୭୨ ଘଣ୍ଟା ପର୍ଯ୍ୟନ୍ତ ୩୦୦ ଚିନ ସୈନିକଙ୍କ ଉପରେ ଏକୁଟିଆ ଭାରି ପଡିଥିଲେ ଜସବନ୍ତ ସିଂହ, ଆଜି ବି ବଡରର କରୁଛନ୍ତି ସୁରକ୍ଷା – ଆସନ୍ତୁ ଜାଣିବା ପୁରା ଘଟଣା

ଫିଲ୍ମ ଦୁନିଆର ବର୍ତ୍ତମାନ ପର୍ଯ୍ୟନ୍ତ ଦେଶଭକ୍ତି ଉପରେ ବହୁତ ଫିଲ୍ମ ତିଆରି ହୋଇ ସାରିଛି । ଯେଉଁଥିରେ ଉରି ବକ୍ସ ଅଫିସରେ ଭଲ ହିଟ ହୋଇଛି । ଦେଶଭକ୍ତି ଉପରେ ଆଧାରିତ ଫିଲ୍ମ ଉରି ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସୁଛି । କିନ୍ତୁ ପୁଣି ଥରେ ଦେଶଭକ୍ତି ଉପରେ ଆଧାରିତ ଆଉ ଏକ ଫିଲ୍ମ ରିଲିଜ ହୋଇ ସାରିଛି । ରାଇଫଲମ୍ୟାନ ଜସବନ୍ତ ସିଂହ ଉପର ଆଧରିତ ଫିଲ୍ମ ପରଦାରେ ଆସି ସାରିଛି । ତେବେ ଚାଲନ୍ତୁ ଦେଖିବା ଆମର ଏହି ଲେଖାରେ ଆପଣଙ୍କ ପାଇଁ କଣ ଖାସ ଲେଖା ହୋଇଛି ?

ରାଇଫଲମ୍ୟାନ ଜସବନ୍ତ ସିଂହଙ୍କର ନାମ ତ ସମସ୍ତେ ଶୁଣିଥିବେ । ଯଦି ଶୁଣି ନାହାନ୍ତି ତେବେ ଆପଣଙ୍କୁ ଏହି ଫିଲ୍ମ ଦେଖିବା ଉଚିତ । ଏହି ଫିଲ୍ମକୁ ଦେଖିବା ପରେ ଜାଣି ପାରିବେ କି ୧୯୬୨ ମସିହାରେ ଚୀନ ଆମ ଉପରେ ଭାରି ପଡିଥିଲେ, କିନ୍ତୁ ପରିସ୍ଥିତି ଖରାପ ହୋଇଯିବାରୁ ଭାରତୀୟ ସେନା କମଜୋର ହୋଇ ଯାଇଥିଲେ । ଏହି ଫିଲ୍ମ ୧୯୬୨ ମସିହାର ବହୁତ ରହସ୍ୟକୁ ଖୋଲୁଛି । ଯେଉଁଥିରେ ଭାରତୀୟଙ୍କୁ ଗର୍ବ ଲାଗିବ ।

୩୦୦ ଚିନୀ ସୈନିକଙ୍କୁ ଉପରେ ଏକୁଟିଆ ଭାରି ପଡିଥିଲେ ଜସବନ୍ତ ସିଂହ

୨୧ ବର୍ଷ ବୟସରେ ଜସବନ୍ତ ସିଂହ ରାବତ ୭୨ ଘଣ୍ଟା ପର୍ଯ୍ୟନ୍ତ ଚୀନଙ୍କର ୩୦୦ ସୈନିକଙ୍କ ସହିତ ଏକୁଟିଆ ଲଢିଥିଲେ । ଭୋକିଲା ରହିବା ସତ୍ବେ ନିଜର ଶେଷ ନିଶ୍ଵାସ ପର୍ଯ୍ୟନ୍ତ ସେ ଚୀନର ସୈନିକଙ୍କ ସହିତ ଲଢୁଥିଲେ । ଏବଂ ଶେଷରେ ସହିଦ ବି ହୋଇଗଲେ । ଜସବନ୍ତ ସିଂହଙ୍କର ଏହି ବଳିଦାନକୁ ଏବଂ ଦେଶପ୍ରେମକୁ ଆଜି ବି କେହି ବୁଲି ପାରି ନାହାନ୍ତି ।

କହିଦେଉଛୁ ଯେ ଏହି ଫିଲ୍ମ ବହୁତ ଧମାଲ କରୁଛି । ଏହି ଫିଲ୍ମକୁର ନାମ “୭୨ ଆୱର୍ସ : ମାର୍ଟିୟର ହୂ ନେଭର ଡାଇଡ” ଅଟେ । ଏହି ଫିଲ୍ମରେ ଚତୁର୍ଥ ଗଢବାଲ ରାଇଫଲରେ ରାଇଫଲମ୍ୟାନ ଜସବନ୍ତ ସିଂହ ରାବତଙ୍କର ନୁରାଙ୍ଗରେ ଲଡିଥିବା କାହାଣୀକୁ ଦର୍ଶାୟା ଯାଇଛି । ଯାହାକୁ ସମସ୍ତେ ଦେଖିବା ଉଚିତ । ଆଜି ବି ରାଇଫଲମ୍ୟାନ ଜସବନ୍ତ ସିଂହ ରାବତଙ୍କର ନାମରେ ଚୀନର ଲୋକମାନେ ଡରି ଯାଆନ୍ତି ।

“୭୨ ଆୱର୍ସ : ମାର୍ଟିଯର ହୂ ନେବର ଡାଇଡ”ର ଡାୟରେକ୍ଟର କହିଲେ ଏହି କଥା

ଫିଲ୍ମ ରିଲିଜ ହେବା ପରେ “୭୨ ଆୱର୍ସ : ମାର୍ଟିଯର ହୂ ନେବର ଡାଇଡ”ର ଡାୟରେକ୍ଟର ଅବିନାଶ କହିଲେ କି ଯେତେବେଳେ ମୁଁ ଏହି କାହାଣୀକୁ ଲେଖୁଥିଲି ତେବେ ମୋତେ ଲାଗୁଥିଲା କି ସହିଦ ଜସବନ୍ତ ସିଂହଙ୍କର ଆତ୍ମା ମୋର ଆଖ ପାଖରେ ବୁଲୁଛି । ଅବିନାଶ କହିଲେ କି ମୋର ପିତା ବି ଏକ ସୈନିକ ଥିଲେ ଏବଂ ପିଲାବେଳୁ ହିଁ ପିତାଙ୍କ ଠାରୁ ଜସବନ୍ତ ସିଂହଙ୍କର ବିରତାର କାହାଣୀ ମୁଁ ଶୁଣି ଆସୁଥିଲେ ।

ଲୋକମାନଙ୍କ ହୃଦୟରେ ଆଜି ବି ଅଛନ୍ତି ଜସବନ୍ତ ସିଂହ

ଭୋକିଲା, ପାଣି ନ ପିଇ ୩୦୦ ଶତ୍ରୁଙ୍କ ସହିତ ଲଢୁଥିବା ଜସବନ୍ତ ସିଂହଙ୍କୁ ଆଜି ବି ଲୋକମାନେ ମନେ ରଖିଛନ୍ତି । ଯାହାକୁ ଲୋକମାନେ ଅରୁଣାଚଳ ପ୍ରଦେଶର ତବାଙ୍ଗରେ ବାବା ଜସବନ୍ତ ସିଂହ ନାମରେ ଏକ ମନ୍ଦିର ତିଆରି କରିଛନ୍ତି । ତାଙ୍କ ନାମ ଅନୁସାରେ ଏକ ଅଞ୍ଚଳର ନାମ ଜସବନ୍ତ ହୋଇଯାଇଛି । କହିଦେଉଛୁ ଯେ ଜସବନ୍ତ ସିଂହଙ୍କ ନାମରେ ଆଜି ବି ଛୁଟି ମିଳେ । ଏବଂ ତାଙ୍କୁ ପ୍ରମୋଶନ ମଧ୍ୟ ଦିଆଯାଏ । ତାଙ୍କର ଜୋତାକୁ ବି ସଫା କରାଯାଏ ।

କମେଣ୍ଟ ରେ ଜୟା ହିନ୍ଦ ଲେଖନ୍ତୁ ଓ ଜସବନ୍ତଙ୍କ ପାଇଁ ଗୋଟେ ଲାଇକ ଓ ଶେୟାର କରନ୍ତୁ ।