ଏହି ମଟନ ବାଲି କୁ ଦେଖିଲେ ଭୁଲି ଯିବ ଆଖି ମାରିବା ବାଲି ପ୍ରିୟାକୁ, ବିଶ୍ବାସ ନଥିଲେ ନିଜେ ଦେଖି ନିୟନ୍ତୁ

ସୋସିୟାଲ ମିଡିୟାରେ ଏହି ଜମାନାରେ କେବେ କିଏ ଭାଇରାଲ ହୋଇ ପ୍ରସିଦ୍ଧ ହୋଇଯିବ ତାହା କହିହେବ ନାହିଁ । ଆଜିକା ସମୟରେ ଗୋଟିଏ ରାତିରେ ଷ୍ଟାର ହେବ ଲୋକ କମ ନାହାନ୍ତି । ଅଚାନକ କୌଣସି ଭିଡିଓ ଏବଂ ଫଟୋ ସୋସିୟାଲ ମିଡିୟାରେ ଆସିଥାଏ ଏବଂ ରାତାରାତି ନିଆ ଭଳି ପୁରା ଦୁନିଆରେ ଖେଳିଯାଇଥାଏ । ଏମିତି ହିଁ ଆଜିକା ସମୟରେ କେତେକ ଲୋକମାନେ ପ୍ରସିଦ୍ଧ ଲାଭ କରିଛନ୍ତି । ପ୍ରସିଦ୍ଧ ପାଇବା ପାଇଁ ଏହି ଲୋକମାନଙ୍କୁ କେତେ ଲୋକମାନେ ଆଗରୁ ଦେଖି ବି ନଥିଲେ ।

ଅଭିକା ଭାରତରେ ପ୍ରିୟା ବାରିୟର ଆଖି ମାରି ନିଜର ଦିବାନା ବନାଇ ଦେଇଥିଲେ । ଲୋକମାନଙ୍କ ଉପରେ ପ୍ରିୟା ର ଜୁନୁନ ଏମିତି ହେଲା କି ସେ ଗୋଟିଏ ରାତିରେ ଲୋକମାନେ ପ୍ରିୟାକୁ ନେସନାଲ କ୍ରଶ ବନାଇଦେଲେ । ଏପଟେ ଲୋକମାନେ ପ୍ରିୟାର ଚର୍ଚା କରୁଥିବାର ଦେଖାଯାଉଥିଲେ । ପ୍ରିୟା ନିଜର ଏକ୍ସପ୍ରେଶନ ଦ୍ଵାରା ସମସ୍ତଙ୍କୁ ମଦହୋସ କରି ଦେଇଥିଲା ।

କିନ୍ତୁ ଏହା ସୋସିୟାଲ ମିଡିୟା ର ଜମାନା ଅଟେ । ଏଠି ସବୁବେଳେ ସମସ୍ତେ କାହାକୁ ମନେ ରଖନ୍ତି ନାହିଁ । ଆଜି ପ୍ରିୟା ଅଛି ତ କାଲି ଆଉ କେହି , ଯାହାର ଲୋକମାନେ ଦିବାନା ହୋଇଯିବେ । ଅଭିକା ଆପଣ ବି ପ୍ରିୟା ବାରିୟର କୁ ଭୁଲିଯିବେ ।

ଆଜିକାଲି ସୋସିୟାଲ ମିଡିୟାରେ କେହି ଆଖି ମାରିବାର ଝିଅ ନୁହେଁ, ତାଇଵାନ ର ମଟନ ବାଲି ଝିଅ ଚାଲିଛି । ଅଭିକା ଲୋକମାନେ ଏହି ମଟନ ବାଲି ବିଷୟରେ କଥା କାହୁଥିବାର ଦେଖାଯାଉଛନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ତାଇବାନ ରେ ରହୁଥିବା ଏହି ମଟନ ବାଲିକୁ ଲୋକମାନେ ସୋସିୟାଲ ମିଡିୟାରେ ଫୋଲୋ କରୁନାହାନ୍ତି, ତାଙ୍କ ଦୋକାନରେ ବି ବହୁତ ଭିଡ ଦେଖା ଯାଉଛି ।

ଏହି ସମୟରେ ତାଇବାନ ରେ ନୁହେଁ ଦୁନିଆର ସବୁ କୋଣରେ ଏହି ମଟନବାଳି ର ଚର୍ଚା ଚାଲିଛି । ଏହି ମଟନବାଳି ଲୋକମାନଙ୍କୁ ନିଜର ସୁନ୍ଦରତା ରେ ପାଗଳ ବନାଇ ଦେଇଛି । ଲୋକମାନେ ଏହାର ଏକ ଝଲକ ପାଇବା ଏପାଇଁ ଦୂର ଦୂରରୁ ଏହାର ଦୋକାନକୁ ଯାଉଛନ୍ତି ।

ଗୋଟିଏ ରାତିରେ ଏହାର ଦୋକାନ ର ବିକ୍ରି କେତେ ଗୁଣା ବଢି ଗଲା । ଆପଣଙ୍କୁ କହିଦେଉଛୁ ଯେ ଏହି ମଟନବାଳି ର ନାମ ଲିଟିଲ ପିଚ ଅଟେ । ଆପଣ ଜାଣୀ ଆଶ୍ଚର୍ଯ୍ୟ ହେବେ କି ଲିଟିଲ ପିଚ ଏକ ମଡେଲ ଅଟନ୍ତି । ଗତ କିଛି ମାସ ହେବ ସେ ସେଲ୍ସଗର୍ଲ ର କାମ କରୁଥିଲେ ।