ରୂପା ମୁଦି କେଉଁ ଆଙ୍ଗୁଠିରେ ପିନ୍ଧିଲେ, କାର୍ଯ୍ୟ ସଫଳ ହୋଇଥାଏ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ବହୁ ଗୁଡିଏ ବାସ୍ତୁ ଶାସ୍ତ୍ର ଜନିତ କଥା ରହିଅଛି । ଯେଉଁ ସବୁ ଜ୍ଞାନକୁ ଜାଣିବା ଦ୍ଵାରା ତାହା ଆମର ବହୁ କାର୍ଯ୍ୟରେ ଆସିଥାଏ । ଏହା ସହ ଯଦି ବାସ୍ତୁଦୋଷ ରହିଥାଏ । ତେବେ ମଧ୍ୟ ତାହାକୁ ସେହି ଉପାୟ ଦ୍ଵାରା ଦୂରୀଭୂତ କରାଯାଇଥାଏ । ତେବେ ଚାଲନ୍ତୁ କିଛି ସେହିଭଳି ଜ୍ଞାନପୂର୍ଣ୍ଣ କଥା ଆଲୋଚନା କରି ଜାଣିନେବା । ସକାଳୁ ଉଠି ନିଜର ୨ ପାପୁଲିକୁ ଦେଖିଲେ, ବହୁତ ଶୁଭ ହୋଇଥାଏ । ଚୁଚୁନ୍ଦ୍ରା ଘର ଦେଖିଲେ, ମା’ ଲକ୍ଷ୍ମୀ ଆଗମନର ସୂଚନା ମିଳିଥାଏ ।

ଘରେ ବୁଢିଆଣୀ ଜଳ ହେଲେ ତାହା ଅଶୁଭ ହୋଇଥାଏ । ତେଣୁ ଘରେ ବୁଢିଆଣୀ ଜାଲ ହେବା ପାଇଁ ଦିଅନ୍ତୁ ନାହିଁ । ବେଙ୍ଗ ବୋବାଇଲେ, ବର୍ଷା ହେବାର ସମ୍ଭାବନା ମିଳିଥାଏ । ଅମାବାସ୍ୟା ଦିନ ଘରର ଅଦରକରୀ ଜିନିଷ ବାହାରେ ଫୋପାଡିଲେ, ଶୁଭ ହୋଇଥାଏ । ପକ୍ଷୀ ଫଳ ଖାଇ ଘର ଉପରେ ପକାଇଲେ, ଭଲ ସମୟ ଆସିବାର ସୂଚନା ମିଳିଥାଏ । ସୂର୍ଯ୍ୟ ଉଦୟ ସମୟରେ ଘରର ପୂର୍ବ କିମ୍ବା ପଶ୍ଚିମରେ କାଉ ବୋବାଇଲେ, ଶୁଭ ହୋଇଥାଏ ।

ଜନ୍ମ ମାସ, ଜନ୍ମ ସମୟ ଓ ଜନ୍ମ କ୍ଷେତ୍ରରେ ପୁଅ କିମ୍ବା ଝିଅ ବାହାଘର କରାଇଲେ, ତାହା ଅଶୁଭ ହୋଇଥାଏ । ମନ୍ଦିରକୁ ଗଲେ, ପ୍ରଥମେ ବାହନକୁ ମୁଣ୍ଡିଆ ମାରନ୍ତୁ ତାପରେ ଯାଇ ଠାକୁରଙ୍କୁ ମୁଣ୍ଡିଆ ମାରନ୍ତୁ । ପ୍ରତିଦିନ ୮ ଗ୍ଳାସ ପାଣି ପିଅନ୍ତୁ । ତେବେ ପାଣି ପିଇବା ସମୟରେ ସବୁବେଳେ ଏହା ଧ୍ୟାନ ଦେବା ଉଚିତ । କି ପାଣିକୁ ବସି କରି ପିଇବା ଉଚିତ ହୋଇଥାଏ । ରାତିରେ ଶୋଇବା ବେଳେ ଦର୍ପଣ ଘୋଡାଇ ରଖିଲେ, ତାହା ଶୁଭ ହୋଇଥାଏ ।

ଗାଧେଇବା ପରେ ସୂର୍ଯ୍ୟଙ୍କୁ ନମସ୍କାର କରିଲେ । ଅତ୍ୟନ୍ତ ଶୁଭ ହୋଇଥାଏ । ସଙ୍ଗେ ସଙ୍ଗେ ଗାଧେଇକି ତେଲକୁ ସ୍ପର୍ଶ କରନ୍ତୁ ନାହିଁ । କଥା ହେବା ସମୟରେ ଭାବିଚିନୀତି ଓ ଜଗିକି କଥା ହେଲେ । କଥା କହୁଥିବା ଓ ଶୁଣୁଥିବା ଉଭୟ ଲୋକଙ୍କ ପାଇଁ ହିତକର ହୋଇଥାଏ । ଟଙ୍କା ଗଣିବା ବେଳେ କେବେବି ଛେପ ମାରନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ । ସୋମବାର, ବୁଧବାର ଓ ଶୁକ୍ରବାର ବାମ ପାଦ ପକାଇ ଦେଇ ଘରୁ ବାହାରିଲେ, ଯାତ୍ରା ଶୁଭ ହୋଇଥାଏ ।

କଳା ପେଚା ଘର ଉପରେ ବସିଲେ, ଅଶୁଭ ହେବାର ସଂକେତ ମିଳିଥାଏ । ବାରମ୍ବାର କୌଣସି କାର୍ଯ୍ୟରେ ଅସଫଳ ହେଉଥିଲେ, ଗୁରୁବାର ଦିନ ରୂପା ମୁଦି ଶିବ ଲିଙ୍ଗରେ ଛୁଆଁଇ ଆଣି କାଣୀ ଆଙ୍ଗୁଠିରେ ପିନ୍ଧନ୍ତୁ । କାର୍ଯ୍ୟରେ ବହୁ ଶୀଘ୍ର ସିଦ୍ଧି ପ୍ରାପ୍ତ ହେବ । ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ