ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଏହି ସବୁ ଜିନିଷକୁ ଆପଣଙ୍କ ଖାଇବାରେ ସାମିଲ କରନ୍ତୁ, କରୋନା ଠାରୁ ରକ୍ଷା ପାଇବା ପାଇଁ ଏହା ଖାଇବା ଜରୁରୀ ଅଟେ

ବର୍ତ୍ତମାନ ସମୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏଥିରୁ ରକ୍ଷା ପାଇବା ପାଇଁ ସବୁଠାରୁ ଭଲ ଉପାୟ ହେଉଛି ରୋଗ ପ୍ରତିରୋଧକ ଶକ୍ତି ବଢାଇବା । ଜଣାପଡିଛି କି ଯେଉଁ ଲୋକଙ୍କ ଭିତରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଅଛି ତାଙ୍କୁ ଏହି ଭାଇରସ ସହଜରେ ସଂକ୍ରମଣ କରିପାରୁ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ କୁ କେଉଁ ସବୁ ଜିନିଷ ଖାଇବା ଦ୍ଵାରା ଆପଣଙ୍କର ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ତାହେଲେ ଆସନ୍ତୁ ଜାଣିବା ସେହି ଜିହୀଶ ଗୁଡିକ ବିଷୟରେ ।

ଚା କୁ ପସନ୍ଦ କରୁଥିବା ବ୍ୟକ୍ତି ପିଅନ୍ତୁ ତୁଳସୀ ଏବଂ ମହୁ ମିଶ୍ରିତ ଚା

ଖରାଦିନରେ ଖୁବ କମ ମାତ୍ରାରେ ଚା ପିଇବା ଉଚିତ, ଏମିତିରେ ତୁଳସୀ ଏବଂ ମହୁ ଚା ଆପଣ ପିଇ ପାରିବେ । ଏହି ଚା ଆପଣଙ୍କ ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ତୁଳସୀ ଆଣ୍ଟି-ଇମ୍ଫ୍ଳାମେଟ୍ରି ଗୁଣରେ ଭରପୁର ହୋଇଥାଏ । ଏହାକୁ ପିଇବା ଦ୍ଵାରା ଶରୀର ବହୁତ ପ୍ରକାର ଗୋରା ସହିତ ଲଢିବା ପାଇଁ ସକ୍ଷମ ହୋଇଥାଏ । ଭାରତର ଆୟୁଷ ମନ୍ତ୍ରାଳୟ ମଧ୍ୟ ତୁଳସୀର ଉପଯୋଗକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ ବୋଲି କହିଛନ୍ତି ।

ଦହି ଖାଆନ୍ତୁ

ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ ଗରମରେ ଦହି ଖାଇବା ଉଚିତ, ଏଥିପାଇଁ ଦିନକୁ ଗୋଟିଏ ଗିନା ଦହି ନିହାତି ଖାଆନ୍ତୁ ।

କଦଳୀ ଖାଇବା ଦ୍ଵାରା ବଢିଥାଏ ରୋଗ ପ୍ରତିରୋଧକ ଶକ୍ତି

କଦଳୀରେ ଆଇରନ, ମ୍ୟାଗ୍ନେସିୟମ ଏବଂ ପୋଟାଶିୟମ ପ୍ରଚୁର ମାତ୍ରାରେ ମିଳିଥାଏ ଯାହା ଶରୀର ପାଇଁ ବହୁତ ଗୁରୁତ୍ଵପୂର୍ଣ ହୋଇଥାଏ । ଏହା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢାଇ ଥାଏ । ଏଥିପାଇଁ କରୋନା ଭାଇରସ ସହିତ ଲଢିବା ପାଇଁ ଆପଣ ପ୍ରତିଦିନ କଦଳୀ ଖାଆନ୍ତୁ ।

ଲସି ପିଅନ୍ତୁ

ଖରାଦିନରେ ଲସି ପିଇବା ପାଇଁ କୁହାଯାଇ ଥାଏ । ଲସି ପିଇବା ଦ୍ଵାରା ପାଚନତନ୍ତ୍ର ଠିକ ରହିଥାଏଆ । ଦିନରେ ଗୁଡ ସହିତ ଲସି ପିଇବା ଦ୍ଵାରା ଶରୀରରେ ଡିହାଇଡ୍ରେସନ ସମସ୍ୟା ହୋଇ ନଥାଏଆ । ଏହି ଦିନରେ ସୁସ୍ଥ ରହିବା ପାଇଁ ଲସି ପିଇବା ବହୁତ ଭଲ ଅଟେ । ଆଶା କରୁଛୁ କି ଆପଣଙ୍କୁ ଆମର ଏହି ତଥ୍ୟ ନିଶ୍ଚୟ ପସନ୍ଦ ଆସିଥିବ । ତଥ୍ୟଟି ଭଲ ଲାଗିଥିଲେ ଗୋଟିଏ ସେୟାର କରି ଆମ ପେଜକୁ ଲାଇକ କରନ୍ତୁ ।