ମୋଦିଙ୍କୁ କାହିଁକି ବିଶ୍ୱକପ ଫେରେଇଲେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ? କଣ ରହିଛି ଏହା ପଛରେ ସତ୍ୟତା ?

ନମସ୍କାର ବନ୍ଧୁଗଣ । ଆସିଲା ଏକ ବଡ ଖବର । ଅଷ୍ଟ୍ରେଲିୟା ଦଳ ବିଶ୍ଵକପ ଟ୍ରଫି ଫେରାଇବ । ଟ୍ରଫି କୁ ନେଇ ପାଦ ତଳେ ରଖିବା ଅଷ୍ଟ୍ରେଲିୟା ଦଳକୁ ପଡିଲା ମହଙ୍ଗା । ପ୍ରଧାନମନ୍ତ୍ରୀ ମୋଦୀ ଙ୍କୁ ଭୁଲ ମାଗିଲେ ଅଷ୍ଟ୍ରେଲିୟା ର ପ୍ରଧାନମନ୍ତ୍ରୀ । ହଁ ଦର୍ଶକ ବନ୍ଧୁ ଅଷ୍ଟ୍ରେଲିୟା ଠାରୁ ଟ୍ରଫି ଛଡାଇ ନେଲେ ଆଇସିସି ଅଧିକାରୀ । ଖେଳାଳି ଫେରାଇ ଦେଲେ ମେଡାଲ । ଏବେ ବି ହୋଇନି ବିଶ୍ଵକପ ବିଜେତା ନିସ୍ପତି ।

ତେବେ ସୋସିଆଲ ମିଡିଆରେ ଏକ ଲେଖାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯେଉଁଥିରେ ଲେଖା ଯାଇଛି ଏବେ ବି ଅଷ୍ଟ୍ରେଲିୟା ବିଜେତା ହୋଇ ନାହିଁ । ବିଶ୍ଵକପ ବିଜେତା ନିର୍ଣ୍ଣୟ ଆଉ 2ଟି ମ୍ଯାଚ ପରେ ହେବ । ଏଥିପାଇଁ BCCI ICC ସହ ଆଲୋଚନା କରିଛି । ସୂଚନା ଅନୁଯାୟୀ ଫାଇନାଲ ରେ ଯିଏ ଯିତ୍ବ ସେହି ହିଁ ହବେ ବିଶ୍ଵ ବିଜେତା । ଅଷ୍ଟ୍ରେଲିୟା ଓ ଭାରତ ମଧ୍ୟରେ ହେବାକୁ ଥିବା ମ୍ଯାଚ ସିରିଜ କୁ ଆଗକୁ ବଢାଇ ଦିଆଯାଇଛି ।

ଆଉ ଏହି ଜାଗାରେ 2ଟି ମୁକାବିଲା ଟିମ କୁ ବିଜେତା ନିର୍ଧାରଣ ପାଇଁ ଖେଳାଯିବ । ବିସିସିଆଇ ଏହା ପୂର୍ବରୁ ଆଇସିସି ସହ ଆଲୋଚନା କରି ସାରିଛି । ଏହି ଦୁହିଙ୍କ ମଧ୍ୟରେ ହୋଇଥିବା ଆଲୋଚନାରେ କୁହାଯାଇଛି କି ଯଦି ଭାରତ ଅହମଦାବାଦ ରେ ଫାଇନାଲ ମ୍ୟାଚ ହାରିଯାଏ ତେବେ ଆଉ 2ଟି ମ୍ଯାଚ ହେବ କଲିକତା ଓ ମୁମ୍ବାଇ ରେ । ଏଥିପାଇଁ ପିଚ ପ୍ରସ୍ତୁତ ଆରମ୍ଭ ହୋଇଛି । ମୁମ୍ବାଇ ପିଚ ରେ କିରୋସିନ ଢଳା ଯାଉଛି ।

ଆହୁରି ମଧ୍ୟ କୁହା ଯାଇଛି ଅଷ୍ଟ୍ରେଲିୟା ଟି-20 ସିରିଜ ରେ ଏକ ନମ୍ବରରେ ରହିଛି । ହେଲେ ତାଙ୍କର ବିଶ୍ଵକପ କୁ ଅବମାନନା କରିଥିବାରୁ ଅଷ୍ଟ୍ରେଲିୟା ଠାରୁ ଆଇସିସି ଅଧିକାରୀ ଟ୍ରଫି ଓ ମେଡାଲ ଛଡାଇ ନେଇଛି । ଏହାରି ମଧ୍ୟରେ ଆଇସିସି ଅଧିକାରୀ କହିଛନ୍ତି ନିୟମ ସବୁବେଳେ ନିୟମ ଏହା ସମସ୍ତଙ୍କୁ ମାନିବାକୁ ପଡିବ । ମ୍ୟାଚ ମଧ୍ୟରେ ଅମ୍ପାୟାର ଓ ଆଇସିସି ଅଧିକାରୀ ଯଦି ମ୍ୟାଚ କୁ ଧ୍ୟାନରେ ଦେଖନ୍ତି ତେବେ ସେମାନେ ଅଷ୍ଟ୍ରେଲିୟା କୁ ଉଶ୍ଚବ ମନାଇବାକୁ ଦେଇ ନ ଥିଲେ ।

ସେମାନଙ୍କ ତରଫରୁ କୁହା ଯାଇଛି କି 2027ରେ ସାଉଥ ଆଫ୍ରିକା ଓ ଜିମ୍ବାଵେ ରେ ହେବାକୁ ଥିବା ବିଶ୍ଵକପରେ ଏହି ନିୟମ ଲାଗୁ ହେବ । ଯଦିଓ 3ଟି ଟିମ ମଧ୍ୟରୁ କାହାକୁ ଆୟୋଜକ ଭାବେ ଧରିଯିବା ତାହା ସ୍ପଷ୍ଟ ହୋଇ ନାହିଁ । ବାସ୍ତବରେ ଏହା ଏକ ମିଛ ଖବର କି ଅଷ୍ଟ୍ରେଲିୟା ଠାରୁ ଟ୍ରଫି ଛଡାଇ ନିଆଯାଇଛି ଯାହା ଷ୍ଟ୍ରେଲିୟା ଏକ ୱେବ ସାଇଟ ରେ ପ୍ରକାଶ କରିଥିଲା ।

ହାରିଥିବା ଟିମ କୁ ପରିହାସ କରିବା ଉଦେଶ୍ୟରେ ଏମିତି ଲେଖା ଯାଇଥିବା ଜଣା ପଡିଛି । ଗତ କାଲି ଠାରୁ ଭାରତ ଅଷ୍ଟ୍ରେଲିୟା ମଧ୍ୟରେ ଟି-20 ସିରିଜ ଆରମ୍ଭ ହୋଇ ସାରିଛି । କୌଣସି ମ୍ଯାଚ ମୁମ୍ବାଇ କି କୋଲକାତାରେ ଅନୁଷ୍ଠିତ ହେଉ ନାହିଁ କି କୌଣସି ବୁଝାମଣା ହୋଇ ନାହିଁ । ବନ୍ଧୁଗଣ ଆଗକୁ ଏଭଳି ଏକ ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କାମେଣ୍ଟ କରନ୍ତୁ, ଧନ୍ୟବାଦ ।