ଗତ କାଲିର ଟି-20 ସିରିଜ ରେ ରିଙ୍କୁ ସିଂ କରିଲେ କମାଲ ଆଉ 140 କୋଟି ଭାରତୀୟ ଙ୍କ ଦୁଃଖ ଲାଘବ କରିବେ ରିଙ୍କୁ ସିଂ ।

ଅଷ୍ଟ୍ରେଲିୟା ହାରିବ ଭାରତ ଜିତିବ । ରିଙ୍କୁ ସିଂ ଆଜି କରିବେ କମାଲ । ପଡିଆରେ ରିଙ୍କୁ ଭଲ ପ୍ରଦର୍ଶନ କରିବେ । ହଁ ଦର୍ଶକ ବନ୍ଧୁ ଫାଇନାଲ ବିଶ୍ଵକପ ହାରିବା ପରେ ଭାରତ ଯେଉଁ ସ୍ଥିତିରେ ଅଛି ଏବେ ସବୁ ଦୁଃଖ କୁ ଲାଘବ କରିବ ରିଙ୍କୁ ସିଂ । ରିଙ୍କୁ ସିଂ ଯିଏ 5ଟି ବଲ ରେ 5ଟି ଛକା ମାରି 30 ରନ କରି ଦଳକୁ ଜିତାଇ ପାରନ୍ତି । ଯିଏ ଆଇପିଏଲ ଦେଖିଛି ସିଏ ରିଙ୍କୁ ଙ୍କର ଜଲୱା ଦେଖିଛି । ଗତ କାଲି ରିଙ୍କୁ ସିଂ ପଡିଆରେ କରିଛନ୍ତି ଧମାଲ ଟି-20 ସିରିଜ ରେ ।

ଆଉ ଦର୍ଶକ ମାନଙ୍କ ମନରେ ଯେଉଁ ଆଘାତ ଲାଗିଥିଲା ସେ ସବୁ ଲାଘବ କରିବେ ରିଙ୍କୁ ସିଂ । ବିଶ୍ଵକପ ଶେଷ ହେବାର ମାତ୍ର 3 ଦିନ ପରେ ଗତ କାଲି ଆରମ୍ଭ ହୋଇସାରିଛି ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ଟି-20 ସିରିଜ । ଆଉ ଏଥର ଏକ ନୂଆ ଫର୍ମାଟ ଦେଖାଯିବ । ରବିବାର ବିଶ୍ଵକପରେ ଅଷ୍ଟ୍ରେଲିୟା ଯେଉଁ 6 ୱିକେଟ ରେ ଭାରତକୁ ହରାଇଥିଲା ଭାରତୀୟ କ୍ରିକେଟ ପ୍ରେମୀ ପରାଜୟର ଦୁଃଖ କୁ ପାସୋରି ପାରି ନ ଥିଲେ ।

ପୁଣି ଥରେ କଙ୍ଗାରୁ ବାହିନୀ କୁ ଟକ୍କର ଦେଇଛି ଭାରତ । ଆଉ ଠିକ ଏତିକି ବେଳେ ରିଙ୍କୁ ସିଂଙ୍କ ଉପରେ ରହିଛି ସମସ୍ତଙ୍କର ନଜର । ଯେଉଁ ଦର୍ଶକ, ଭାରତୀୟ ଓ ଭାରତୀୟ ଟିମ ର ଖେଳାଳି ମାନେ ଯେଉଁ ଦୁଃଖ କଷ୍ଟ ରେ ଅଛନ୍ତି ସେ ସବୁ ଲାଘବ ହେବ । କାରଣ ରିଙ୍କୁ ସିଂ କଙ୍ଗାରୁ ଦଳକୁ ଧୂଳିସାତ କରିବେ ବୋଲି ଚର୍ଚ୍ଚା ହେଉଛି । ଆଉ କୁହା ଯାଉଛି ରିଙ୍କୁ ଯେବେ ବଦଲା ନେଉଥିବେ ସେତେବେଳେ 140 କୋଟି ଭାରତୀୟଙ୍କ ଦୁଃଖ ଲାଘବ ହେବ ।

ଯେଉଁ କଙ୍ଗାରୁ ଦଳ ଭାରତକୁ ହରାଇ 140 କୋଟି ଭାରତୀୟଙ୍କ ହୃଦୟ କୁ ଭାଙ୍ଗିଛି ସେ ଭଙ୍ଗା ହୃଦୟ ପୁଣି ଥରେ ଶକ୍ତ ହୋଇ ଉଠିବ । ଯେବେ ରିଙ୍କୁ ସିଂ ବ୍ୟାଟ ବ୍ୟାଟିଂ କରିବା ଆରମ୍ଭ କରିବ ସେତେବେଳେ ଟିମ ଇଣ୍ଡିଆ ଗୋଟେ ପରେ ଗୋଟେ ବଦଲା ନେବେ ରିଙ୍କୁ ସିଂ ଅଷ୍ଟ୍ରେଲିୟା ଦଳ ଠାରୁ । ଗତ କାଲି ସୂର୍ଯ୍ୟ କୁମାର ଯାଦବ ଙ୍କ ନେତୃତ୍ଵ ରେ ଭାରତୀୟ ଟିମ ପ୍ରଦର୍ଶନ କରିବା ଆରମ୍ଭ କରିଛି ।

ଗତ କାଲି ଅଷ୍ଟ୍ରେଲିୟା ବିପକ୍ଷରେ ଧୂଲାଇ କରିଛନ୍ତି ରିଙ୍କୁ ସିଂ । ସବୁ ଆଘାତ କୁ ଲାଘବ କରିବା ପାଇଁ ଅଷ୍ଟ୍ରେଲିୟା ବିପକ୍ଷରେ ରିଙ୍କୁ ସିଂ କରିବେ ନିଜର ଦକ୍ଷତା ର ପ୍ରଦର୍ଶନ । ଆଉ ସୂର୍ଯ୍ୟ କୁମାର ଯାଦବ ଙ୍କ ନେତୃତ୍ଵ ରେ ଭାରତୀୟ ଦଳ ଭଲ ଖେଳିବ ବୋଲି ଆଶା କରା ଯାଉଛି । ତେବେ ରିଙ୍କୁ ସିଂ କଣ ସତରେ ଅଷ୍ଟ୍ରେଲିୟା ଠାରୁ ବଦଲା ନେବେ ଓ ସୂର୍ଯ୍ୟ କୁମାର ଙ୍କ ନେତୃତ୍ଵ କେତେ ଦୂର ଠିକ ହେବ ତାହା ଦେଖିବାକୁ ସମସ୍ତଙ୍କର ନଜର ରହିଛି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।