ଖୁସି ଖବର! ଲକଡାଉନରେ ଚାକିରି ଚାଲି ଯାଇଛି, ତ ଚିନ୍ତା କରନ୍ତୁ ନାହିଁ, ସରକାର ଦେଉଛନ୍ତି ଏହି ଖାସ୍ ମୌକା

ଚାକିରିକୁ ନେଇ କେନ୍ଦ୍ର ସରକାରଙ୍କ ମନ୍ତ୍ରାଳୟରେ ବହୁତ ଜଲ୍ଦି କାମ ଚାଲିଛି । ଲକଡାଉନ କାରଣରୁ କେତେକ ଲୋକମାନେ ନିଜର ଚାକିରି ହରାଇ ଦେଇଛନ୍ତି ଓ କାର୍ଯ୍ୟ ହୀନ ହୋଇ ଯାଇଛନ୍ତି । ଏମିତିରେ ଶ୍ରମ ଓ ରୋଜଗାର ମନ୍ତ୍ରାଳୟଙ୍କ କହିବା ଅଟେ କି ଲକଡାଉନ ମଧ୍ୟରେ ମନ୍ତ୍ରାଳୟ ନ୍ୟାସନାଲ କ୍ୟାରିୟର ସର୍ବିସ ପ୍ରୋଜେକ୍ଟ (NCS) ମଧ୍ୟରେ ୭୬ ଅନଲାଇନ ଜବର ମେଳା ଲଗାଯିବ । ଆଗକୁ ଆହୁରି ବି ମେଳା ଲଗାଯିବ । NCS ଅନୁସାରେ ବର୍ତ୍ତମାନ ପର୍ଯ୍ୟନ୍ତ ୭୩ ଲକ୍ଷ ଲୋକମାନଙ୍କୁ ଜବ ଦିଆ ଯାଇଛି ।

ଅନ୍ୟ ପଟେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନଙ୍କ ପ୍ରତିଭାକୁ ଦେଖି ତାଙ୍କୁ ଏକ ଭଲ ଦିଗ ଦେଖାଇ ତାଙ୍କୁ ଆହୁରି ବି ଭଲ ଜବ ପାଇଁ ପ୍ରସ୍ତୁତ କରା ଯାଇ ପାରିବ । ସେଥିପାଇଁ ମନ୍ତ୍ରାଳୟର କହିବା ଅଟେ କି ଆମେ TCS କମ୍ପାନୀ ସହ ମିଶି ଅନଲାଇନ କ୍ୟାରିୟର ସ୍କିଲ ଟ୍ରେନିଙ୍ଗର ଆରମ୍ଭ କରୁଛୁ । ଏଥିରେ ଇଣ୍ଡଷ୍ଟ୍ରିର ଡିମାଣ୍ଡ ହିସାବରେ ଲୋକମାନଙ୍କୁ ଟ୍ରେନିଙ୍ଗ ଦିଆଯିବ । ଏଥିରେ ପର୍ସନାଲିଟୀ ଡେଭଲପମେଂଟ, କରପୋରେଟ ଏଟିକେଟ୍ସ, ପ୍ରେଜେଂଟେଶନ ସ୍କିଲ୍ସ ଶିଖା ଯିବ । ଏଠି କୋର୍ସ ହିନ୍ଦୀ ଓ ଇଙ୍ଗ୍ଲିଶରେ ଉପଲବ୍ଧ ହେବ । ଏଥିପାଇଁ www.ncs.gov.in ଉପରେ ଅଧିକ ସୂଚନା ଜାରି କରା ଯାଇଛି ।

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ୧ କୋଟି ଆକ୍ଟିବ ଜବ ସୀକର୍ସ ଅଛି । ଯେଉଁଥିରେ ୫୪ ହଜାର NCS ଉପରେ ରେଜିସ୍ଟ୍ରର୍ଡ ଅଛି । ଅନ୍ୟ ପଟେ ୧୦୦୦ ଏଂପ୍ଲୟମେଂଟ ଏକ୍ସଚେଂଜ ଅଛି । ମନ୍ତ୍ରାଳୟ ସହ ଜଡିତ ଅଧିକାରୀମାନଙ୍କ ଅନୁସାରେ, ଜବ ଇଚ୍ଛା କରୁଥିବା ଲୋକମାନଙ୍କ ଭିଡିଓ ପ୍ରୋଫାଇଲ ବି କରା ଯାଉଛି । ଯାହା ଦ୍ଵାରା କମ୍ପାନୀ ଅନଲାଇନ ହିଁ ତାଙ୍କର ପ୍ରତିଭାକୁ ଦେଖି ପାରିବେ ।

ଏଥିପାଇଁ HIREMEE ପ୍ଲାଟଫର୍ମ ସହିତ ପାର୍ଟନରଶିପ କରା ଯାଇଛି । ନ୍ୟାସନାଲ କ୍ୟାରିୟର ସର୍ବିସ ଅନୁସାରେ ସମସ୍ତ ପ୍ରକାରର କାମ ଫ୍ରୀରେ କରା ଯାଉଛି । ଅର୍ଥାତ ଟ୍ରେନିଙ୍ଗ, ଭୋକେଶନଲ କୋର୍ସ କରିବା, ଜବ ଲିଂକ୍ସ ଉପଲବ୍ଧ କରିବା, ଭିଡିଓ ପ୍ରୋଫାଇଲ କରିବା ଭଳି କାମ କରିବା ପାଇଁ ଟଙ୍କା ନିଆ ଯିବ ନାହିଁ ।

ସେଥିପାଇଁ କାହାକୁ ଯଦି ଜବ ଖୋଜିବାର ଅଛି ତେବେ ସେ NCS ପୋର୍ଟାଲରେ ନିଜର ପ୍ରୋଫାଇଲ ଦର୍ଜ କରି ପାରିବ । ଅନ୍ୟ ପଟେ ଅର୍ଥ ମନ୍ତ୍ରାଳୟ ବି ଦେଶରେ ଲକଡାଉନ କାରଣରୁ କେତେକ ଲୋକମାନଙ୍କ ଜବ ଚାଲି ଯାଇଛି ଓ କେତେ ସ୍ୟାଲେରୀ କଟିଛି ଏହି ସମସ୍ତ ସୂଚନାକୁ ହାସଲ କରିବାରେ ଲାଗିଛନ୍ତି ଓ ଏଥିପାଇଁ ମନ୍ତ୍ରାଳୟ ଠାରୁ ସେ ଡାଟା ବି ମାଗିଛି । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।