ହସ୍ପିଟାଲରେ କରୋନା ରୋଗୀ, ଚିକିତ୍ସା କରୁଥିବା ଡାକ୍ତରଙ୍କୁ ହିଁ କରି ଦେଲା ପ୍ରପୋଜ, ଜାଣନ୍ତୁ ତାପରେ କଣ ହେଲା

କରୋନା ସମୟ ମଧ୍ୟରେ କେତେକ ସ୍ଥାନରେ କିଛି ପ୍ରେମର କାହାଣୀ ବି ଶୁଣିବାକୁ ମିଲୁଛି । ବିଶ୍ଵ ସଙ୍କଟ ମଧ୍ୟରେ ଯେଉଁଠି ଲୋକମାନଙ୍କ ଜୀବନ ଅସ୍ତ ବ୍ୟସ୍ତ ହୋଇ ଯାଇଛି ତେବେ ଅନ୍ୟ ପଟେ ପ୍ରେମୀମାନଙ୍କ ମଧ୍ୟରେ ଏହାର କୌଣସି ପ୍ରଭାବ ଦେଖିବାକୁ ମିଳୁ ନାହିଁ। କହିବାକୁ ଗଲେ କିଛି ଏମିତି ହିଁ ହୋଇଛି ମିଶର ରେ । ଯେଉଁଠି ଏକ କରୋନା ରୋଗୀର ହୃଦୟ ଚିକତ୍ସା କରୁଥିବା ଡାକ୍ତର ଉପରେ ଆସି ଯାଇଥିଲା । ଏହା ପରେ ରୋଗୀ ଜଣକ ଅଧିକ ସମୟ ବ୍ୟର୍ଥ ନ କରି ହସ୍ପିଟାଲରେ ହିଁ ନିଜର ପ୍ରେମିକା ଡାକ୍ତରଙ୍କୁ ପ୍ରପୋଜ କରି ଦେଲା ।

ମିଶର ସମେତ ଯେଉଁଠି ପୁରା ଦୁନିଆରେ କରୋନା ଭାଇରସର ବିସ୍ତାର ଦେଖିବାକୁ ମିଳୁଛି । ଏହା ସହିତ ଲୋକମାନେ ନିଜର ଜୀବନ ବଞ୍ଚାଇବା ପାଇଁ ହସ୍ପିଟାଲ ଆଡକୁ ଯାଉଛନ୍ତି । କିନ୍ତୁ ମିଶରରେ ଠିକ ଓଲଟା ଏକ ମାମଲା ଦେଖିବାକୁ ମିଳୁଛି । ଏଠି ଜଣେ ବ୍ୟକ୍ତି ହସ୍ପିଟାଲରେ ନିଜର ଚିକିତ୍ସା କରିବା ପାଇଁ ଆସିଥିଲା । କିନ୍ତୁ ଶେଷରେ ସେ ଡାକ୍ତରଙ୍କୁ ହିଁ ଭଲ ପାଇ ବସିଲା । ଡାକ୍ତର ମୋହମ୍ମଦ ଫହମୀ କରୋନା ଭାଇରସରେ ସଂକ୍ରମଣ ହେବା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଗଲା ।

କହିବାକୁ ଗଲେ ସେହି ହସ୍ପିଟାଲରେ କରୋନା ରୋଗୀମାନଙ୍କ ଚିକିତ୍ସା ପାଇଁ ଏକ ମହିଳା ଡାକ୍ତରକୁ ଦାୟିତ୍ଵ ଦିଆ ଯାଇଥିଲା । ଚିକିତ୍ସା କରିବା ସମୟରେ ହିଁ ମୋହମ୍ମଦ ଫହଙ୍କ ହୃଦୟ ଚିକିତ୍ସା କରୁଥିବା ମହିଳା ଡାକ୍ତର ଆୟା ମିସ୍ବାହ ଉପରେ ଆସିଗଲା । ଦୁଇ ମାସର ଚିକିତ୍ସା ପରେ ମୋହମ୍ମଦ ଫହମୀ କରୋନାରୁ ଭଲ ହୋଇଗଲେ । ଏହା ପରେ ଅଧିକ ସମୟ ବ୍ୟର୍ଥ ନ କରି ନିଜର ଜୀବନ ବଞ୍ଚାଇବା ଥିବା ମହିଳା ଡାକ୍ତର ଆୟା ମିସ୍ବାହକୁ ବିବାହର ପ୍ରସ୍ତାବ ଦେଲେ ।

ମହିଳା ଡାକ୍ତର ଜଣକ ବି ଖୁସି ଖୁସି ବିବାହ ପ୍ରସ୍ତାବକୁ ମାନି ନେଲେ । ମୋହମ୍ମଦ ଫହମୀ ହସ୍ପିଟାଲରେ ନିଜ ନାମର ଆଙ୍ଗୁଠି ନିଜର ପ୍ରେମିକା ଡାକ୍ତରକୁ ପିନ୍ଧାଇ ବି ଦେଲେ । ରୋମାଣ୍ଟିକ କରି ଦେବା ବାଲା ଏହି ଖବର ଯେତେବେଳେ ସୋସିଆଲ ମିଡିଆରେ ସାମନାକୁ ଆସିଲା ତେବେ ୟୁଜରମାନେ ଏହାକୁ ଭାଇରାଲ କରି ଦେଲେ । ଯାହା ପରେ ଲୋକମାନଙ୍କ ପ୍ରଶଂସାର ଲାଇନ ଲାଗି ଗଲା । ଲୋକମାନେ ଏହି ପ୍ରେମୀ ଯୋଡିକୁ ଶୁଭକାମନା ଦେଇ ତାଙ୍କୁ ତାଙ୍କର ସଫଳ ଜୀବନର କାମନା କରିବାକୁ ଲାଗିଲେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।