୧୧ ବର୍ଷ ର ଝିଅ କରିଲା ୭୦ ବର୍ଷ ର ବୁଢା ସହ ବିବାହ, ବିବାହ ର ପର ଦିନ ଯାହା ହେଲା ଜାଣିଲେ ହୋସ ଉଡିଯିବ

ଆଜି ଆମ ଦେଶ ଭାରତର ଗଣତି ସବୁଠୁ ପ୍ରଭାବଶାଳୀ ଦେଶ ମାନଙ୍କ ମଧ୍ୟରେ କରା ଯାଉଅଛି । ବଦଳୁଥିବା ସମୟ ସହିତ ବିକାଶ କୁ ଦେଖି ଯେମିତି ସମସ୍ତେ ଖୁସି ହେଇ ଯାଉଛନ୍ତି ସେମିତି କିଛି ଘଟଣା ଏମିତ ବି ହୋଇଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ । ଆଜିକାଲି କେତେକ ମହିଳାମାନେ ନିଜର ବୟସ ଠାରୁ ବେଶି ବୟସ୍କ ବ୍ୟକ୍ତି ସହ ବାହା ହେବା ପାଇଁ ଇଛା କରୁଛନ୍ତି । କିଛି ମହିଳା ନିଜର ମଜବୁରି ପାଇଁ କିମ୍ବା ପରିବାର କହିବା ଦ୍ଵାରା ଏମିତି କରନ୍ତି ଏବଂ କିଛି ମହିଳା ଧନୀ ହେବା ପାଇଁ ବାହା ହୋଇଯାଆନ୍ତି ।

ବହୁତ କମ ଏମିତି ହୋଇଥାଏ ଯେତେବେଳେ ମହିଳା ବୟସ୍କ ବ୍ୟକ୍ତିର ପ୍ରେମରେ ପଡି ଏମିତି କରନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଘଟଣା ଆଣିଛୁ । ଗୋଟିଏ ଛୋଟ ଝିଅ ର ବାହାଘର ୭୦ ବର୍ଷ ଏକ ବୟସ୍କ ବୁଢା ସହ କରିଦିଆ ଗଲା । ଆପଣଙ୍କୁ କହିଦେଉଛୁ ଯେ ଝିଅର ଯେଉଁ ବୟସ୍କ ବ୍ୟକ୍ତି ସହ ବାହାଘର ହେଇଛି ତାହାର ଏକ ସ୍ତ୍ରୀ ଅଛି ଏବଂ ସ୍ତ୍ରୀଙ୍କୁ ଏହି ବାହାଘରେ କୌଣସି ଅସୁବିଧା ନାହିଁ ।

ଏହି ଝିଅର ବାହାଘର ଆଫ୍ରିକା ର ଏକ ବୟସ୍କ ବ୍ୟକ୍ତି ସହ କରା ଯାଇଛି । କୁହାଯାଇଛି କି ବ୍ୟକ୍ତି ସହ ଦେଖାଦେଖି ଏହି ଝିଅର ଅନଲାଇନ ରେ ହୋଇଥିଲା । ଅନଲାଇନ ରେ ଦୁଇଜଣଙ୍କର ପ୍ରେମ ହେଲା ଏବଂ ଦୁଇଜଣ ବାହାହେବା ପାଇଁ ନିସ୍ପତି ନେଲେ । ସେଥିପାଇଁ ସେ ବାହାହେବା ପାଇଁ ଭାରତ ଆସିଗଲେ ।

ଏହି ବାହାଘରରେ ଝିଅଙ୍କ ଘରେ କିଛି ସମସ୍ୟା ନଥିଲା କିମ୍ବା ବ୍ୟକ୍ତିର ସ୍ତ୍ରୀ ର ମଧ୍ୟ । ଦୁଇ ଘରର ଲୋକମାନେ ଖୁସି ଖୁସିରେ ତାଙ୍କର ବାହାଘର କରିଦେଲେ । ସ୍ତ୍ରୀ ନିଜର ସ୍ଵାମୀର ବାହାଘର ପାଇଁ ଭାରତ ମଧ୍ୟ ଆସିଥିଲେ । କିନ୍ତୁ ବାହାଘର ଗୋଟିଏ ଦିନ ପରେ ଝିଅର ମୁର୍ତ୍ୟୁ ହୋଇଗଲା ।

ଝିଅ ଏକ ଗମ୍ଭୀର ରୋଗ ରେ ପୀଡିତ ଥିଲା । ସେମାନେ ଏହି କଥା ପ୍ରଥମରୁ ହିଁ ବ୍ୟକ୍ତିଙ୍କୁ କହି ଦେଇଥିଲେ । କିନ୍ତୁ ଝିଅର ଶେଷ ଇଛା ଥିଲା କି ସେ ତାଙ୍କୁ ହିଁ ବାହା ହେବେ । ତାହାର ବାହାଘର ସେହି ବୟସ୍କ ବ୍ୟକ୍ତି ସହ କରି ଦେଇଥିଲେ । କିନ୍ତୁ ବାହାଘର ପର ଦିନ ତାହାର ମୁର୍ତ୍ୟୁ ହୋଇ ଯାଇଥିଲା । ଯେଉଁଠି ତାର ମୁର୍ତ୍ଯୁରେ ସମସ୍ତେ ଦୁଃଖି ଥିଲେ କିନ୍ତୁ କିନ୍ତୁ ସନ୍ତୁଷ୍ଟି ଏହି କଥାର ଥିଲା କି ସେମାନେ ତାହାର ଶେଷ ଇଛା ପୂରଣ କରି ପାରି ଥିଲେ ।