ମୋବାଇଲ ରେ କାହିଁକି ଥାଏ ଏହି ୩ଟି ବଟନ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଆଜିକାଲି ସମୟରେ ସମସ୍ତେ ମୋବାଇଲ ଫୋନ ବ୍ୟବହାର କରୁଛନ୍ତି । ମୋବାଇଲ ଫୋନ ସବୁଠୁ ମହତ୍ଵପୂର୍ଣ ଜିନିଷ ମଧ୍ୟରେ ଗୋଟେ ଅଟେ । କିଛି ଲୋକଙ୍କ ପାଖରୁ ତାଙ୍କର ମୋବାଇଲ ଫୋନ ଦୂରେଇ ଦିଆଯାଏ ତେବେ ସେ ହଇରାଣ ହୋଇ ଯାଆନ୍ତି । ସମସ୍ତେ ଶୋଇବା ପରେ ସକାଳୁ ଉଠିବା ପରେ ସେ ପ୍ରଥମେ ନିଜର ମୋବାଇଲ ଫୋନ ଖୋଜିଥାଏ । ଗୋଟେ ମୋବାଇଲ ଫୋନ କେତେ କାମ ଏକାଠି କରି ପାରିବ ଏବଂ ସେଥିରେ ଯଦି ଇଣ୍ଟର୍ନେଟ ବି ଥାଏ ତେବେ ଭାବି ନିଅନ୍ତୁ କି ‘ସୋନେ ପେ ସୁହାଗା’ ହୋଇଯାଏ ।

ମୋବାଇଲ ଫୋନ ରେ କିଛି ବଟନ ଏମିତି ଅଛି ଯାହା ବିଷୟରେ ଆପଣ ପୁରା ଜାଣି ନାହାନ୍ତି । ଆପଣ ଏହି ବଟନକୁ ସବୁବେଳେ ବ୍ୟବହାର କରନ୍ତି କିନ୍ତୁ ଆପଣ ଏହା ବିଷୟରେ ଅଧା ଜାଣିଛନ୍ତି । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ଏମିତ ଏକ ଭିଡିଓ ଆଣିଛୁ ଯାହାକି ଆପଣଙ୍କୁ ମୋବାଇଲ ଫୋନ ର କିଛି ବଟନ ବିଷୟରେ ଭଲ ଭବାରେ ବୁଝାଇ ଦେବ । ବର୍ତ୍ତମାନ ଲୋକମାନେ କୌଣସି ନା କୌଣସି ନୂଆ ଜିନିଷ ବିଷୟରେ ଜାଣୁଛନ୍ତି ।

ସୋସିୟାଲ ମିଡିୟା ଗୋଟିଏ ମାଧ୍ୟମ ହୋଇଗଲାଣି କି ନିଜର କୌଣସି କଥା ସମସ୍ତଙ୍କ ପାଖକୁ ପହଞ୍ଚାଇ ପାରିବେ । ଆପଣ ଯଦି କୌଣସି କଥା କହିବାକୁ ଚାହୁଁଛନ୍ତି ତେବେ ତାହାର ଏକ ଭିଡିଓ କରି ସୋସିୟାଲ ମିଡିୟା ରେ ଛାଡି ଦେଇ ପାରିବେ । ବର୍ତ୍ତମାନ ଗୋଟେ କଥାକୁ ସମସ୍ତଙ୍କ ପାଖୁ ପହଞ୍ଚାଇବା ପାଇଁ ବେଶି କଷ୍ଟ କରିବାକୁ ପଡେ ନାହିଁ । କିଛି ସମୟରେ ଆପଣଙ୍କ ର ଭିଡିଓ ଭାଇରାଲ ହୋଇଯାଏ । ଏଥିପାଇଁ ଆମେ ଆଜି ଗୋଟିଏ ଭିଡିଓ ଆପଣଙ୍କ ପାଇଁ ଆଣିଛୁ ।

ଆପଣଙ୍କ ମୋବାଇଲରେ ଫୋନରେ ଡିସପ୍ଲେ ର ତଳେ ୩ଟି ବଟନ ଥାଏ ଏବଂ ଏହି ୩ ଟି ବଟନ କଣ କଣ କମାଲ କରି ପାରିବ ଏହା ଆପଣଙ୍କୁ ଜଣା ନାହିଁ । ଏହି ୩ଟି ବଟନ ସାହାର୍ଯ୍ୟ ରେ ଆପଣ ନିଜର ମୋବାଇଲ ଫୋନକୁ ଲକ କରିପାରିବେ ।

ଏଥିପାଇଁ ଆପଣଙ୍କୁ ପ୍ଲେୟଷ୍ଟୋର କୁ ଯାଇ ଗୋଟିଏ ଆପ ‘Touch Lock’ ଡାଉନଲୋଡ କରିବାକୁ ପଡିବ ଯାହାଦ୍ଵାରା ଆପଣ ଏହି ସବୁ ଫଙ୍କଶନ କରି ପାରିବେ । ଏହାକୁ ଡାଉନଲୋଡ କରିବା ପରେ ନିର୍ଦେଶ ଅନୁସାରେ ଚଲାନ୍ତୁ । ତାହା ପରେ ଆପଣ ଫୋନକୁ ଲକ ନ କରି ମଧ୍ୟ ଆପ୍ଲିକେସନ ଯେମିତି ୱ୍ହାଟ୍ସ ଐପ, ଗୈଲରୀ, ଫେସବୁକ ଇତ୍ୟାଦି ଲକ କରିପାରିବେ । ବିସ୍ତୃତ ଭାବରେ ଜାଣିବା ପାଇଁ ଆପଣ ଏହି ଭିଡିଓ ଦେଖନ୍ତୁ ।