ଲୋକମାନଙ୍କୁ ପାଗଳ କରୁଛି ମା – ଝିଅଙ୍କର ଏହି ଫଟୋ, ଜୁମ କରି ଦେଖିଲେ ଆପଣଙ୍କର ବି ହେବ ସେହିଭଳି ଅବସ୍ଥା

ଇଣ୍ଟର୍ନେଟରେ ପ୍ରାୟତଃ କିଛି ନା କିଛି ଭାଇରାଲ ହୋଇଥାଏ । ଏହି ଭାଇରାଲ ଜିନିଷ ମଧ୍ୟରେ ବେଳେ ବେଳେ କିଛି ଏମିତି ଦେଖିବାକୁ ମିଳିଥାଏ ଯାହାକୁ ଦେଖି ଆମେ ନିଜ ଆଖି ଉପରେ ବି ବିଶ୍ଵାସ କରି ପାରି ନ ଥାଉ । ଆମକୁ ଲାଗିଥାଏ କି ଏହି ଜିନିଷ ନକଲି ଅଟେ କିନ୍ତୁ ଯେତେବେଳ ପର୍ଯ୍ୟନ୍ତ ଆପଣ ଏହି ଜିନିଷକୁ ଗଭୀରତାର ସହ ନ ଦେଖିଛନ୍ତି ସେତେବେଳ ପର୍ଯ୍ୟନ୍ତ ଆପଣ ତାହାର ସତ୍ୟତା ବିଷୟରେ ଜାଣି ପାରିବେ ନାହିଁ ।

ଏମିତି ହିଁ କିଛି ବର୍ତ୍ତମାନ ସମୟରେ ଇଣ୍ଟର୍ନେଟରେ ଭାଇରାଲ ହେଉଛି ଦୁଇଜଣ ମହିଳାଙ୍କର ଫଟୋ ।

ଏହି ଦିନରେ ଗୋଟିଏ ଫଟୋ ଇଣ୍ଟର୍ନେଟରେ ବହୁତ ଭାଇରାଲ ହେଉଛି । ଏହି ଫଟୋରେ ଦୁଇ ଜଣ ମହିଳା ସୋଫା ଉପରେ ବସିଛନ୍ତି ଓ ହାତରେ ମେହେନ୍ଦି ଲଗାଇ ହସୁଛନ୍ତି ।

ଦେଖିବାକୁ ତ ଦୁଇ ଜଣ ମହିଳା ବହୁତ ସୁନ୍ଦର ଅଟନ୍ତି । ଯେତେବେଳେ କୌଣସି ବ୍ୟକ୍ତି ଏହି ଫଟୋକୁ ପ୍ରଥମ ଥର ଦେଖୁଛି ତେବେ ତାଙ୍କୁ ଲାଗୁଛି କି ଏମାନେ ଦୁଇ ଜଣ ବନ୍ଧୁ ଅଟନ୍ତି ଓ ଅନ୍ୟ କିଛି ଲୋକମାନେ ଏମାନଙ୍କୁ ଦୁଇ ଭଉଣୀ ବୋଲି ବି କହୁଛନ୍ତି । କିନ୍ତୁ ଯେତେବେଳେ ଫଟୋକୁ ଜୁମ କରି ଦେଖିଲେ ଓ ଏହି ଫଟୋର ସତ୍ୟତା ବିଷୟରେ ଜାଣି ପାରିଲେ ତ ଲୋକମାନଙ୍କର ହୋସ ଉଡିଗଲା ।

କହିବାକୁ ଗଲେ ଏହି ଫଟୋରେ ଦେଖାଯାଉଥିବା ଦୁଇ ଜଣ ମହିଳା ନା ହିଁ ଭଉଣୀ ଓ ନା ହିଁ ବନ୍ଧୁ ଅଟନ୍ତି । ଏମାନେ ମା ଝିଅ ଅଟନ୍ତି । କିନ୍ତୁ କଥା କେବଳ ଏଇଠି ଶେଷ ହୁଏ ନାହିଁ । ଦୁଇ ଜଣ ଦେଖିବାକୁ ଯବାନ ଓ ସୁନ୍ଦର ଅଟନ୍ତି । ଏମିତିରେ ଫଟୋ ଦେଖି ଜଣା ପଡୁ ନାହିଁ କି ମା କିଏ ଓ ଝିଅ କିଏ ?

କହିଦେଉଛୁ କି ଫଟୋର ଡାହାଣ ପଟେ ନଜର ଆସୁଥିବା ମହିଳା ରଶ୍ମି ସଚଦେବା ଅଟନ୍ତି ଯିଏକି ମା ଅଟନ୍ତି । ଅନ୍ୟ ପଟେ ବାମ ପଟେ ଦେଖା ଯାଉଥିବା ଯୁବତୀ ତାଙ୍କର ଝିଅ ଅଟନ୍ତି ।

ରଶ୍ମି ସଚଦେବା ଜୟପୁରର ମିସେସ ୟୂନିଭର୍ସ ୟୂରୋ ଏସିଆ ର ଟାଇଟେଲକୁ ନିଜ ନାମରେ କରି ସାରିଛନ୍ତି । ରଶ୍ମିଙ୍କର ଏହି ପ୍ରତିଭା ଯୋଗୁ ଆଜି ତାଙ୍କର ଚର୍ଚ୍ଚା ପୁରା ରାଜସ୍ଥାନରେ ହେଉଛି । ଆପଣଙ୍କୁ କହିଦେଉଛୁ କି ରଶ୍ମି ଅନ୍ୟ ସମସ୍ତ ପ୍ରତିଯୋଗିତାରେ ବି ଭାଗ ନେବା ପାଇଁ ଚିନ୍ତା କରୁଛନ୍ତି । ନିଜର ଝିଅକୁ ବଡ କରିବା ସହିତ ରଶ୍ମି ଇନ୍ଟିରିୟର ଡିଜାଇନରେ ଡିପ୍ଲୋମା ବି କରିସାରିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।