏମାନେ ବହୁତ  ପବିତ୍ର ବିଚାରର ବ୍ୟକ୍ତି ହୋଇଥାନ୍ତି । ଏମାନେ ବହୁତ ଇଶ୍ଵର ବିଶ୍ଵାସୀ ହୋଇଥାନ୍ତି ।

P ନାମ ବାଲା ମହିଳା

ଯେଉଁ ମହିଳାଙ୍କ ନାମ P ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳାମାନେ ବହୁତ ଭଲ ଓ ହୃଦୟ ସ୍ବଚ୍ଛ ହୋଇଥାଏ ।  ଏହି ମହିଳାମାନେ ମିଳିମିଶି କାମ କରିବାକୁ ପସନ୍ଦ କରିଥାଆନ୍ତି । ଏମାନେ ଅନ୍ୟମାନଙ୍କୁ ଖୁସି ରଖିବାକୁ ଚେଷ୍ଟା କରିଥାଆନ୍ତି । ଏମାନଙ୍କର ବିଚରରେ ବହୁତ ପବିତ୍ରତା ଥାଏ । ଏମାନେ ଇଶ୍ଵର ପ୍ରତି ଭକ୍ତି ଭାବ ରହିଥାଏ ।

S ନାମ ବାଲା ମହିଳା

ଯେଉଁ ମହିଳାଙ୍କ S ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ମହିଳାମାନେ ବହୁତ ସୁନ୍ଦର ଦେଖାଯାଇଥାଆନ୍ତି । ଏମାନଙ୍କୁ ପ୍ରେମ ମିଳିଯାଇଥାଏ  କିନ୍ତୁ ସେହି ପ୍ରେମକୁ ତୁଲାଇବାକୁ ହେଲେ ବହୁତ କଷ୍ଟ ସହିବାକୁ ପଡିଥାଏ । ଏମାନଙ୍କର ଗୋଟେ ଖାସ ଗୁଣ ଅଛି ଯେ ଯାହାକି ଭଲ ପାଇଥାଆନ୍ତି ତାଙ୍କ ସହିତ ଜୀବନ ସାରା ରହିବାକୁ ପସନ୍ଦ କରିଥାଆନ୍ତି । ଏବଂ ତାଙ୍କୁ ସତ ପ୍ରେମ କରିଥାଆନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।