ଦୁନିଆସାରା ଲୋକ ଚକିତ କି ଶୂନ୍ୟରେ ଲଟକିଥିବା ଏହି ନଳକୁ ପାଣି କେଉଁଠୁ ଆସୁଛି, ଏହା ଯାଦୁ ନା କୌଣସି ଟ୍ରିକ

ସେମିତି ତ ଆପଣ ବହୁତ ଏମିତିକା ଜିନିଷ ଦେଖିଥିବେ ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଥିବ କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏମିତିକା ଜିନିଷ ଦେଖାଇବାକୁ ଯାଉଛୁ ଯାହାକୁ ଦେଖିବା ପରେ ଆପଣଙ୍କର ହୋସ ଉଡିଯିବ ଓ ତା ସହିତ ଆପଣ ଏହା ବିଷୟରେ ଭାବିବା ପାଇଁ ବାଧ୍ୟ ହୋଇଯିବେ କି ଏହା କେମିତି ହୋଇ ପାରୁଛି । କଣ କେବେ ଆପଣ ଶୂନ୍ୟରେ ଲଟକୁ ଥିବା ଏକ ବଡ ନଳ ଦେଖିଛନ୍ତି ଯେଉଁଥିରୁ ପାଣି ବାହାରୁ ଥିବ ? ଆପଣଙ୍କୁ ଏହା ଜଣାଇ ଦେଉଛୁ କି ଏମିତିକା ନଳ ଆପଣଙ୍କୁ ଦୁନିଆରେ କେଉଁଠି ନା କେଉଁଠି ଦେଖିବାକୁ ମିଳିଯିବ ଓ ଯେଉଁ ଲୋକ ଏହାକୁ ପ୍ରଥମ ଥର ଦେଖନ୍ତି ସେ ଏହାକୁ ଦେଖି ଚକିତ ହୋଇଯାନ୍ତି ।

ଆପଣଙ୍କୁ ଜଣାଇ ଦେଉଛୁ କି ଏହି ନଳ ସ୍ପେନ, ବେଲଜିୟମ, ଆମେରିକା, କନ୍ନାଡା ଭଳି ଜାଗାରେ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ଲଗା ଯାଇଅଛି ଓ ଯେବେ ବି ଲୋକ ଏହି ଜିନିଷକୁ ଦେଖନ୍ତି ତେବେ ତାଙ୍କୁ ଲାଗେ କି ଏହା କୌଣସି ଯାଦୁ ଅଟେ କିନ୍ତୁ ଏମିତି ନୁହେଁ । ଆପଣଙ୍କୁ ଜଣାଇ ଦେଉଛୁ କି ଏହା ନଳ ନୁହେଁ ପରନ୍ତୁ ଏକ ସାଧାରଣ ଝରଣା ଅଟେ । ଆଜ୍ଞା ହଁ, ଆପଣଙ୍କୁ ଜଣାଇ ଦେଉଛୁ କି ଏହି ନଳରେ ପାଣିଧାର ଭିତରେ ଏକ ପାରଦର୍ଶୀ ପାଇପ ଲୁଚା ଯାଇଥାଏ ଯିଏ ଏହି ନଳକୁ ପାଣିର ସପ୍ଲାଇ କରିଥାଏ ଓ ଯେବେ ଆପଣ ଏହାକୁ ଦେଖନ୍ତି ତ ଏମିତି ଲାଗିଥାଏ କି ଏହା କୌଣସି ଯାଦୁ ଅଟେ ।

ତେବେ ଆଜି ଆମେ ଆପଣଙ୍କୁ ପୁରା ଦୁନିଆର ସବୁଠୁ ଭଲ ନଳ ବାଲା ଝରଣା ଦେଖାଇବୁ ଯିଏ ସବୁଠୁ ଅଧିକ ଅସଲି ଦେଖା ଯାଇଥାଏ ।

ଆପଣଙ୍କୁ ଜଣାଇ ଦେଉଛି କି ଏହି ନଳ ବି ସ୍ପେନରେ ଅଛି ।

ଏହା ବି ସ୍ପେନ ର ଏକ ସହରରେ ଅଛି ।

ଜଣାଇ ଦେଉଛୁ କି ଏହା Ypres, Belgium ରେ ଏକ ସୁପର ହାଇୱେ ରେ ଲଗାଯାଇଅଛି ।

କିନ୍ତୁ ଏହା ଯେଉଁ ଜାଗାରେ ଲଗା ଯାଇଅଛି ଏଥିରୁ ଏହା ବହୁତ ଅସଲି ଲାଗୁଛି ।

ଏହି ଫାଉଣ୍ଟେନ ସୁଇଜରଲ୍ୟାଣ୍ଡ ରେ ଅଛି ।

ଏମିତି ଲାଗୁଛି କି ଏହା ଏକ ମ୍ୟାଜିକାଲ ଫାଉଣ୍ଟେନ ଅଟେ । ଏହା ବହୁତ ଯାଦୁ ଭଳି ଲାଗୁଛି ।

ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗିଥିଲେ ସେୟାର କରନ୍ତୁ ଓ ଆହୁରି ଏହି ଭଳି ପୋଷ୍ଟ ପାଇଁ ଆମ ପେଜକୁ ଲାଇକ କରନ୍ତୁ ।