ସୋନାକ୍ଷୀ ସିହ୍ନା ପାଗଳ ଅଟନ୍ତି ଏହି ଖତରନାକ ବ୍ୟାଟ୍ସମ୍ୟାନ ଙ୍କ ପାଇଁ, ନାଁ ଜାଣିଲେ ବିଶ୍ବାସ କରି ପାରିବେନି

କ୍ରିକେଟ ଏବଂ ବଲୀଉଡ ର ସମ୍ପର୍କ ବହୁତ ପୁରୁଣା ଅଟେ । ବର୍ତ୍ତମାନ କ୍ରିକେଟ ଜଗତର କୌଣସି ନା କୌଣସି ଖେଳାଳିର ନାମ ବଲୀଉଡ ର ହସିନା ସହ ଜଡିତ ହେଉଛି । କ୍ରିକେଟ ଖେଳାଳୀଙ୍କର ବଲୀଉଡ ଅଭିନେତ୍ରୀଙ୍କ ସହ ଲିଙ୍କ ଅପ୍ସ ର ଖବର ଆସୁଥାଏ । ଅନୁଷ୍କା ଶର୍ମା ଏବଂ ବିରାଟ କୋହଲୀ ବାହାହୋଇ ଏହି କଥା ପ୍ରମାଣ କରି ସାରିଛନ୍ତି କି ବହୁତ ଅଭିନେତ୍ରୀଙ୍କ ହୃଦୟ ଖେଳାଳିଙ୍କ ପାଇଁ ଧକ ଧକ ହୋଇଥାଏ ।

ପ୍ରସିଦ୍ଧ ଅଭିନେତ୍ରୀ ଆଲିୟା ଭଟ୍ଟ କହିଲେ କି ତାଙ୍କୁ ଭାରତୀୟ ଟିମ ର ବ୍ୟାଟସମାନ ରୋହିତ ଶର୍ମା ଉପରେ କ୍ରଶ ଥିଲା ଏବଂ ଟାଇମ ମିଳିଲେ ସେ ତାଙ୍କର ବ୍ୟାଟିଙ୍ଗ ଦେଖି ଥାନ୍ତି । ଏହା ପୂର୍ବରୁ ପ୍ରିୟଙ୍କା ଚୋପଡା କହିଥିଲେ କି ତାଙ୍କୁ ଗୌତମ ଗମ୍ଭୀର ବହୁତ ପସନ୍ଦ ଲାଗେ ଏବଂ ତାଙ୍କର ବ୍ୟାଟିଙ୍ଗ ସେ କେବେ ଭୁଲନ୍ତି ନାହିଁ ।

ଏହି ଲିସ୍ଟରେ ଆଉ ଏକ ଅଭିନେତ୍ରୀଙ୍କର ନାମ ଜଡିତ ହେବାକୁ ଯାଊ ଅଛି । ବଲୀଉଡ ର ଦବଙ୍ଗ ଗାର୍ଲ ସୋନାକ୍ଷୀ ସିନ୍ହାଙ୍କର ନାମ ଏହି ଲିସ୍ଟରେ ସାମିଲ ହେବାକୁ ଯାଊ ଅଛି ।

ସୁରେଶ ରୈନା ଉପରେ ସୋନାକ୍ଷୀଙ୍କର କ୍ରଶ

ସୋନାକ୍ଷୀ ଏକ ଇଣ୍ଟରଭିୟୁ ରେ କହିଥିଲେ କି ତାଙ୍କୁ ଟିମ ଇଣ୍ଡିଆର ଗୋଟିଏ ଖେଳାଳି ବହୁତ ପସନ୍ଦ । ଯେତେବେଳେ ମ୍ୟାଚ ଆସେ ସୋନାକ୍ଷୀ ଚେଷ୍ଟା କରନ୍ତି କି ସ ତାଙ୍କର ବ୍ୟାଟିଙ୍ଗ ଦେଖିବେ । ସୋନାକ୍ଷୀ ସିହ୍ନାଙ୍କ ହୃଦୟ ଯେଉଁ ଖେଳାଳି ପାଇଁ ଧକ ଧକ ହେଉଥିଲା ସେ ଆଉ କେହି ନୁହନ୍ତି ଟିମ ଇଣ୍ଡିଆର ଧୂଆଁ ଧାର ବ୍ୟାଟସମ୍ୟାନ ସୁରେଶ ରୈନା ଅଟନ୍ତି ।

ସୋନାକ୍ଷୀ ଙ୍କୁ ସୁରେଶ ରୈନାଙ୍କର ବ୍ୟାଟିଙ୍ଗ ବହୁତ ବେଶି ପସନ୍ଦ ଆସେ ଏବଂ ଟାଇମ ମିଳିଲେ ସେ ତାଙ୍କର ବ୍ୟାଟିଙ୍ଗ ର ପୁରା ଆନନ୍ଦ ଉଠାଉ ଥିଲେ । ସୋନାକ୍ଷୀ କହିଲେ ସୁରେଶ ରୈନାଙ୍କର ଭଲ ପ୍ରଦର୍ଶନ ପରେ ତାଙ୍କୁ ସୋସିୟାଲ ମିଡିୟାରେ ଶୁବେଚ୍ଛା ଦେବାକୁ ଭୁଲନ୍ତି ନାହିଁ ।

କହିବାକୁ ପଡିବ ଖେଳାଳିଙ୍କ ମାମଲାରେ ସୋନାକ୍ଷୀଙ୍କ ପସନ୍ଦ ଭଲ ଅଟେ । ଏକ ଏମିତ ଖେଳାଳି ଯାହାଙ୍କୁ ପୁରା ଭାରତ ପସନ୍ଦ କରନ୍ତି । କହିଦେଉଛୁ କି କିଛି ବର୍ଷ ପୂର୍ବେ ସୁରେଶ ରୈନା ନିଜର ପିଲାବେଳର ସାଙ୍ଗ ପ୍ରିୟଙ୍କା ଚୌଧୁରୀଙ୍କୁ ସହ ବିବାହ ହୋଇ ଥିଲେ । ବର୍ତ୍ତମାନ ସେମାନେ ଏକ ଛୋଟ ଝିଅର ବାପା ମା ଅଟନ୍ତି । ତାଙ୍କର ନାମ ସେ ଗ୍ରେସିୟା ରୈନା ରଖିଛନ୍ତି ।