ସାରା ଜୀବନ କୁଆଁରୀ ରହିବାକୁ ଚାହାଁନ୍ତି ବିଜେପି ର ଏହି ସୁନ୍ଦରୀ ମହିଳା ନେତା, ଜାଣନ୍ତୁ କଣ ପାଇଁ ?

ବଲିଉଡ ଇଣ୍ଡଷ୍ଟ୍ରି ର ଡୋର ଲାଗିଥାଏ ଛାଡିଥାଏ , ଯିଏ ଆଜିର ସୁପର ଷ୍ଟାର କାଲି ସେ କେବେ କେବେ ନଜର ଆସିଥାଏ । ଏମିତିରେ ନୂଆ ଚେହେରା ଆସିବା ପରେ ଲାଗୁଛି ପୁରୁଣା ଚେହେରା ହଜି ଗଲାଣି । କିନ୍ତୁ ତାଙ୍କର ସମୟ ଏମିତି ଥିଲା କି ଲକ୍ଷ ଲକ୍ଷ ଲୋକ ତାଙ୍କର ଦିଵାନା ଥିଲେ । ଏମିତିରେ ଆଜି ଆମେ ଆପଣଙ୍କୁ ବଲିଉଡର ଏକ ଏମିତିକା ଷ୍ଟାର ବିଷୟରେ ଜଣାଇବୁ ଯାହାର ଲକ୍ଷ ଲକ୍ଷ ଦିବାନା ସହିତ ବଲିଉଡର ଷ୍ଟାର ବି ତାଙ୍କର ଦିବାନା ରହି ସାରିଛନ୍ତି । କିନ୍ତୁ ସେ ଏବେ ବଡ ପରଦାରେ ନଜର ଆସୁ ନାହାଁନ୍ତି ବା ଏମିତି କହି ପାରିବା କି ନୂଆ ଚେହେରା ତାଙ୍କର ଜାଗା ନେଇଛି । ଆଜି ଆମେ ଯାହା ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ରିମ୍ମି ସେନ ।

ରିମ୍ମି ବଲିଉଡର ଫେମସ କଳାକାର ଥିଲେ ଓ ସେ ବଲିଉଡରେ ଅଧିକାଂଶ ସବୁ ବଡ ବଡ ଅଭିନେତାଙ୍କ ସହିତ ଫିଲ୍ମୀ କରିଛନ୍ତି । ତାଙ୍କର ଅଧିକାଂଶ ଫିଲ୍ମୀ ହିଟ ହୋଇଛି । ସେ ବହୁତ ସୁନ୍ଦରୀ ହେବା ସହିତ ବହୁତ ଷ୍ଟାଇଲିସ ବି ଅଟନ୍ତି । ରିମ୍ମି ଏକ ଆକ୍ଟ୍ରେସ ହେବା ସହିତ ଏକ ସଫଳ ମଡେଲ ବି ଅଟନ୍ତି । ଟେଲିଭିଜନର ସବୁଠୁ ବଡ ସୋ ବିଗବସ ରେ ବି ଆସି ସାରିଛନ୍ତି ।

ବହୁତ ସମୟରୁ ରିମ୍ମି ବଲିଉଡ ରୁ ଦୂରେଇ ଅଛନ୍ତି ଓ ତାଙ୍କୁ କାମ ମିଳୁ ନାହିଁ । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ପ୍ରଭାବିତ ହୋଇ ରାଜନୀତିରେ ଆସିଛନ୍ତି । ଋମ୍ମିଙ୍କୁ ଏତେ ଦିନ ପରେ ଦେଖି ବହୁତ ଭଲ ଲାଗିଲା । ଋମ୍ମିଙ୍କୁ ଯେତେବେଳେ ତାଙ୍କ ବିବାହ ବିଷୟରେ ପଚରାଗଲା ତେବେ ସେ କହିଲେ କି ସେ ବିବାହ କରିବାକୁ ଚାହାଁନ୍ତି ନାହିଁ । ସିଙ୍ଗଲ ହିଁ ଠିକ ଅଟେ ।

ରିମ୍ମୀ ବିବାହ କରିବାକୁ କାହିଁକି ଚାହୁଁ ନାହାଁନ୍ତି ଏହାର ଉତ୍ତର ରିମ୍ମିଙ୍କର ଫ୍ୟାନ୍ସ ଜନତା ଜାଣିବାକୁ ଚାହୁଁଥିବେ, ଯେବେ କାହା ସହିତ ପ୍ରେମରେ ଧୋକା ମିଳିଥାଏ ତେବେ ତାର ଏହି ସମ୍ପର୍କ ଉପରୁ ଭରସା ଉଠି ଯାଇଥାଏ । ଯେବେ ବ୍ୟକ୍ତିକୁ ପ୍ରେମରେ ଧୋକା ମିଳିଥାଏ ତେବେ ତାକୁ ପୁଣି ଥରେ ବିଶ୍ଵାସ କରିବା ପାଇଁ କଷ୍ଟ ହୋଇଥାଏ । ରିମ୍ମି ସେନ ଏବେ କାହା ଉପରେ ଭରସା କରିବାକୁ ଚାହାଁନ୍ତି ନାହିଁ । ଗୋଟିଏ ପକ୍ଷରେ ପ୍ରେମରେ ଧୋକା ଓ ଦ୍ଵିତୀୟ ପକ୍ଷରେ ଫିଲ୍ମୀ କ୍ୟାରିଅର ବି ଶେଷ ହୋଇଯାଇଛି ।

ନିଜକୁ ବଲିଉଡରେ ଆକ୍ଟିଭ କରିବା ପାଇଁ ସେ ବିଗବସରେ ଆସିଥିଲେ ଓ ତାଙ୍କୁ ସମସ୍ତେ ବହୁତ ପସନ୍ଦ ମଧ୍ୟ କରିଥିଲେ । ଏବେ ସେ ଫିଲ୍ମୀରେ ନଜର ଆସୁ ନାହାଁନ୍ତି । ଏଥିପାଇଁ ଏବେ ସେ ରାଜନୀତିରେ ପାଦ ରଖିଛନ୍ତି । ଆମର ରିମ୍ମିଙ୍କ ପାଇଁ ଏହି ଶୁଭକାମନା କି ନିଜ ଜୀବନରେ ସେ ବହୁତ ସଫଳ ହୁଅନ୍ତୁ ।

ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆହୁରି ଏହି ଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।