ରିଙ୍କୁଙ୍କ ସହ କଥା ହେଲେ ବିରାଟ କୋହଲି , କହିଲେ ତୁମେ ଥିଲେ ଆମେ ନିଶ୍ଚିନ୍ତ ବିଶ୍ୱକପ ଜିତିଥାନ୍ତୁ !

ନମସ୍କାର ବନ୍ଧୁଗଣ । ଗତ ରବିବାର ଦିନ ଅଷ୍ଟ୍ରେଲିୟା ଭାରତ ମଧ୍ୟରେ ହୋଇଥିବା ବିଶ୍ଵକପ ଫାଇନାଲ ରେ ମ୍ଯାଚ ରେ ଭାରତ ହାରି ସାରିଛି । ଆଉ ଭାରତ ହାରିବା ପରେ 140 କୋଟି ଭାରତୀୟ ଙ୍କ ଆଶା ମଉଳି ଯାଇଥିଲା । ଆଉ ଏହାରି ମଧ୍ୟରେ ଟିମ ଇଣ୍ଡିଆ ର ଖେଳାଳି ମାନେ ମଧ୍ୟ ବିଶ୍ଵକପ ହାସଲ ନ କରି ପାରି ଥିବାରୁ କାନ୍ଦି ପକାଇଥିଲେ । ଆଉ ଏବେ ଟିମ ଇଣ୍ଡିଆ କୁ ନେଇ ଆଉ ଗୋଟେ ନୂଆ ଚର୍ଚ୍ଚା ଆରମ୍ଭ ହେଲାଣି ।

ସୂଚନା ଅନୁଯାୟୀ ରିଙ୍କୁ ସିଂ ସହ କଥା ହେଲେ ବିରାଟ କୋହଲି । ତୁମେ ଥିଲେ ବିଶ୍ଵକପ ଆମେ ଜିତି ଥାଆନ୍ତୁ ଏମିତି କହିଲେ ବିରାଟ । ଆଉ ଏପଟେ ରିଙ୍କୁ କହିଲେ ଧନ୍ୟବାଦ ଭାଇ । ହଁ ଦର୍ଶକ ବନ୍ଧୁ ଭାରତର ଉତ୍କଣ୍ଠା ପୂର୍ଣ୍ଣ ବିଜୟ ପରେ ପ୍ରଥମ ଟି-20 ମ୍ଯାଚ ଜିତି ଯାଇଛି ଟିମ ଇଣ୍ଡିଆ । ଅଷ୍ଟ୍ରେଲିୟା କୁ ପ୍ରଥମ ଟି-20 ମ୍ଯାଚରେ ଧୂଳିସାତ କରିଛି ଟିମ ଇଣ୍ଡିଆ ।

ସୂର୍ଯ୍ୟ କୁମାର ଯାଦବ ଙ୍କ ବିସ୍ଫୋରକ ବ୍ୟାଟିଂ ପରେ ଇଙ୍ଗ୍ଲିଶ ଙ୍କ ଶତକ ବିର୍ଥ ଯିବା ପରେ ଓ ରିଙ୍କୁ ଙ୍କ ଛକା ମାରି ମ୍ୟାଚ ଜିତିବା ପରେ । ବିରାଟ କୁଆଡେ ରିଙ୍କୁ ସିଂ ଙ୍କ ସହ ଭିଡିଓ କଲ କରି କଥା ହୋଇଛନ୍ତି । ବିରାଟ କହିଲଥଲେ ରିଙ୍କୁ ତୁମେ ଥିଲେ ବିଶ୍ଵକପ ଆମର ନିଶ୍ଚୟ ହୋଇଥାନ୍ତା । ଆଉ ରିଙ୍କୁ ଉତ୍ତରରେ କହିଲେ ଧନ୍ୟବାଦ ଭାଇ । ଏମିତି ଏକ ଫୋଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କୁହା ଯାଉଛି ଏହା ଏଡିଟ ଫୋଟୋ । ତେବେ ସତରେ କଣ ରିଙ୍କୁ ଥିଲେ ଭାରତ ବିଶ୍ଵକପ ଜିତିପାରି ଥାନ୍ତା । ଏମିତି କିଛି ଚର୍ଚ୍ଚା ଏବେ ସବୁଆଡେ ଚାଲିଛି । କାରଣ କାଲି ଯିଏ ରିଙ୍କୁ ଙ୍କର ଛକା ଦେଖିଛି ବ୍ୟାଟିଂ ଦେଖିଛି କାଲି ଯିଏ ସୂର୍ଯ୍ୟ କୁମାର ଯାଦବ ଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିଛି । ସତରେ ଯଦି ରିଙ୍କୁ ବିଶ୍ଵକପ ରେ ଥାନ୍ତେ ତେବେ ଇଣ୍ଡିଆ ବିଶ୍ଵକପ ନିଶ୍ଚୟ ହାତେଇ ଥାନ୍ତା । ଆଉ କେହି କେହି କହୁଛନ୍ତି ପ୍ରତି ମୂହୁର୍ତ୍ତ ପୂର୍ବ ନିର୍ଧାରିତ ।

ଏହାର ଟିମ ଇଣ୍ଡିଆ ବିଶ୍ଵକପ ହାରିବ ଏହା ପୂର୍ବରୁ ଲେଖା ଥିଲା । ଇଣ୍ଡିଆ ବିଶ୍ଵକପ ଆଣି ପାରିଲା ନାହିଁ ଏହା ପୂର୍ବରୁ ଲେଖା ଥିଲା । ଭାରତ କ୍ରମାଗତ ଭାବେ 10ଟି ମ୍ଯାଚ ରେ ଅପରାଜୟ ରହିଲା ତାହା ମଧ୍ୟ ପୂର୍ବରୁ ଲେଖା ଥିଲା । ଆଉ ଶେଷରେ ଫାଇନାଲ ମ୍ଯାଚରେ ଇଣ୍ଡିଆ ହାରିବ ବୋଲି ପୂର୍ବରୁ ଲେଖା ଥିଲା । ଏମିତି କିଛି ଚର୍ଚ୍ଚା ଏବେ ଚାଲିଛି ।

ଏ ସବୁ ମଧ୍ୟରେ ଏବେ ଗୋଟେ ଚର୍ଚ୍ଚା କି ଋଙ୍କି ସିଂ ଙ୍କୁ ଯଦି ବିଶ୍ଵକପ ରେ ସାମିଲ କରାଯାଇ ଥାନ୍ତା । ତେବେ ସତରେ କଣ ଭାରତ ବିଶ୍ଵକପ ଟ୍ରଫି ହାସଲ କରିପାରି ଥାନ୍ତା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।