ମାତ୍ର ୨ ମିନିଟରେ ଭୟଙ୍କର ରୁ ବି ଭୟଙ୍କର ଆଣ୍ଠୁ ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା, ହାତ ଗୋଡ ବିନ୍ଧା ମୂଳରୁ ଶେଷ କରିଦେବ କେବଳ ଏହି 1 ଚମତ୍କାରୀ ଉପାୟ- Health Tips

ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଅନେକ ପ୍ରକାର ରୋଗ ସମସ୍ୟା ଦେଖା ଦେଇଥାଏ । ଏହା ଆମକୁ ବହୁତ ଯନ୍ତ୍ରଣା ମଧ୍ୟ ଦେଇଥାଏ । ଏହି ଯନ୍ତ୍ରଣା ରୁ ମୁକ୍ତି ପାଇବା ପାଇଁ ଆମେ ଅନେକ ପ୍ରକାର ଔଷଧ ସେବନ କରିଥାଉ କିନ୍ତୁ ସେଥିରୁ ବିଶେଷ କିଛି ଲାଭ ମିଳି ପାରି ନ ଥାଏ । ଆମକୁ ସେହିପରି ହିଁ ଯନ୍ତ୍ରଣା ଭୋଗିବାକୁ ପଡିଥାଏ । ତେଣୁ ଆମେ ଅନେକ ଡାକ୍ତର ଙ୍କ ସହିତ ମଧ୍ୟ ପରାମର୍ଶ କରିଥାଉ ଓ ବଜାର ରୁ ଅନେକ ପ୍ରକାର ଆଧୁନିକ ଔଷଧ କୁ କିଣି ବ୍ୟବହାର କରିଥାଉ କିନ୍ତୁ ସେଥିରୁ ମଧ୍ୟ ଆମକୁ ସମ୍ପୂର୍ଣ୍ଣ ଭାବରେ ଉପଶମ ମିଳି ପାରି ନ ଥାଏ ।

ଆମକୁ ଆମ ପ୍ରକୃତି ରୁ ଅନେକ ଔଷଧ ମିଳିଥାଏ କିନ୍ତୁ ଆମେ ତାହାର ସଠିକ ବ୍ୟବହାର ବିଷୟ ରେ ଜାଣି ନ ଥାଉ ତେଣୁ ବଜାର ରେ ମିଳୁଥିବା ଆଧୁନିକ ଔଷଧ ଉପରେ ଭରସା କରିଥାଉ ।

କିନ୍ତୁ ବନ୍ଧୁଗଣ ପ୍ରକୃତି ରେ ମଧ୍ୟ ଏପରି କିଛି ଜିନିଷ ରହିଛି ଯାହାକୁ ପ୍ରୟୋଗ କିମ୍ବା ସେବନ କରିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାର ରୋଗ ଭଲ ହୋଇ ଯାଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହିପରି କିଛି ପ୍ରାକୃତିକ ଉପାୟ ଵିଷୟ ରେ ଯାହାକୁ ପ୍ରୟୋଗ କରିବା ଦ୍ୱାରା ଆମର ଆଣ୍ଠୁଗଣ୍ଠି ସମସ୍ୟା ଦୂର ହୋଇଯିବ । ବନ୍ଧୁଗଣ ଆପଣ ମାନେ ତ ଅରଖ ପତ୍ର ଵିଷୟ ରେ ନିଶ୍ଚୟ ଜାଣିଥିବେ । ଏହି ଅରଖ ଗଛ ର ଫୁଲ କୁ ଭଗବାନ ଶିବ ଙ୍କ ପାଖରେ ଅର୍ପଣ କରାଯାଇଥାଏ ।

ବନ୍ଧୁଗଣ ଏହି ଗଛ ରେ ଅନେକ ପ୍ରକାର ଔଷଧୀୟ ଗୁଣ ରହିଛି । ପୁରାତନ କାଳ ରେ ଅନେକ ରୋଗ ପାଇଁ ଏହାକୁ ପ୍ରୟୋଗ କରାଯାଉଥିଲା । ବିଶେଷ କରି ଏହା ଆଣ୍ଠୁଗଣ୍ଠି ଜନିତ ରୋଗ ରୁ ରକ୍ଷା ପାଇବା ରେ ସାହାଯ୍ୟ କରିଥାଏ । ଏହି ଗଛ ର ପ୍ରଭାବ ସୂର୍ଯ୍ୟ କିରଣ ସହିତ ଆପଣଙ୍କ ଶରୀର ଉପରେ ପ୍ରଭାବ ପକାଇଥାଏ । ତେଣୁ ଧ୍ୟାନ ରଖିବେ ଏହା ବର୍ଷା ଦିନ ରେ ଆପଣଙ୍କ ଶରୀର ଉପରେ ବିଲକୁଲ ବି ପ୍ରଭାବ ପକାଇ ନ ଥାଏ ।

ବନ୍ଧୁଗଣ ଧ୍ୟାନ ରଖିବେ ଏଥିରୁ ବାହାରୁ ଥିବା କ୍ଷୀର ଯେପରି ଆଖିରେ ନ ପଡେ କାରଣ ଏହା ଆପଣଂକୁ ଅନ୍ଧ କରିଦେଇପାରେ । ଏହି ଗଛ ରେ ପତ୍ର ରେ ଅନେକ ପ୍ରକାର ତତ୍ତ୍ୱ ରହିଛି ଯାହା ଆମର ଆଣ୍ଠୁ ଗଣ୍ଠି ଭଳି ରୋଗ କୁ ସମ୍ପୂର୍ଣ୍ଣ ଠିକ କରିଦେଇଥାଏ । ବନ୍ଧୁଗଣ ଏହାର ଫୁଲ କୁ ଗରମ ପାଣି ରେ ପକାଇ ଭଲ ଭାବରେ ଫୁଟାଇ କରି ଏହାକୁ ଭଲ ଭାବରେ ଛାଣି ଦିଅନ୍ତୁ ଓ ସେହି ପାଣି ଦ୍ବାରା ଆପଣଙ୍କ ର ଯେଉଁ ଗୋଇଠି ରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ସେହି ପାଦ ଟି କୁ ଧୋଇ ଦିଅନ୍ତୁ ଦେଖିବେ କିଛି ଦିନ ମଧ୍ୟରେ ସେହି ସମସ୍ୟା ଠିକ ହୋଇଯିବ ।

ଏହା ପରେ ବନ୍ଧୁଗଣ ଅରଖ ଗଛ ର ପତ୍ର କୁ ନିଅନ୍ତୁ ଏବଂ ଏକ ତାୱା ସାହାଯ୍ୟ ରେ ତାକୁ ଗରମ କରନ୍ତୁ । ଅଳ୍ପ ଗରମ ହେବା ପରେ ଏଥିରେ କିଛି ସୋରିଷ ତେଲ ଢାଳି ଦିଅନ୍ତୁ । ଏହା ପରେ ଏହାକୁ ଭଲ ଭାବରେ ସେକି ଦିଅନ୍ତୁ । ସେକି ସାରିବା ପରେ ଏହାକୁ ନେଇ ଆପଣଙ୍କ ଶରୀର ରେ ଯେଉଁ ସ୍ଥାନରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ସେହି ସ୍ଥାନରେ ଲେପନ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କ ର ଯନ୍ତ୍ରଣା ସମ୍ପୂର୍ଣ୍ଣ ଭାବରେ ଭଲ ହୋଇଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।