ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ଯାଚ ଜିତିବା ପରେ Rohit ଙ୍କୁ ନେଇ Anushka Sharma କହି ପକାଇଲେ ଏମିତି କଥା, ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ

ଗତ ଟି-୨୦ ବିଶ୍ଵକପ୍ ରେ ଭାରତୀୟ କ୍ରିକେଟ ଟିମ୍ ର ଖରାପ ପ୍ରଦର୍ଶନ କ୍ରିକେଟ ପ୍ରେମୀଙ୍କୁ ଖୁବ ମ-ର୍ମା-ହ-ତ କରିଥିଲା । କିନ୍ତୁ ଗତକାଲି ନ୍ୟୁଜିଲାଣ୍ଡ ବିପକ୍ଷରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ର ପ୍ରଥମ ବିଜୟରେ ସମସ୍ତେ ବେଶ୍ ଖୁସି ହେଉଛନ୍ତି । କିନ୍ତୁ କାଲିର ବିଜୟ ପରେ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା କିଛି ଏମିତି ବୟାନ ଦେଇଛନ୍ତି ଯାହା ଶୁଣିବା ପରେ ରୋହିତ ଶର୍ମାଙ୍କ ସମେତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି । ତେବେ ଚାଲନ୍ତୁ ଜାଣିବା କଣ କହିଲେ ଅନୁଷ୍କା ।

ଭାରତୀୟ ଟି-୨୦ ଦଳର ସବୁଠୁ ମୁଖ୍ୟ ଅଭିଯାନ ଆରମ୍ଭ ହୋଇଯାଇଛି । ଏଥିରେ ନ୍ୟୁଜିଲାଣ୍ଡ ବିପକ୍ଷରେ ତିନୋଟି ଟି-୨୦ ମ୍ଯାଚର ସିରିଜ ଖେଳିବା ପାଇଁ ଆରମ୍ଭ କରିଛି । ଯାହାର ପ୍ରଥମ ମ୍ଯାଚ ୧୭ ନଭେମ୍ବର ଦିନ ଖେଳାଯାଇଛି । ଏହି ମୁକାବିଲାରେ ଭାରତୀୟ ଟି-୨୦ ଦଳର ନୂଆ ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଟିମ୍ ବିଜୟ ହାସଲ କରିଛି । ତେବେ ସମସ୍ତେ ଖୁବ୍ ଖୁସି ଥିବା ବେଳେ ପୂର୍ବ ଅଧିନାୟକ ବିରାଟ କୋହଲିଙ୍କ ପତ୍ନୀ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ରୋହିତଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି ।

ଅନୁଷ୍କା କହିଥିଲେ କି, “ଟି-୨୦ ବିଶ୍ଵକପ୍ ପରେ ଭାରତୀୟ ଟିମ୍ ପାଇଁ ଏହା ଏକ ଭଲ ବିଜୟ ଅଟେ । ଭାରତୀୟ ଟିମ୍ ର ଏହି ନୂଆ ସମୟରେ ଟିମ୍ କୁ ନୂଆ କ୍ଯାପଟେନ ଓ କୋଚ ମିଳିଛି । ଅନେକ ନୂଆ ଖେଳାଳି ମଧ୍ୟ ଏହି ଟିମ୍ ରେ ନିଜ ଜାଗା ବନାଇଛନ୍ତି । ଭାରତୀୟ ଟିମ୍ ର ଭବିଷ୍ୟତ ସୁରକ୍ଷିତ ହାତରେ ରହିଛି ବୋଲି କୁହା ଯାଇପାରେ । ସେଥିପାଇଁ ସେ ଆସନ୍ତା ସମୟରେ ଭାରତୀୟ ଟିମ୍ ଗୋଟିଏ ପରେ ଗୋଟିଏ ଜବରଦସ୍ତ ସଫଳତା ହାସଲ କରୁଥିବାର ଦେଖିବାକୁ ଚାହାନ୍ତି ।”

ଏହାସହ ଅନୁଷ୍କା କହିଥିଲେ କି ତାଙ୍କୁ ଲାଗୁଛି ରୋହିତଙ୍କ ଅଧିନାୟକତାରେ ଭାରତୀୟ ଟିମ୍ ଅନେକ ଭଲ ପ୍ରଦର୍ଶନ ତ କରିପାରିବ କିନ୍ତୁ କେବେ ମଧ୍ୟ ବିଶ୍ବବିଜେତା ହୋଇପାରିବ ନାହିଁ । କାରଣ ଭାରତୀୟ ଟିମ୍ କୁ ଅନ୍ତଃରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଜିତାଇବା ପାଇଁ ରୋହିତଙ୍କ ପାଖେ କୌଣସି ଅଭିଜ୍ଞତା ନାହିଁ । ରୋହିତ ନିଜ କ୍ଯାରିୟରରେ କୌଣସି ବଡ ଟୁର୍ଣ୍ଣାମେଣ୍ଟ ମଧ୍ୟ ଜିତି ନାହାନ୍ତି । ସେ ଜଣେ ସଫଳ ବ୍ୟାଟ୍ସମ୍ୟାନ ହୋଇଥିଲେ ମଧ୍ୟ ଜଣେ କ୍ଯାପଟେନ ଭାବେ ସଫଳତା ହାସଲ କରିବା ବୋଧହୁଏ ତାଙ୍କ ପାଇଁ କଷ୍ଟକର ହୋଇପାରେ ।

ତଥାପି ସେ ଆଶା ରଖନ୍ତି କି ରୋହିତ ନିଶ୍ଚୟ ଜଣେ ସଫଳ କ୍ଯାପଟେନ ହୋଇ ଭାରତୀୟ ଟିମ୍ ପାଇଁ ଗୋଟିଏ ପରେ ଗୋଟିଏ ବିଜୟ ଆଣିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।